Browsing Tag

titilagarh news

ବିଜେପୁର ସ୍ବାସ୍ଥ୍ୟ କେନ୍ଦ୍ରରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଟିଟିଲାଗଡ, (ଗୌରବ ଦର୍ଜୀ) : ପ୍ରତିବର୍ଷ ପରି ଏ ବର୍ଷ ମଧ୍ୟ ବିଜେପୁର ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ଠାରେ ଜୁନ ୨୧ ତାରିଖ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି । ଉକ୍ତ ଯୋଗ କାର୍ୟ୍ୟକ୍ରମରେ ଆସନ ପ୍ରାଣାୟମ ଉପରେ ଯୋଗଗୁରୁ ନିହାରିକା ସାହୁ ଏବଂ ଯୋଗ ସଂଯୋଜକ ଶରତ ବଗର୍ତ୍ତି
Read More...

ରେଳ ଲାଇନରେ ଆତ୍ମହତ୍ୟା କଲେ ଯୁବକ

ଟିଟିଲାଗଡ, (ଗୌରବ ଦର୍ଜୀ) : ଗତ କାଲି ରାତିରେ ଟିଟିଲାଗଡ଼ ରେଳ ଷ୍ଟେସନରୁ ୫ କିଲୋମିଟର ଦୂର ତୁଲାଙ୍ଗ ଓଭର ବ୍ରିଜରେ ଜଣେ ଯୁବକ ଆତ୍ମାହତ୍ୟା କରିଛନ୍ତି । ଯୁବକ ଜଣକ ମହୁଲପଡାର ପ୍ୟାରେ ଦାଶଙ୍କ ୨୮ ବର୍ଷୀୟ ପୁଅ ଦେବେନ୍ଦ୍ର ଦାଶ ବୋଲି ଜଣାପଡ଼ିଛି । ସୂଚନା ଅନୁଯାୟୀ , ଦେବେନ୍ଦ୍ର ପ୍ରଥମେ
Read More...

କୋରୋନା ମୁକ୍ତ ଯୁବଗୋଷ୍ଠୀଙ୍କ ପରବର୍ତ୍ତୀ ସମସ୍ୟା ଓ ତାର ସମାଧାନ ଶୀର୍ଷକରେ ଆଲୋଚନା ଚକ୍ର

ଟିଟିଲାଗଡ, (ଗୌରବ ଦର୍ଜୀ) : କୋରୋନା ମୁକ୍ତ ଯୁବଗୋଷ୍ଠୀଙ୍କ ପରବର୍ତ୍ତୀ ସମସ୍ୟା ଓ ତାର ସମାଧାନ ଶୀର୍ଷକରେ ଏକ ନବସଂଚାର ମାଧ୍ୟମରେ ଆଲୋଚନା ଚକ୍ର ଟିଟିଲାଗଡ ଡିଏଭି ସ୍ୱୟଂଶାସିତ ମହାବିଦ୍ୟାଳୟ ଏନ୍ଏସଏସ ତରଫରୁ ଆୟୋଜିତ ହୋଇଯାଇଛି । ଏହି ଆଲୋଚନାଚକ୍ରରେ ମହାବିଦ୍ୟାଳୟର ଅଧ୍ୟକ୍ଷ ସୁଶାନ୍ତ
Read More...

ଭାରସାମ୍ୟ ହରାଇ ଶିଶୁକୁ ପିଟିଲା ପିକଅପ୍ : ଦୁର୍ଘଟଣାରେ ଶିଶୁ ଆହତ ଚାଳକ ଫେରାର

ଟିଟିଲାଗଡ, (ଗୌରବ ଦର୍ଜୀ) : ଦିନକୁ ଦିନ ବଢ଼ିବାରେ ଲାଗିଛି ଦୁର୍ଘଟଣା । ଡ୍ରାଇଭିଂ ଲାଇସେନ୍ସ ନଥିବା ଚାଳକ ମାନେ ଚଳାଉଛନ୍ତି ଗାଡି । ୧୮ ବର୍ଷରୁ କମ ବୟସର ପିଲା ମାନେ ମଧ୍ୟ ଗାଡି ଚଳାଉଥିବା ଦେଖିବାକୁ ମିଳୁଛି । ତାହା ପୁଣି ଦୃତ ଗତିରେ । ଯାହା ଫଳରେ ଅନେକ ସମୟରେ ଦୁର୍ଘଟଣା ଘଟିବା ସହ
Read More...

ଲାଠ ପରିବାର ତରଫରୁ ସ୍ୱର୍ଗତ ବିକାଶ ଲାଠଙ୍କ ସ୍ମୃତିରେ ପ୍ରଦତ୍ତ ଆମ୍ବୁଲାନ୍ସକୁ ଲୋକାର୍ପିତ କଲେ ମହିଳା ଓ ଶିଶୁ ବିକାଶ…

ଟିଟିଲାଗଡ଼, (ଗୌରବ ଦର୍ଜୀ) : ଆଜି ସ୍ୱର୍ଗତ ବିକାଶ ଲାଠଙ୍କ ସ୍ମୃତିରେ ଲାଠ ପରିବାର ପକ୍ଷରୁ ପ୍ରଦତ୍ତ ତଥା ମାରୱାଡ଼ି ଯୁବାମଞ୍ଚ ପକ୍ଷରୁ ପରିଚାଳିତ ହେବାକୁ ଥିବା ସବୁ ପ୍ରକାର ସୁବିଧା ଥିବା ଆମ୍ବୁଲାନ୍ସ ଆଜି ଲୋକାର୍ପିତ ହୋଇଛି । ଏହାକୁ ଟିଟିଲାଗଡ଼ ବିଧାୟିକା ତଥା ମହିଳା ଓ ଶିଶୁ ବିକାଶ ଓ
Read More...

