Browsing Tag

titilagarh news

ଯାଦବ ମହାସଭାର ଭର୍ଚୁଆଲ ବୈଠକ

ଟିଟିଲାଗଡ, (ଗୌରବ ଦର୍ଜୀ) : ଆଜି ଜିଲ୍ଲା ଯାଦବ ମହାସଭା ବଲାଙ୍ଗିର ତରଫରୁ ଜୁମ ଆପ୍‌ ମାଧ୍ୟମରେ ଏକ ବୈଠକ ସଭା ଆୟୋଜନ ହୋଇଥିଲା । ଆଗାମୀ ଜୁଲାଇ ମାସରେ(ଦ୍ବିତୀୟ ବର୍ଷ) ବୃକ୍ଷରୋପଣ କାର୍ୟ୍ୟକ୍ରମ ଅନୁଷ୍ଠିତ କରିବା ପାଇଁ ଏହି ସଭା ଆୟୋଜନ ହୋଇଥିଲା । ଏଥିରେ ଜିଲ୍ଲା ଯାଦବ ମହାସଭାର ସଭାପତି
Read More...

ଅଜଣା ବ୍ୟକ୍ତିଙ୍କ ଶବ ଉଦ୍ଧାର

ଟିଟିଲାଗଡ, (ଗୌରବ ଦର୍ଜୀ) : ଗତ ଶୁକ୍ରବାର ଦିନ ଟିଟିଲାଗଡ ରେଳବାଇ ପୁରୁଣା ଟ୍ୟାନେରୀ ନିକଟରେ ଏକ ଶବ ପଡିଥିବା ଲୋକଙ୍କ ନଜରକୁ ଆସିଥିଲା । ଖବର ପାଇ ଟିଟିଲାଗଡ ପୋଲିସ ଉକ୍ତ ସ୍ଥାନକୁ ପହଂଚି ଦେଖିଥିଲା ଯେ, ଉକ୍ତ ଶବଟି ଉଲଗ୍ନ ଅବସ୍ଥାରେ ପଡ଼ିରହିଥିଲା । ଶବଟିକୁ ଉଦ୍ଧାର କରି ଶବ
Read More...

ପୋଖରୀ ମଧ୍ୟରୁ ମହିଳାଙ୍କ ଶବ ଉଦ୍ଧାର

ଟିଟିଲାଗଡ, (ଗୌରବ ଦର୍ଜୀ) : ଆଜି ଦିନ ବେଲା ଟିଟିଲାଗଡ କୁମୁଡ଼ା ପାହାଡ ନିକଟସ୍ଥ ଦେବବନ୍ଧ ପୋଖରୀରୁ ଏକ ମହିଳାଙ୍କ ଶବ ଉଦ୍ଧାର ହୋଇଛି । ସ୍ଥାନୀୟ କିଛି ଲୋକ ପୋଖରୀକୁ ଯାଇଥିବା ବେଳେ ଶବ ଭାସୁଥିବା ଦେଖି ଟିଟିଲାଗଡ ପୋଲିସ ଷ୍ଟେସନକୁ ଖବର ଦେଇଥିଲେ । ଟିଟିଲାଗଡ ଥାନା ଅଧିକାରୀ ରଞ୍ଜନ
Read More...

