ଜଙ୍ଗଲ ଭିତରେ ଦେଶୀ ରନ୍ଧା ମଦ ପ୍ରସ୍ତୁତ କରୁଥିବା ବେଳେ ଚଢାଉ
ଟିଟିଲାଗଡ, (ଗୌରବ ଦର୍ଜୀ) : ଜଙ୍ଗଲ ଭିତରେ ଚାଲିଛି ମଦ ପ୍ରସ୍ତୁତ । ବେଆଇନ ଭାବରେ ଚାଲିଛି ମଦ ତିଆରି । କେଉଁଠି ଇଟା ଭାଟି ପାଖରେ ତ ଆଉ କେଉଁଠି ଘଞ୍ଚ ଜଙ୍ଗଲ ଭିତରେ ଚାଲିଛି ମଦ ତିଆରି । ପାଖରେ ବସ୍ତା ବସ୍ତା ମହୁଲ ଫୁଲ ବି ରହିଛି । ପ୍ରସ୍ତୁତ ମଦକୁ ରଖିବା ପାଇଁ ଜାର, ଡ୍ରମ, ଡବା,!-->…
Read More...
Read More...