ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ କଏଦୀ ଫେରାର୍
ସୁନ୍ଦରଗଡ଼ : ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଜଣେ କଏଦୀ ଫେରାର୍ ହୋଇଯାଇଥିବା ଜଣାପଡିଛି । ହତ୍ୟାକାରୀ ମାମଲାରେ ଥିବା କଏଦୀ ଅର୍ଜୁନ ମୁଣ୍ଡା ବିଳମ୍ବିତ ରାତରେ ଚମ୍ବଟ ମାରିଛି । ଭସ୍ମା ଥାନା ଅଞ୍ଚଳର ଏକ ହତ୍ୟା ଘଟଣାରେ ସଜା କାଟୁଥିଲେ କଏଦୀ ଅର୍ଜୁନ । ଅପରେସନ ହୋଇ ଜିଲ୍ଲା!-->…
Read More...
Read More...