Browsing Tag

titilagarh news

ମନ୍ତ୍ରୀ ଟୁକୁନି ସାହୁଙ୍କ ଗ୍ୟାସ ଓ ମାସ୍କ ବଣ୍ଟନ କାର୍ଯ୍ୟକ୍ରମ

ଟିଟିଲାଗଡ, (ଗୌରବ ଦର୍ଜୀ) : ଆଜି ଟିଟିଲାଗଡ଼ ବିଧାୟକ ତଥା ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗ ମନ୍ତ୍ରୀ ଟୁକୁନି ସାହୁ ଟିଟିଲାଗଡ଼ ବ୍ଲକ ବାନ୍ଧୁପଲା ଗ୍ରାମ ପଞ୍ଚାୟତ ଅଫିସ ପରିସରରେ ବାନ୍ଧୁପଲା ପଞ୍ଚାୟତର ବିଭିନ୍ନ ଅଙ୍ଗନୱାଡି କର୍ମୀମାନଙ୍କୁ ଗ୍ୟାସ ଚୁହ୍ଲା ସହ ଗ୍ୟାସ
Read More...

ଟିଟିଲାଗଡ ତହସିଲଦାରଙ୍କୁ ପୌରପରିଷଦ ନିର୍ବାହୀ ଅଧିକାରୀ ଅତିରିକ୍ତ ଦାୟିତ୍ଵ

ଟିଟିଲାଗଡ, (ଗୌରବ ଦର୍ଜୀ) : ଟିଟିଲାଗଡ଼ର ତହସିଲଦାର କାର୍ଯ୍ୟାଳୟରେ କାର୍ଯ୍ୟରତ ଭାବରେ ଥିବା ତହସିଲଦାର ପ୍ରେମଲାଲ ହିଆଳଙ୍କୁ ଟିଟିଲାଗଡ ପୌରପରିଷଦ ନିର୍ବାହୀ ଅଧିକାରୀ ଭାବେ ଅତିରିକ୍ତ ଦାୟିତ୍ଵ ଦେଇଛନ୍ତି ବଲାଙ୍ଗିର ଜିଲ୍ଲାପାଳ । ବଲାଙ୍ଗିର ଜିଲ୍ଲା ସହରୀ ଉନ୍ନୟନ ବିଭାଗର ଜୁଲାଇ ତିନି
Read More...

ପୌରପରିଷଦର ବିଭିନ୍ନ ପ୍ରକଳ୍ପ ଉଦ୍‌ଘାଟନ କଲେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ

ଟିଟିଲାଗଡ, (ଗୌରବ ଦର୍ଜୀ) : ଆଜି ଟିଟିଲାଗଡ ବିଧାୟକ ତଥା ରାଜ୍ୟ ସରକାରଙ୍କ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ, ମିଶନ ଶକ୍ତି ମନ୍ତ୍ରୀ ଟୁକୁନି ସାହୁ ପୌରପରିଷଦ ଦ୍ଵାରା ନିର୍ମାଣ ହୋଇଥିବା ଓ ନିର୍ମାଣ ହେବାକୁ ଥିବା ବିଭିନ୍ନ ପ୍ରକଳ୍ପ ପ୍ରାୟ ସାତଟି ପ୍ରକଳ୍ପ ଉଦ୍‌ଘାଟନ ଓ ଭିତ୍ତିପ୍ରସ୍ତର
Read More...

ନୂତନ ଉପଜିଲ୍ଲାପାଳ ଭାବେ ଦାୟିତ୍ଵ ଗ୍ରହଣ କଲେ ମହାଜନ ମନୋଜ ସତ୍ୟବାନ

ଟିଟିଲାଗଡ, (ଗୌରବ ଦର୍ଜୀ) : ଆଜି ଟିଟିଲାଗଡ଼ର କାର୍ୟ୍ୟରତ ଉପ ଜିଲ୍ଲାପାଳ ସୋମେଶ ଉପାଧ୍ୟାୟ ନିଜ କାର୍ୟ୍ୟଭାର ନୂତନ ଉପଜିଲ୍ଲାପାଳ ମହାଜନ ମନୋଜ ସତ୍ୟବାନଙ୍କୁ ହସ୍ତାନ୍ତର କରିଛନ୍ତି । ଶ୍ରୀ ମହାଜନ ଟିଟିଲାଗଡର ଉପ ଜିଲ୍ଲାପାଳ ଭାବେ କାର୍ୟ୍ୟଭାର ଗ୍ରହଣ କରି ଖୁସି ପ୍ରକାଶ କରିଛନ୍ତି ।
Read More...

ଜିଲ୍ଲା ଯାଦବ ସଂଘ ତରଫରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

ଟିଟିଲାଗଡ, (ଗୌରବ ଦର୍ଜୀ) : ଆଜି ବଲାଙ୍ଗିର ଜିଲ୍ଲା ଯାଦବ ସଂଘ ତରଫରୁ ଜିଲ୍ଲାର ବିଭିନ୍ନ ସ୍ଥାନରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମଟି ଜିଲ୍ଲା ଯାଦବ ସଭାପତି ପରମାନନ୍ଦ ହାତୀ, ବ୍ଲକ ଯାଦବ ସଭାପତି ତୀର୍ଥ ହାତୀ, ବଙ୍ଗୋମୁଣ୍ଡା ବ୍ଲକର ଯୁବ ଯାଦବ
Read More...