ଟ୍ରିକଲ୍ ଅପ୍ ଦ୍ଵାରା ଅତ୍ୟଧିକ ଗରିବ ସମ୍ପ୍ରଦାୟକୁ ରିଲିଫ୍ ସହାୟତା ପ୍ରଦାନ

କୋଭିଡ୍ -୧୯ସହିତ ଲଢିବା ପାଇଁ ଟ୍ରିକଲ ଅପ୍ ଅତ୍ୟଧିକ ଗରିବ ପରିବାରକୁ ଶୁଖିଲା ଖାଦ୍ୟ ସାମଗ୍ରୀ, ସ୍ୱଚ୍ଛତା ଏବଂ ବିହନ କିଟ୍ ବଣ୍ଟନ କରିଛି । ଟିଟିଲାଗଡ, (ଗୌରବ ଦର୍ଜୀ) : କୋଭିଡ୍ ୧୯ ମହାମାରୀର ଦ୍ୱିତୀୟ ତରଙ୍ଗ ସମଗ୍ର ଭାରତରେ ରୋଗୀଙ୍କ ସଂଖ୍ୟା ଏବଂ ମୃତ୍ୟୁରେ ଆଶ୍ଚର୍ୟ୍ୟଜନକ ବୃଦ୍ଧି
Read More...

ତୈଳ ଦର ବୃଦ୍ଧିକୁ ନେଇ ନଗର କଂଗ୍ରେସର ପ୍ରତିବାଦ

ଟିଟିଲାଗଡ, (ଗୌରବ ଦର୍ଜୀ) : ଦିନକୁ ଦିନ ଦେଶରେ ସମସ୍ତ ପ୍ରକାର ଦ୍ରବ୍ୟର ଦର ବୃଦ୍ଧି ପାଇବାରେ ଲାଗିଛି । ସେହିପରି ବିଶୋଧିତ ତୈଳ ଯଥା ପେଟ୍ରୋଲ ଓ ଡିଜେଲ୍‌ର ଦର ବୃଦ୍ଧି ପାଇବାରେ ଲାଗିଛି । ଦେଶର ବିଭିନ୍ନ ସ୍ଥାନରେ ପେଟ୍ରୋଲ ଦର ୧୦୦ ଛୁଇଁଥିବା ବେଳେ କେତେକ ସ୍ଥାନରେ ୧୦୦କୁ ମଧ୍ୟ
Read More...

ନାବାଳିକାର ବିବାହ ବନ୍ଦ କରିବାରେ ଚାଇଲ୍ଡ ଲାଇନ ସଫଳ ହେଲା : ୧୫ ବର୍ଷର ନାବାଳିକା ସହ ୩୬ ବର୍ଷର ଯୁବକର ହେବାକୁ…

ଟିଟିଲାଗଡ, (ଗୌରବ ଦର୍ଜୀ) : ଆଜି ଟିଟିଲାଗଡ ସ୍ଥିତ ମହାବୀର ଧର୍ମଶାଳାରେ ଏକ ନାବାଳିକାର ବିବାହ ହେଉଥିବା ଖବର ପାଇ ଚାଇଲ୍ଡ ଲାଇନ ଓ ଟିଟିଲାଗଡ ପୋଲିସ ପହଞ୍ଚିଥିଲେ । ଟିଟିଲାଗଡ ସହରର ଜଣେ ୩୬ ବର୍ଷୀୟ ଯୁବକ ସହ ଶଗଡ଼ଘାଟ ପଞ୍ଚାୟତର ୧୫ ବର୍ଷୀୟ ନାବାଳିକା ସହ ବିବାହ ହେଉଥିବା ସୂଚନା
Read More...

ବିଜୁ ଛାତ୍ର ଜନତା ଦଳ ତରଫରୁ ରକ୍ତଦାନ ଶିବିର ଅନୁଷ୍ଠିତ

ଟିଟିଲାଗଡ, (ଗୌରବ ଦର୍ଜୀ) : ବଲାଙ୍ଗିର ଜିଲ୍ଲାରେ ଟିଟିଲାଗଡ ସହର ଏକ ବୃହତ୍ ସହର । ଏଠାରେ ଥିବା ସରକାରୀ ଡାକ୍ତରଖାନା ଉପରେ କେବଳ ଟିଟିଲାଗଡ ସହର କି ବଲାଙ୍ଗିର ଜିଲ୍ଲା ନୁହେଁ ନିକଟବର୍ତ୍ତୀ ପଡୋଶୀ ଜିଲ୍ଲା କଳାହାଣ୍ଡି ଏବଂ ନୂଆପଡ଼ାର ଲୋକ ମଧ୍ୟ ନିର୍ଭର କରନ୍ତି । କିନ୍ତୁ ଏଠାରେ ଗତ
Read More...

