Browsing Tag

titilagada news

କାର୍ଯ୍ୟସ୍ଥଳରେ ମହିଳାମାନଙ୍କୁ ଯୌନ ଉତ୍ପୀଡନ ଓ ସାମାଜିକ କଲ୍ୟାଣ ଯୋଜନା ଅନ୍ତର୍ଗତ ଗଡିଲା ସଚେତନତା ରଥ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଦିନକୁ ଦିନ ମହିଳାମାନେ କାର୍ଯ୍ୟ ସ୍ଥଳୀରେ ବିଭିନ୍ନ ନିର୍ଯ୍ୟାତନା ତଥା ଉତ୍ପୀଡନର ଶିକାର ହେଉଛନ୍ତି । ଏହାକୁ ଦୃଷ୍ଟିରେ ରଖି ଲୋକ ବିକାଶ ଅଭିଯାନ, ଜନ ଜାଗରଣ ଓ ଏକ୍ସନ୍ ଏଡ ପକ୍ଷରୁ ଏକ ଶ୍ରମିକ ପାଠଶାଳା ତଥା ସଚେତନତା ରଥ ସୋମବାର ସକାଳ ୧୧ ଟାରେ
Read More...

ଡି.ଏ.ଭି. ପବ୍ଲିକ ସ୍କୁଲ ଟିଟିଲାଗଡ ୩୬ ତମ ପ୍ରତିଷ୍ଠା ଦିବସ ପାଳନ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ସୋମବାର ଦିନ ଡି.ଏ.ଭି ପବ୍ଲିକ ସ୍କୁଲ ପରିସରରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ବାଳକୃଷ୍ଣ ଶର୍ମାଙ୍କ ଅଧ୍ୟକ୍ଷତାରେ ବିଦ୍ୟାଳୟ ପ୍ରତିଷ୍ଠା ଦିବସ ପାଳନ ହୋଇଥିଲା । ବିଦ୍ୟାଳୟର ଓଡ଼ିଆ ଶିକ୍ଷକ ମହାଦେବ ସାହୁ ଓ ଭୂଗୋଳ ଶିକ୍ଷକ ଅଜୟ ନାଗ ଡି.ଏ.ଭି ବିଦ୍ୟାଳୟର
Read More...

ଟିଟିଲାଗଡ ରେଡିମେଡ ଏବଂ କପଡ଼ା ସଂଘର ସାଧାରଣ ବୈଠକ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ ପୂଜା ବସ୍ତ୍ରାଳୟରେ ଶୁକ୍ରବାର ସନ୍ଧ୍ୟାରେ ରେଡ଼ିମେଡ ଓ କପଡ଼ା ସଙ୍ଘର ସଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ବର୍ଷ ୨୦୨୫/୨୬ କାର୍ଯ୍ୟକାଳର ହିସାବ-କିତାବ ସଚିବ ନିରଞ୍ଜନ ଶର୍ମାଙ୍କ ଦ୍ୱାରା ସଂଘର ସମସ୍ତ ସଦସ୍ୟଙ୍କ ସମ୍ମୁଖରେ ଉପସ୍ଥାପନ
Read More...

ଅସହାୟ ମହିଳାଙ୍କ ଦୋକାନ ପୋଡି ଦେଲେ ଦୁର୍ବୃତ୍ତ : କ୍ଷତି ପୂରଣ ଦେବା ସହ ଦୁର୍ବୃତ୍ତଙ୍କ ଗିରଫ ଦାବି

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ ନିକଟସ୍ଥ ବନ୍ଧୁପଲା ଗ୍ରାମ ଛକ ନିକଟରେ ସନ୍ଧ୍ୟା ପୁଟେଲ ନାମ୍ନୀ ଜଣେ ମହିଳା ଏକ ଛୋଟ ଜଳଖିଆ ଦୋକାନ କରି ଚଳୁଥିବା ବେଳେ ମଙ୍ଗଳବାର କିଛି ଦୁର୍ବୃତ୍ତ ରାତି ପ୍ରାୟ ୧ ଘଣ୍ଟା ସମୟରେ ଉକ୍ତ ଦୋକାନ ପୋଡି ପାଉଁଶ କରିଦେଇଥିବା ଅଭିଯୋଗ ହୋଇଛି ।
Read More...

ଟିଟିଲାଗଡ଼ ଓମ ଭ୍ୟାଲି ସ୍କୁଲର ୟୁକେଜି ଛାତ୍ରଛାତ୍ରୀଙ୍କ ଗ୍ରେଜୁଏସନ୍ ଡେ ପାଳିତ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ସହରର ଅଗ୍ରଣୀ ଶିକ୍ଷାନୁଷ୍ଠାନ ଓମ ଭ୍ୟାଲି ଜୁନିଅର ୱିଂସ ଠାରେ ଚଳିତ ବର୍ଷ ୟୁକେଜି ଶ୍ରେଣୀରୁ କ୍ଲାସ ୱାନକୁ ଉର୍ଣ୍ଣୀତ ହୋଇଥିବା ସମସ୍ତ ୟୁକେଜି ଛାତ୍ରଛାତ୍ରୀଙ୍କ ଗ୍ରେଜୁଏସନ ଡେ ଶନିବାର ସନ୍ଧ୍ୟାରେ ଆୟୋଜିତ ହୋଇଯାଇଛି । ଏହି ଅବସରରେ ଓମ
Read More...