ଜଙ୍ଗଲରୁ ଉଦ୍ଧାର ହେଲା ଝୁଲନ୍ତା ଗଳିତ ଶବ

ଟିଟିଲାଗଡ, (ଗୌରବ ଦର୍ଜୀ) : ବଲାଙ୍ଗିର ଜିଲ୍ଲା ଟିଟିଲାଗଡ ଥାନା ଅନ୍ତର୍ଗତ ଭାଲେଗାଁ ପଞ୍ଚାୟତର କାନିଝୁରି ଗାଁ ନିକଟ ଫୁଲମତି ଜଙ୍ଗଲରୁ ଏକ ଝୁଲନ୍ତା ଶବ ଗଳିତ ଅବସ୍ଥାରେ ଉଦ୍ଧାର କରିଛି ଟିଟିଲାଗଡ ପୋଲିସ । ଗତକାଲି କିଛି ଛେଳି ଚରାଳି ଜଙ୍ଗଲକୁ ଛେଳି ଚରାଇବା ପାଇଁ ଯାଇଥିବା ବେଳେ ଏକ
Read More...

ବହୁ ଚର୍ଚ୍ଚିତ ସପନା ଅଗ୍ରୱାଲ ପୁଣି ଜେଲ ଗଲେ

ଟିଟିଲାଗଡ଼, (ଗୌରବ ଦର୍ଜୀ) : ଟିଟିଲାଗଡ଼ ଉପକାରାଗାରରେ ଲଭ୍-ସେକ୍ସ- ଧୋକା ପରି ଗୁରୁତର ଅଭିଯୋଗ ଆଣି ସହରରେ ହଇଚଇ ସୃଷ୍ଟି କରିଥିବା ସପନା ଅଗ୍ରୱାଲକୁ ପୋଲିସ ପୁଣି ଥରେ ଗିରଫ କରି କୋର୍ଟ ଚାଲାଣ ପରେ ଜେଲ୍ ପଠାଇ ଥିବା ସୂଚନା ରହିଛି । କୋର୍ଟର ଆଦେଶକୁ ଉଲଂଘନ କରିଥିବା ଅଭିଯୋଗରେ ପୋଲିସ
Read More...

ଜୀବନ ବୀମା ଅଭିକର୍ତ୍ତାଙ୍କ ରେଷ୍ଟ ଡେ’

ଟିଟିଲାଗଡ଼, (ଗୌରବ ଦର୍ଜୀ) : ସାରାଦେଶରେ ଜୀବନ ବୀମା ଅଭିକର୍ତ୍ତାଙ୍କ ୧୮ ଦଫା ଦାବୀ ପୂରଣ ନେଇ ବୁଧବାର ଠାରୁ ୧୫ ଦିନିଆ ଧର୍ମଘଟ ବା ରେଷ୍ଟ୍ ଡେ ଆରମ୍ଭ ହୋଇଛି । ଏନେଇ ଆଜି ସ୍ଥାନୀୟ ଜୀବନ ବୀମା ନିଗମ କାର୍ୟ୍ୟାଳୟ ସମ୍ମୁଖରେ ଅଭିକର୍ତ୍ତା ଧାରଣା ପ୍ରଦର୍ଶନ କରିଥିଲେ । କରୋନା ମହାମାରୀ
Read More...

ପାଣି ସମସ୍ୟାକୁ ନେଇ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ମହିଳାମାନେ

ଟିଟିଲାଗଡ, (ଗୌରବ ଦର୍ଜୀ) : ଟିଟିଲାଗଡ ଉପଖଣ୍ଡରେ ପାଣି ସମସ୍ୟା ଏକ ଉତ୍କଟ ସମସ୍ୟା ପାଲଟିଛି । ସହର ଅଞ୍ଚଳରେ ହେଉଥିବା ପାଣିର ସମସ୍ୟାକୁ ପ୍ରଶାସନ ସମାଧାନ କରିପାରୁନଥିବା ବେଳେ ଗ୍ରାମାଞ୍ଚଳରେ ମଧ୍ୟ ସମସ୍ୟାର ସମାଧାନ ହୋଇପାରୁ ନାହିଁ । ସହର ସମେତ ଗ୍ରାମାଞ୍ଚଳରେ ମଧ୍ୟ ପାଣି ସମସ୍ୟାକୁ
Read More...

ରଜ ଅବସରରେ ଘଣ୍ଟାସୁନୀ ସାହିତ୍ୟ ସଂସଦର କବିତା ପାଠ

ଟିଟିଲାଗଡ, (ଗୌରବ ଦର୍ଜୀ) : ଟିଟିଲାଗଡର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ଘଣ୍ଟାସୁନୀ ସାହିତ୍ୟ ସଂସଦର ବାର୍ଷିକ ଉତ୍ସବ ଅବସରରେ ତପୋବନ ଏକାଡେମୀ, ସିରୋଲ ଆନୁକୂଲ୍ୟରେ ମାଟିର ପର୍ବ ରଜ ଉପଲକ୍ଷେ ଆଭାସି ଜରିଆରେ କବିତା ଆସର ଅନୁଷ୍ଠିତ ହୋଇଥିଲା । ସଂସଦର ସଭାପତି କବି ଗଜାନନ ମିଶ୍ରଙ୍କ
Read More...