Browsing Tag

subarnapur news

ବଲାଙ୍ଗିର ମାରାଥନ ଆସୋସିଏସନ୍ ପ୍ରତିନିଧି ଦଳଙ୍କୁ ସୋନପୁରରେ ବିପୁଳ ସ୍ଵାଗତ

ଶୁଭେଛା ଜଣାଇଲେ ଜିଲ୍ଲାପାଳ ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ଗତକାଲି ଭୋର୍ ୪ .୩୦ ରୁ ସାଇକଲ ଯାତ୍ରା କରି ସୁବର୍ଣ୍ଣପୁର ଗାନ୍ଧୀ ଷ୍ଟାଡିୟମ୍ ଠାରେ ପହଞ୍ଚିଥିଲେ, ବଲାଙ୍ଗିର ମାରାଥନ ଆସୋସିଏସନ୍ ପ୍ରତିନିଧି ଦଳ । ସୁବର୍ଣ୍ଣପୁର ଗାନ୍ଧି ଷ୍ଟାଡିୟମ୍ ଠାରେ ପହଞ୍ଚିବା ପରେ
Read More...

୯ ହଜାର ବୋତଲ କଫ ସିରଫ ସହ ୨ ଗାଡି ଜବତ, ୧ ଯୁବକ ଗିରଫ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୁବର୍ଣ୍ଣପୁର ଜିଲ୍ଲା ରାମପୁର ପୋଲିସକୁ ଏକ ବଡ଼ ସଫଳତା ମିଳିଛି । ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ସୁବର୍ଣ୍ଣପୁର ଆରକ୍ଷୀ ଅଧିକ୍ଷକ ନାରାୟଣ ନାୟକ । ବରଗଡ଼ ଜିଲ୍ଲାରୁ ସୁବର୍ଣ୍ଣପୁର ଜିଲ୍ଲାକୁ ବେଆଇନ ଚାଲାଣ ହେଉଥିବା ବିପୁଳ
Read More...

ଡୁଙ୍ଗୁରିପାଲି ବ୍ଲକରେ ନୂତନ ବିଡିଓଙ୍କ ଯୋଗଦାନ : ଅଞ୍ଚଳବାସୀଙ୍କ ସ୍ଵାଗତ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକରେ ନୂତନ ବିଡିଓ ଭାବେ ଯୋଗ ଦେଲେ ସଞ୍ଜୀବ କୁମାର ସାହୁ । ୨୦୨୫ ବର୍ଷରେ ସୋନପୁର ବ୍ଲକରେ ବିଡିଓ ଭାବେ ଦାୟିତ୍ଵ ଗ୍ରହଣ କରି କିଛି ମାସ ବ୍ଲକର ବହୁ ଉନ୍ନୟନ ମୂଳକ କାର୍ଯ୍ୟ ପାଇଁ ସେ ଖୁବ ପ୍ରଶଂସା
Read More...

ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କ ପାଇଁ ବ୍ଲକ୍ ସ୍ତରୀୟ କ୍ରୀଡା ପ୍ରତିଯୋଗିତା

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୁବର୍ଣ୍ଣପୁର ସଦର ପାନିଶିଆଲି ସ୍ଥିତ ଜିଲ୍ଲା ଭିନ୍ନକ୍ଷମ ବିଦ୍ୟାଳୟରେ ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କ ପାଇଁ ବ୍ଲକ୍ ସ୍ତରୀୟ କ୍ରୀଡା ଉତ୍ସବ ଉଦଯାପିତ ହୋଇଯାଇଛି । ଏହି ବିଦ୍ୟାଳୟ ସମେତ ପିଏମଶ୍ରୀ କୋଶୋଳେଶ୍ୱର ହାଇସ୍କୁଲ ଓ ରେଆରର ୧୨୦
Read More...

ବିଜୁ ପଟ୍ଟନାୟକ ମହିଳା କଲେଜର ବାର୍ଷିକ ଉତ୍ସବ “ଧରୋହର” ପାଳିତ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସହର ସ୍ଥିତ ବିଜୁ ପଟ୍ଟନାୟକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ "ଧରୋହର"ମହାସମାରୋହରେ ପାଳନ ହୋଇଯାଇଛି । କଲେଜ ଅଧ୍ୟକ୍ଷା ପ୍ରୀତିମୟୀ ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିବା ସଭାକାର୍ଯ୍ୟରେ ମୁଖ୍ୟ ଅତିଥି ଭାବରେ ସୁବର୍ଣ୍ଣପୁର
Read More...

ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ ସହରର ବିଭିନ୍ନ ସ୍ଥାନକୁ ତୁଫାନି ଗସ୍ତ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ଗତକାଲି ଠାରୁ ସୁବର୍ଣ୍ଣପୁର ସହରର ବସଷ୍ଟାଣ୍ଡ, ପଞ୍ଚରଥ ମନ୍ଦିର ଠାରୁ ମଝିପଡ଼ା ମେଡିକାଲ୍ ଛକ, ସଂସ୍କୃତ ସ୍କୁଲ୍, ଟ୍ରଷ୍ଟଫଣ୍ଡ ଅଫିସ୍, ହାତୀଶାଳ, ରାମଜୀ ନଗର ଠାରୁ ଆରମ୍ଭ କରି ବିଭିନ୍ନ ଅଞ୍ଚଳକୁ ଅଚାନକ ପରିଦର୍ଶନ କରିଛନ୍ତି ଜିଲ୍ଲାପାଳ ଡ.
Read More...

ମାୟାବର୍ହା ହାଇସ୍କୁଲର ଆଭା ସାହୁ ସମ୍ବର୍ଦ୍ଧିତ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ୍ ଅନ୍ତର୍ଗତ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ମାୟାବର୍ହାର ନବମ ଶ୍ରେଣୀ ଛାତ୍ରୀ ଆଭା ସାହୁ ଚଳିତ ବର୍ଷ ଜାତୀୟ ମେଧାବୃତ୍ତି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ବିଦ୍ୟାଳୟର ତଥା ଅଞ୍ଚଳର ଗୌରବ ବୃଦ୍ଧି କରିଛନ୍ତି । ପ୍ରଧାନ
Read More...

ଅସାମାଜିକ ଯୁବକଙ୍କ ଉନ୍ମୁକ୍ତ କାଣ୍ଡ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଲକ ଅଧିନସ୍ଥ କମସରା ସ୍ଥିତ ନୋଡାଲ ଉଚ୍ଚ ବିଦ୍ୟାଳୟରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ମିଳିଥିବା ସୂଚନା ମୁତାବକ ବୁଧବାର ଅପରାହ୍ନରେ ଆଶିଷ ବିଭାର, ଅମିୟ ଭୂଷଣ ନାଗ ବିଦ୍ୟାଳୟରେ ପ୍ରବେଶ କରି ଛାତ୍ରଛାତ୍ରୀମାନଙ୍କ
Read More...

ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜନ୍ମ ବାର୍ଷିକୀ ଅବସରରେ ପଦଯାତ୍ରା ଓ ବନ୍ଦେ ମାତରମ୍‌ ସମୂହ ଗାନ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୫୦ ତମ ଜନ୍ମ ବାର୍ଷିକୀ ଅବସରରେ ସୋନପୁର ପଞ୍ଚାୟତ ସମିତି ପକ୍ଷରୁ ପଞ୍ଚାୟତ ସମିତି ସ୍ତରୀୟ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ବନ୍ଦେ ମାତର୍ୱ୍‌ ସମୂହ ଗାନ ସହ ପ୍ରଶିକ୍ଷଣ ଶିବିର ମଧ୍ୟ ଅନୁଷ୍ଠିତ
Read More...

ଜିଲ୍ଲାପାଳଙ୍କ ରାଜନୈତିକ ବିବୃତିର ପ୍ରତିବାଦ : ବିଜେଡିର ସାମ୍ୱାଦିକ ସମ୍ମିଳନୀ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୁବର୍ଣ୍ଣପୁର ଜିଲ୍ଲା ବିଜୁ ଜନତା ଦଳ ପକ୍ଷରୁ ସ୍ଥାନୀୟ ପ୍ରଭାସ ଲଜ୍ ଠାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟମନ୍ତ୍ରୀଙ୍କ ସୁବର୍ଣ୍ଣପୁର ଗସ୍ତର ସୁଭଦ୍ରା ମେଳା ସଭାମଞ୍ଚରେ ଜିଲ୍ଲାପାଳ ଡ. ନୃପରାଜ ସାହୁ ପୂର୍ବତନ
Read More...