ଟିଟିଲାଗଡ ବ୍ରାହ୍ମଣ ସମାଜ ପକ୍ଷରୁ ସାମୁହିକ ବ୍ରତୋପନୟନ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ବ୍ରାହ୍ମଣ ସମାଜ ପକ୍ଷରୁ ସାମୁହିକ ବ୍ରତୋପନୟନ କାର୍ଯ୍ୟକ୍ରମ ଜଗନ୍ନାଥ ମନ୍ଦିର ଠାରେ ଅନୁଷ୍ଠିତ ହୋଇଯାଇଛି । ଦୀର୍ଘ ୧୯ ବର୍ଷ ହେବ ଟିଟିଲାଗଡ଼ ବ୍ରାହ୍ମଣ ସମାଜ ତରଫରୁ ଏହି ସାମୁହିକ ବ୍ରତୋପନୟନ କାର୍ଯ୍ୟକ୍ରମ ହୋଇଆସୁଛି । ବଲାଙ୍ଗିର,
Read More...

କୁଶକେଲା ପଞ୍ଚାୟତ ଓ ପାଖାପାଖି ଅଞ୍ଚଳରୁ ପୁଣି ନଳକୂପ ହେଣ୍ଡପମ୍ପ ଚୋରି ଅଭିଯୋଗ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ ବ୍ଲକ ଅନ୍ତର୍ଗତ କୁଶକେଲା ପଞ୍ଚାୟତର ଋଣ୍ଡିମହୁଲ ସ୍କୁଲ ଠାରୁ ହେଣ୍ଡପମ୍ପ ଚୋରି ହୋଇଛି । କିଛି ଦିନ ତଳେ ଏହି ପଞ୍ଚାୟତ ଅନ୍ତର୍ଗତ ଗୋଟିଏ ସ୍କୁଲ ଭିତରୁ ନଳକୂପ ଚୋରି ହୋଇଥିଲା, ତେବେ ବିଭାଗୀୟ ଅଧିକାରୀ ଅତି ଶୀଘ୍ର ପୁଣି ଏକ ନୂତନ ନଳକୂପ
Read More...

ଲିଙ୍କ୍ ଏକ୍ସପ୍ରେସରେ ଯାତ୍ରୀ ଭୁଲିଯାଇଥିବା ଜିନିଷ ଓ ମୋବାଇଲ୍ ଉଦ୍ଧାର କରି ଫେରାଇଲା ଟିଟିଲାଗଡ ଆର ପି ଏଫ୍

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ରେଲୱେ ପୋଲିସ ନିଜ କର୍ତ୍ତବ୍ୟ ଏବଂ ମାନବତାର ଭଲ ପରିଚୟ ଦେଇଛନ୍ତି । କାଲି ଟିଟିଲାଗଡ ସହରର ନିରଞ୍ଜନ ଶର୍ମାଙ୍କ ଆତ୍ମୀୟ ବିଶାଖାପଟନମରୁ କେସିଙ୍ଗା ଲିଙ୍କ ଏକ୍ସପ୍ରେସ୍‌ରେ ଫେରୁଥିଲେ । ଭୁଲବଶତଃ ତାଙ୍କର ହାଣ୍ଡ ବ୍ୟାଗ୍ ଏବଂ ମୋବାଇଲ
Read More...

ଟିଟିଲାଗଡ ଓମଭ୍ୟାଲି ସ୍କୁଲରେ ଛାତ୍ର ଓ ଅଭିଭାବକଙ୍କ ଅଭିନନ୍ଦନ ଉତ୍ସବ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ ଓମ ଭ୍ୟାଲି ସ୍କୁଲରେ ରବିବାର ସନ୍ଧ୍ୟାରେ ଫିଲିଆଲ୍ ସେରିମୋନି ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଟିଟିଲାଗଡର ପୂର୍ବତନ ନଗରପାଳ ଶୁଭ୍ରାଂଶୁ ଦାଶ, ସମ୍ମାନିତ ଅତିଥି ଭାବେ ସ୍କୁଲ ମ୍ୟାନେଜମେଣ୍ଟ କମିଟିର ଲିଗାଲ ଏଡ
Read More...

ପ୍ରଭାବତୀ ପବ୍ଲିକ୍ ସ୍କୁଲ୍ ତରଫରୁ ଜୁନିଅର୍ ୱିଙ୍ଗସ ଠାରେ ପେରେଣ୍ଟସ୍‌ ଓରିଏଣ୍ଟେସନ୍ ପ୍ରୋଗ୍ରାମ କାର୍ଯ୍ୟକ୍ରମ…

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଶ୍ରୀ ଦାଦିଜୀ ମନ୍ଦିର ଟ୍ରଷ୍ଟ ପ୍ରଭାବତୀ ପବ୍ଲିକ୍ ସ୍କୁଲ୍ ତରଫରୁ ଶନିବାର ସନ୍ଧ୍ୟାରେ ଜୁନିଅର୍ ୱିଙ୍ଗସ ଠାରେ ପେରେଣ୍ଟସ୍ ଓରିଏଣ୍ଟେସନ୍ ପ୍ରୋଗ୍ରାମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ସ୍କୁଲ ଶିକ୍ଷୟିତ୍ରୀମାନେ ଆସିଥିବା ସମସ୍ତ
Read More...