Browsing Tag

subarnapur news

ଉତ୍ତରାଞ୍ଚଳ ରାଜସ୍ୱ ଆୟୁକ୍ତଙ୍କ ସୁବର୍ଣ୍ଣପୁର ଜିଲ୍ଲା ଗସ୍ତ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ଉତ୍ତରାଞ୍ଚଳ ରାଜସ୍ୱ ଆୟୁକ୍ତ ତଥା ନିର୍ବାଚନ ପର୍ଯ୍ୟବେକ୍ଷକ ଡ଼ଃ ସୁରେଶ ଚନ୍ଦ୍ର ଦଳେଇ ଆଜି ସୁବର୍ଣ୍ଣପୁର ଜିଲ୍ଲା ଗସ୍ତରେ ଆସି ଜିଲ୍ଲାର ନିର୍ବାଚନ ଓ ରାଜସ୍ୱ ବିଭାଗ ଦ୍ୱାରା ବିଭିନ୍ନ କାର୍ଯ୍ୟକ୍ରମର କାର୍ଯ୍ୟକାରିତାର ସମୀକ୍ଷା କରିଛନ୍ତି । ସେ ଏହି
Read More...

ସୁବର୍ଣ୍ଣପୁରରେ ଜିଲ୍ଲା ନିଯୁକ୍ତି ମେଳା ଅନୁଷ୍ଠିତ

ବିଭିନ୍ନ ନିଯୁକ୍ତି ପ୍ରଦାନକାରୀ ସଂସ୍ଥା ଦ୍ଵାରା ୭୯୧ ଜଣ ଯୁବ ବର୍ଗ ଉପକୃତ ହେବେ ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ଓଡିଶା ଦକ୍ଷତା ବିକାଶ କର୍ତ୍ତୃପକ୍ଷ ଏବଂ ଜିଲ୍ଲା ପ୍ରଶାସନ ସୁବର୍ଣ୍ଣପୁରର ମିଳିତ ସହଯୋଗରେ ଜିଲ୍ଲା ନିୟୋଜନ ବିଭାଗ ଆନୁକୂଲ୍ୟରେ ଆଜି ଜିଲ୍ଲା ସଦର ମହକୁମା ସ୍ଥିତ
Read More...

ଉଲୁଣ୍ଡା ବ୍ଲକ କାର୍ଯ୍ୟାଳୟରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର

ବିଭିନ୍ନ ୨୮ ଗୋଟି ଅଭିଯୋଗ ଦରଖାସ୍ତ ଗ୍ରହଣତୁରନ୍ତ ସମାଧାନ ହେଲା ବିଭିନ୍ନ ୦୮ଗୋଟି ଅଭିଯୋଗ ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ଆଜି ସୁବର୍ଣ୍ଣପୁର ଜିଲ୍ଲାରେ ବ୍ଲକସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଉଲୁଣ୍ଡା ବ୍ଲକ ସଭାଗୃହ ଠାରେ ଅନୁଷ୍ଠିତ ହୋଇଯାଇଛି । ସୁବର୍ଣ୍ଣପୁର ଜିଲ୍ଲାପାଳ
Read More...

ମା’ ମାହେଶ୍ୱରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଖମ୍ବେଶ୍ୱରୀପାଲି ଠାରେ ପାଳିତ ହେଲା ସମ୍ବିଧାନ ଦିବସ ୨୦୨୨

ଦେଶର ଗୌରବ ଓ ବିକାଶର ଚାବିକାଠି ଆମର ମହାନ ସମ୍ବିଧାନ ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ଆଜି ପୂର୍ବାହ୍ନ ୧୧ ଘଣ୍ଟା ସମୟରେ ମା' ମାହେଶ୍ୱରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଖମ୍ବେଶ୍ୱରୀପାଲି ଠାରେ ନେହେରୁ ଯୁବ କେନ୍ଦ୍ର ଏବଂ ଏନ୍‌ଏସ୍‌ଏସ୍‌ ୟୁନିଟ ତରଫରୁ ସମ୍ବିଧାନ ଦିବସ ପାଳିତ
Read More...

ସୁବର୍ଣ୍ଣ ଲୋକ ମହୋତ୍ସବ ୨୦୨୩ ପରିପ୍ରେକ୍ଷୀରେ ସ୍ମରଣିକା “ଶାକ୍ତସ୍ୱର” ସମ୍ବନ୍ଧୀୟ ପ୍ରଥମ ବୈଠକ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ଆଜି ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଜିଲ୍ଲାପାଳ ଶ୍ରୀମତୀ ଅବୋଲି ସୁନୀଲ ନରୱଣେଙ୍କ ଅଧ୍ୟକ୍ଷତାରେ ସୁବର୍ଣ୍ଣ ଲୋକ ମହୋତ୍ସବ-୨୦୨୨ (ତା.୧୪/୧/୨୩ରୁ ୧୮/୧/୨୩ ପର୍ଯ୍ୟନ୍ତ)ର ମୁଖପତ୍ର "ଶାକ୍ତସ୍ୱର" ପ୍ରକାଶନ ନିମନ୍ତେ ପ୍ରଥମ ବୈଠକ ଅନୁଷ୍ଠିତ
Read More...

