Browsing Tag

titilagarh news

ଟିଟିଲାଗଡ ସରକାରୀ ଡାକ୍ତରଖାନାର ୧୦ ଜଣଙ୍କୁ କରୋନା ଯୋଦ୍ଧା ଭାବେ ସମ୍ମାନିତ

ଟିଟିଲାଗଡ, (ଗୌରବ ଦର୍ଜୀ) : ଆଜି ସ୍ଥାନୀୟ ହାଇସ୍କୁଲ ଖେଳ ପଡିଆରେ ସୂଚନା ଓ ଲୋକସଂପର୍କ ବିଭାଗ ତରଫରୁ ପାଳିତ ହୋଇଥିବା ୭୫ ତମ ସ୍ୱାଧୀନତା ଦିବସ ଅବସରରେ ସ୍ଥାନୀୟ ପ୍ରଶାସନିକ ଅଧିକାରୀ ତଥା ଉପଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନଙ୍କ ଦ୍ଵାରା କରୋନା ଯୋଦ୍ଧା ଭାବେ ସରକାରୀ ଡାକ୍ତରଖାନାର ୧୦
Read More...

ଟିଟିଲାଗଡରେ ୭୫ ତମ ସ୍ୱାଧୀନତା ଦିବସ ପାଳିତ

ଟିଟିଲାଗଡ, (ଗୌରବ ଦର୍ଜୀ) : ଆଜି ଟିଟିଲାଗଡ ସହର ସ୍ଥିତ ସ୍ଥାନୀୟ ହାଇସ୍କୁଲ ପଡ଼ିଆରେ ୭୫ତମ ସ୍ୱାଧୀନତା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ଆଜିର ଏହି ଦିବସରେ ମୁଖ୍ୟ ଅତିଥି ମନୋଜ ସତ୍ୟବାନ ମହାଜନ ସକାଳ ୯ ଘଣ୍ଟା ୧୫ ମିନିଟ ସମୟରେ ଜାତୀୟ ପତାକା ଉତ୍ତୋଳନ କରି ଉଦବୋଧନ ଦେଇଥିଲେ ।
Read More...

ବିଜେଡ଼ିର ଦଳୀୟ କାର୍ଯ୍ୟକ୍ରମରେ ସାମାଜିକ ନାରାକୁ ବ୍ଲକ୍ ଯାଦବ ସମାଜର ବିରୋଧ

ଟିଟିଲାଗଡ, (ଗୌରବ ଦର୍ଜୀ) : ଗତ ୮ ତାରିଖରେ ମୁରିବାହାଲ ବ୍ଲକ୍ ମୁଖ୍ୟାଳୟ ସ୍ଥିତ ଫରେଷ୍ଟ ବଙ୍ଗଳା ଠାରେ ଆୟୋଜିତ ବିଜେଡିର ମିଶ୍ରଣ ପର୍ବ କାର୍ଯ୍ୟକ୍ରମରେ ଯାଦବ ସମାଜର କିଛି ବ୍ୟକ୍ତି ବିଜେଡ଼ି ଦଳରେ ଯୋଗଦାନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ମୁରିବାହାଲ ବ୍ଲକ୍ ଯୁବ ବିଜେଡ଼ିର ସଭାପତି
Read More...

ବିଭିନ୍ନ ଜଳସମ୍ପଦ ପ୍ରକଳ୍ପର ମରାମତି, ପୁନରୁଦ୍ଧାର ଓ କାର୍ଯ୍ୟକ୍ଷମ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ…

ଟିଟିଲାଗଡ, (ଗୌରବ ଦର୍ଜୀ) : ଚଳିତ ବର୍ଷ ବଲାଙ୍ଗିର ଜିଲ୍ଲାରେ ବର୍ଷା ମାତ୍ର ବହୁତ୍ କମ ରହିଛି । ବଲାଙ୍ଗିର ଜିଲ୍ଲାର ଟିଟିଲାଗଡ ବ୍ଲକ ଅନ୍ତର୍ଗତ ବିଭିନ୍ନ ପଞ୍ଚାୟତରେ ମରୁଡି ପରିସ୍ଥିତି ଦେଖା ଦେଇଛି । ଚାଷ ଜମି ଗୁଡ଼ିକ ଫାଟି ଆଁ କଲାଣି । ଆଜି ଟିଟିଲାଗଡ ବ୍ଲକର ସରପଞ୍ଚ ସଂଘ ଆଗାମୀ
Read More...

ବିଶ୍ଵ ଆଦିବାସୀ ଦିବସ ଅବସରରେ ସଂକଳ୍ପ ସଭା

ଟିଟିଲାଗଡ, (ଗୌରବ ଦର୍ଜୀ) : ପୃଥିବୀରେ ଶତକଡା ୫ ପ୍ରତିଶତ ଆଦିବାସୀ ବସବାସ କରୁଛନ୍ତି । ସାରା ବିଶ୍ୱରେ ୫୦ କୋଟିରୁ ଉର୍ଦ୍ଧ ଆଦିବାସୀଙ୍କ ଜନସଂଖ୍ୟା ପ୍ରାୟ ୭ ହଜାରରୁ ଉର୍ଦ୍ଧ ଆଦିବାସୀ ଭାଷା ପ୍ରଚଳିତ ଥିବା ବେଳେ ୫ ହଜାରରୁ ଉର୍ଦ୍ଧ ସଂସ୍କୃତି ରହିଛି । ୯ ଅଗଷ୍ଟ ୧୯୮୨ ମସିହା ଜେନେଭା
Read More...

ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ତଥା ମନ୍ତ୍ରୀ ସୁଶାନ୍ତ ସିଂଙ୍କ ଟିଟିଲାଗଡ ତୋଫାନି ଗସ୍ତ : ବିଭିନ୍ନ ପ୍ରକଳ୍ପ…

ଟିଟିଲାଗଡ, (ଗୌରବ ଦର୍ଜୀ) : ବଲାଙ୍ଗିର ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ତଥା ଗ୍ରାମ୍ୟ ଉନ୍ନୟନ ବିଭାଗ, ଶ୍ରମ ବିଭାଗ ମନ୍ତ୍ରୀ ସୁଶାନ୍ତ ସିଂ, ପାଟଣାଗଡ ବିଧାୟକ ସରୋଜ ମେହେର ସହ ଆଜି ଏକ ଦିନିଆ ଟିଟିଲାଗଡ ସହରକୁ ଗସ୍ତ କରିଥିଲେ । ଏହି ଗସ୍ତ ସମୟରେ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିବା
Read More...

ଗ୍ଲାମ ଷ୍ଟୁଡିଓ ସାଲୋନ ପକ୍ଷରୁ ମହିଳା ଆତ୍ମନିର୍ଭର କର୍ମଶାଳା ଆୟୋଜିତ

ଟିଟିଲାଗଡ, (ଗୌରବ ଦର୍ଜୀ) : ଦେଶରେ ପ୍ରଚଳିତ ମହାମାରୀ ଯୋଗୁଁ ସମସ୍ତ ବ୍ୟବସାୟିକ କ୍ଷେତ୍ର ପ୍ରଭାବିତ ହୋଇ ଜୀବନ ଜୀବିକାରେ ବିଶେଷ କ୍ଷତିଗ୍ରସ୍ତ ହୋଇଥିବା ବେଳେ ଏହି ପରିପ୍ରେକ୍ଷୀରେ ଆଜିକାର ସମାଜରେ ବିଶେଷ ଚାହିଦା ଥିବା ଯୁବତୀ ଓ ମହିଳାଙ୍କ ସୋନ୍ଦର୍ଯ୍ୟକରଣ ତଥା ପ୍ରସାଧନ କଳାକୁ ନେଇ
Read More...

ନିମୁର୍ଲା ଗାଁରେ ଶାନ୍ତି ପ୍ରତିଷ୍ଠା ପାଇଁ ମହାସଭା

ଟିଟିଲାଗଡ଼, (ଗୌରବ ଦର୍ଜୀ) : ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ ବ୍ଲକ ଦିଗଶିରା ପଞ୍ଚାୟତ ଅଧିନସ୍ଥ ନିମୁର୍ଲା ଗାଁରେ ଏକ ପରିବାର ଗୁଣୀ ଗାରେଡି କରି ଗ୍ରାମର ଲୋକଙ୍କୁ ଭୟଭୀତ କରୁଥିବା ନେଇ ଗାଁରେ ଜୁଲାଇ ପହିଲାରୁ ଅଶାନ୍ତିର ବାତାବରଣ ଲାଗି ରହିଥିଲା । ଗ୍ରାମବାସୀ ଏବଂ ବ୍ରଜ ଭୋଇ ପରିବାର
Read More...

ନିର୍ମାଣାଧିନ ପାଇଖାନା ଟାଙ୍କିରେ ଯୁବକଙ୍କ ମୃତ୍ୟୁ

ଟିଟିଲାଗଡ଼, (ଗୌରବ ଦର୍ଜୀ) : ସହରର ହିନ୍ଦୀ ହାଇସ୍କୁଲ ଛକ ନିକଟରେ ନିର୍ମାଣାଧିନ ପାଇଖାନା ଟାଙ୍କିରେ ପଶି ଶ୍ୱାସରୁଦ୍ଧ ହୋଇ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଯୁବକ ଗୁରୁତର ହୋଇ ସ୍ଥାନୀୟ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ସୂଚନାମତେ ସ୍ଥାନୀୟ ହିନ୍ଦୀ ହାଇ ସ୍କୁଲ
Read More...

ଟିଟିଲାଗଡ଼-ବେଲଗାଁ ରାସ୍ତାରେ ବାଇକ ଦୁର୍ଘଟଣା ଘଟି ଯୁବକଙ୍କ ମୃତ୍ୟୁ

ଟିଟିଲାଗଡ, ( ଗୌରବ ଦର୍ଜୀ) : ଟିଟିଲାଗଡ ବେଲଗାଁ ରାସ୍ତାରେ ଦୁର୍ଘଟଣା ଘଟି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି । ମୃତକଙ୍କ ପରିଚୟ ନୂଆପଡ଼ା ଜିଲ୍ଲା ଖଡ଼ିଆଳ ପଞ୍ଚାୟତ ତୁକଲା ଗ୍ରାମର ରାଜେଶ କୁମାର ଦାସ ବୋଲି ଜଣାପଡିଛି । ଘଟଣା ସ୍ଥଳରେ ଯୁବକ ପଡ଼ିଥିବା ଦେଖି ସେହି ରାସ୍ତା ଦେଇ ଯାଉଥିବା ଲୋକେ
Read More...