ସ୍ୱେଚ୍ଛାସେବୀ ସଂସ୍ଥା ନିଧି ତରଫରୁ ଅତି ଗରିବ ପରିବାରଙ୍କୁ ରିଲିଫ୍ ସାମଗ୍ରୀ ବଣ୍ଟନ

ଟିଟିଲାଗଡ, (ଗୌରବ ଦର୍ଜୀ) : ଜାତୀୟ ସ୍ୱେଚ୍ଛାସେବୀ ଅନୁଷ୍ଠାନ ନିଧି ଏବଂ ଅଜୀମ ପ୍ରେମଜୀ ଫାଉଣ୍ଡେସନର ମିଳିତ ପ୍ରୟାସରେ ଗତ ତିନିଦିନ ଧରି ମୁରିବାହଲ ବ୍ଳକର ବିଟାବନ୍ଧ, ମାଲିଶିରା, ବାଙ୍କେଲ୍, ଲେବେଡା ଏବଂ ଟୁପାଉଡ଼ା ପଞ୍ଚାୟତର ୪୦୦ ଅତିଗରିବ ପରିବାରଙ୍କୁ ଶୁଖିଲା ଖାଦ୍ୟ, ମାସ୍କ,
Read More...

ଅଘୋଷିତ ଘନ ଘନ ବିଦ୍ୟୁତ୍ କାଟ : ସହରରେ ଉପୁଜିଛି ଜନ ଅସନ୍ତୋଷ

ଟିଟିଲାଗଡ, (ଗୌରବ ଦର୍ଜୀ) : ଦେଶର କେରଳ ରାଜ୍ୟରେ ମୌସୁମୀ ବର୍ଷା ଆରମ୍ଭ ହୋଇଥିବା ବେଳେ ଓଡ଼ିଶାକୁ ଅତିଶୀଘ୍ର ମୌସୁମୀ ଛୁଇଁବ ବୋଲି ଅନୁମାନ କରାଯାଉଛି । କିନ୍ତୁ ତତଲାଗଡ ଭାବେ ପରିଚିତ ଟିଟିଲାଗଡରେ ଗରମରୁ ଆଶ୍ୱସ୍ତି ନାହିଁ । କିଛି ଦିନ ତଳେ ରାଜ୍ୟର ଉତ୍ତପ୍ତ ସହର ପାଲଟିଥିଲା ଟିଟିଲାଗଡ
Read More...

ନିଧି ସଂସ୍ଥା ତରଫରୁ ଅତି ଗରିବ ପରିବାରଙ୍କୁ ରିଲିଫ୍ ସାମଗ୍ରୀ ବଣ୍ଟନ

ଟିଟିଲାଗଡ, (ଗୌରବ ଦର୍ଜୀ) : ଜାତୀୟ ସ୍ୱେଚ୍ଛାସେବୀ ଅନୁଷ୍ଠାନ ନୀଧି ଏବଂ ଅଜୀମ ପ୍ରେମଜୀ ଫାଉଣ୍ଡେସନର ମିଳିତ ପ୍ରୟାସରେ ଗତ ଦୁଇଦିନ ଧରି ମୁରିବହଲ ବ୍ଳକର ବିଟାବନ୍ଧ, ମାଲିଶିରା, ବାଙ୍କେଲ୍ ଏଵଂ ଲେବେଡା ପଞ୍ଚାୟତର ୨୫୦ ଅତିଗରିବ ପରିବାରଙ୍କୁ ଶୁଖିଲା ଖାଦ୍ୟ, ମାସ୍କ, ସାବୁନ୍ ଇତ୍ୟାଦି
Read More...