ସଡକ ଦୁର୍ଘଟଣାରେ ବୃଦ୍ଧାଙ୍କ ମୃତ୍ୟୁ : ଚାଳକ ଫେରାର

ଟିଟିଲାଗଡ, (ଗୌରବ ଦର୍ଜୀ) : ଦିନକୁ ଦିନ ଟିଟିଲାଗଡ ସହରରେ ଦୁର୍ଘଟଣା ବଢ଼ିବାରେ ଲାଗିଛି । ଟ୍ରାଫିକ ସମସ୍ୟା ସାଙ୍ଗକୁ ସହରର ଜନଗହଳି ପୂର୍ଣ୍ଣ ରାସ୍ତାରେ ଭାରିଯାନ ଚଳାଚଳ ଯୋଗୁଁ ଦୁର୍ଘଟଣା ଘଟୁଥିବା ଦେଖିବାକୁ ମିଳିଛି । ଆଜି ଟିଟିଲାଗଡ଼ ସହର ସର୍ଗିଗୁଡା ସ୍ଥିତ ବଜାଜ ସୋରୁମ୍ ନିକଟରେ ଏକ
Read More...

ଆଇଏଏସ୍‌ ସ୍ତରରେ ବଡଧରଣର ଅଦଳବଦଳ : ଆଇଏଏସ୍‌ ମହାଜନ ମନୋଜ ସତ୍ୟବାନ ହେଲେ ଟିଟିଲାଗଡର ନୂତନ ଉପଜିଲ୍ଲାପାଳ

ଟିଟିଲାଗଡ, (ଗୌରବ ଦର୍ଜୀ) : ରାଜ୍ୟରେ ଆଇଏଏସ୍‌ ସ୍ତରରେ ବଡ଼ ଧରଣର ଅଦଳ ବଦଳ ହୋଇଛି । ଏନେଇ ଗୃହ ବିଭାଗ ବିଜ୍ଞପ୍ତି ଜାରି କରିଛି । ବରିଷ୍ଠ ଆଇଏସ୍‌ ଅଧିକାରୀ ପ୍ରେମଚନ୍ଦ୍ର ଚୌଧୁରୀଙ୍କୁ ପଶ୍ଚିମ ଓଡିଶା ବିକାଶ ପରିଷଦର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ରାଜ୍ୟ ସରକାର ଦାୟିତ୍ୱ
Read More...

ସରକାରୀ ଜମିକୁ କିଣାବିକା କରୁଥିବା ଅଭିଯୋଗ କରି ତୁର୍‌ଲା ଗ୍ରାମବାସୀଙ୍କ ବିକ୍ଷୋଭ ପ୍ରଦର୍ଶନ

ଟିଟିଲାଗଡ, (ଗୌରବ ଦର୍ଜୀ) : ଟିଟିଲାଗଡ ତହସିଲ ଅନ୍ତର୍ଗତ ତୁର୍‌ଲା ଗାଁରେ ଥିବା ସରକାରୀ ଜମିକୁ ଚଞ୍ଚକତା କରି କିଛି ଲୋକ ହାତେଇ ନେଇଥିବା ସହିତ ବିକ୍ରି କରୁଥିବା ଅଭିଯୋଗ କରି ଆଜି ସ୍ଥାନୀୟ ଲୋକେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ବିଭାଗୀୟ କାର୍ଯ୍ୟାନୁଷ୍ଟାନ ଦାବୀ କରିଥିଲେ । ଅଭିଯୋଗ
Read More...

ଟିଟିଲାଗଡ ବିଜେପି ତରଫରୁ ବିଶ୍ୱ ଯୋଗ ଦିବସ ପାଳିତ

ଟିଟିଲାଗଡ, (ଗୌରବ ଦର୍ଜୀ) : ଆଜି ଅନ୍ତରାଷ୍ଟ୍ରୀୟ ଯୋଗ ଦିବସ ଉପଲକ୍ଷେ ସର୍ବତ୍ର ଅନେକ ଉତ୍ସାହର ସହିତ ଯୋଗ ଦିବସ ପାଳିତ ହୋଇଛି । ଟିଟିଲାଗଡ ନଗର ବିଜେପି ତରଫରୁ ମଧ୍ୟ ସ୍ଥାନୀୟ ଘଣ୍ଟାସୁନି ମନ୍ଦିରରେ ଅନେକ ଉତ୍ସାହର ସହିତ ଯୋଗ ଦିବସ ପାଳିତ ହୋଇଛି । ଟିଟିଲାଗଡ ନଗର ବିଜେପି ସଭାପତି
Read More...

ସଫା ହେଉନାହିଁ ବ୍ରିଜ ଉପର ବାଲି, ବଢୁଛି ଦୁର୍ଘଟଣାର ସମ୍ଭାବନା

ଟିଟିଲାଗଡ, (ଗୌରବ ଦର୍ଜୀ) : ଟିଟିଲାଗଡ ବାସୀଙ୍କ ଦୀର୍ଘ ବର୍ଷର ସ୍ୱପ୍ନ ତଥା ଦୀର୍ଘ ବର୍ଷର ଦାବୀ ପୂରଣ ହୋଇ ସାରିଛି । ରେଳବାଇ ଓଭର ବ୍ରିଜ ନିର୍ମାଣ ସଂପୂର୍ଣ୍ଣ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ଵାରା ମାର୍ଚ୍ଚ ୧୦ ତାରିଖରେ ଭର୍ଚୁଆଲ ଉଦ୍‌ଘାଟନ ମଧ୍ୟ ସରିଛି । ଉଦ୍‌ଘାଟନ
Read More...