ପୁରୁଷଙ୍କ ପାଇଁ ଏନ୍‌ଏସ୍‌ଭି ଏକ ସହଜ, ଫଳପ୍ରଦ ଓ ସୁରକ୍ଷିତ ଉପାୟ

ଜିଲ୍ଲାସ୍ତରୀୟ ପାଳନଉତ୍ସବରେ ସବୁଜ ପତାକା ଦେଖାଇ ରାଲି ଶୁଭାରମ୍ଭ କଲେ ଜିଲ୍ଲାପାଳଜିଲ୍ଲାବ୍ୟାପି ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ପୁରୁଷଙ୍କ ପାଇଁ ଏନ୍‌ଏସ୍‌ଭି ଏକ ସହଜ, ଫଳପ୍ରଦ ଓ ସୁରକ୍ଷିତ ଉପାୟ, ଏହି ବାର୍ତ୍ତା ନେଇ ଆଜି ଜିଲ୍ଲାସ୍ତରୀୟ ପୁରୁଷ
Read More...

ସଂକୀର୍ତ୍ତନରେ ଘଣ୍ଟ ପିଟୁଥିବା ବେଳେ ଚାଲିଗଲା ଜୀବନ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ଭଗବାନଙ୍କୁ ସ୍ମରଣ କରି ହରିନାମ ଜପ କରୁ କରୁ ଚାଲିଗଲା ଜୀବନ । ଏପରି ଏକ ଅଭାବନୀୟ ଘଟଣା ଘଟିଛି ଟୁକୁରା ଗାଁରେ । ସୂଚନା ଅନୁସାରେ ଟୁକୁରା ଗାଁରେ ସିନ୍ଦୂରପୂର ଗୋପାଳଜି ମନ୍ଦିରର ପୂଜକ କୈଳାଶ ଚନ୍ଦ୍ର ପଣ୍ଡା ନାମ ସଙ୍କୀର୍ତ୍ତନ କରୁଥିବା ସମୟରେ ତାଙ୍କ
Read More...

ବାଇକ୍‌କୁ ପିଟିଲା ବସ୍ : ୧ ମୃତ, ୧ ଗୁରୁତର

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ୫୭ ନମ୍ବର ଜାତୀୟ ରାଜପଥ କଳାପଥର ଛକ ନିକଟରେ ବାଇକ୍‌କୁ ପିଟିଲା ବସ୍ ଫଳରେ ସ୍ତ୍ରୀର ମୃତ୍ୟ ହୋଇଥିବା ବେଳେ ସ୍ଵାମୀ ଗୁରୁତର ହୋଇଛନ୍ତି । ସୂଚନାନୁଯାୟୀ, ଖୁଜେନପାଲିର ପୁଷ୍ପାଞ୍ଜଳି ବାଘ ତାଙ୍କ ସ୍ଵାମୀଙ୍କ ସହ ବାଇକ୍ ଯୋଗେ ଶିବ
Read More...

ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର

ବିଭିନ୍ନ ୩୦ ଅଭିଯୋଗ ଦରଖାସ୍ତ ଗ୍ରହଣତୁରନ୍ତ ସମାଧାନ ହେଲା ୫ ଅଭିଯୋଗ ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଡୁଙ୍ଗୁରିପାଲି ବ୍ଲକ ସଭାଗୃହ ଠାରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲପାଳ ସୁବର୍ଣ୍ଣପୁର ଶ୍ରୀମତୀ ଅବୋଲି ସୁନୀଲ ନରୱଣେ ଓ
Read More...

ନିଆଁ ଲାଗି ସମ୍ପୂର୍ଣ୍ଣ ପୋଡିଗଲା ଅଟୋ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ କପାସିରାରେ ନିଆଁ ଲାଗିବାରୁ ଏକ ଅଟୋ ସମ୍ପୂର୍ଣ୍ଣ ପୋଡିଯାଇଥିବା ଜଣାପଡିଛି । ଅଟୋଟି କପାସିରା ଗ୍ରାମର କୁମାର ସାହୁ ବଗର୍ତ୍ତୀଙ୍କର ବୋଲି ଜଣାପଡିଛି । ସୂଚନା ଅନୁସାରେ, ସେ ଗତକାଲି ସଂଧ୍ୟାରେ ଗାଁ ନିକଟ ନାଳ
Read More...