Browsing Tag

subarnapur news

ଲିଟିଲ୍ ଫ୍ଲାୱାର୍ ପବ୍ଲିକ ସ୍କୁଲର ପ୍ରତିଷ୍ଠା ଦିବସରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୋନପୁର ଜିଲ୍ଲା ଲଛିପୁରଠାରେ ଥିବା ଲିଟିଲ୍ ଫ୍ଲାୱାର୍ ପବ୍ଲିକ ସ୍କୁଲର ପ୍ରତିଷ୍ଠା ଦିବସ ପାଳିତ ହୋଇଛି । ଏହି ଉତ୍ସବରେ ସ୍କୁଲର ମ୍ୟାନେଜିଙ୍ଗ ଡାଇରେକ୍ଟର ପୀତବାସ ଦେବତା ଓ ଆସିଷ୍ଟାଣ୍ଟ ମ୍ୟାନେଜିଙ୍ଗ ଡାଇରେକ୍ଟର ଦୀପକ କୁମାର ମେହେରଙ୍କ
Read More...

ଲେପ୍ରା ସୋସାଇଟିର ୩୭ତମ ପ୍ରତିଷ୍ଠା ଦିବସ ପାଳିତ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ଆଜି ସୁବର୍ଣ୍ଣପୁର ଲେପ୍ରା ସୋସାଇଟିର ସମ୍ମିଳନୀ କକ୍ଷରେ ଏହାର ୩୭ତମ ପ୍ରତିଷ୍ଠା ଦିବସ ମହା ସମାରୋହରେ ପାଳନ ହୋଇଯାଇଛି । ଲେପ୍ରା ସୋସାଇଟିର ଓଡିଶା ରାଜ୍ୟ ଆମ୍ବାସେଡର ଗୋରେଖନାଥ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବରେ
Read More...

ସର୍ବଭାରତୀୟ ରାମଧୂନ କପ୍ ଫୁଟ୍‌ବଲ୍ ଉଦଯାପିତ

କଟକ ମଙ୍ଗଳା କ୍ଲବ୍ ଚାମ୍ପିୟନ୍ ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୋନପୁର ଗାନ୍ଧୀ ଷ୍ଟାଡିୟମ୍‌ ଠାରେ ଚାଲିଥିବା ୧୭ତମ ସର୍ବଭାରତୀୟ ରାମଧୂନ କପ୍ ଫୁଟ୍‌ବଲ୍‌ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି । ଫାଇନାଲ ମ୍ୟାଚ୍ କଟକ ମଙ୍ଗଳା କ୍ଲବ୍ ଓ ଭୁବନେଶ୍ୱର ଜଗା ୟୁନାଇଟେଡ ମଧ୍ୟରେ
Read More...

ବନ୍ଧୁକ ମୁନରେ ବର ପାଖରୁ ପ୍ରେମିକାକୁ ଉଠାଇ ନେଲା ପ୍ରେମିକ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୁବର୍ଣ୍ଣପୁର ଜିଲ୍ଲା ତରଭା ଠାରେ ଆଜି ସକାଳୁ ସକାଳୁ ଏକ ଅଭାବନୀୟ ଘଟଣା ଘଟିଛି । ନବବଧୂକୁ ବାଟରେ ବନ୍ଧୁକ ଦେଖାଇ ବର ଠାରୁ ଛଡେଇ ନେଇ ଗଲେ ପ୍ରିମକ । ବୌଦ୍ଧ ଜିଲ୍ଲା କଣ୍ଟାମାଳ ରଥପଡ଼ାର ସର୍ଜନ ପୁଟେଲଙ୍କ ଝିଅ ରଶ୍ମିକୁ ବଲାଙ୍ଗିର
Read More...

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ରାତି ୧୧ ଟା ବେଳେ ଅଚାନକ ପହଞ୍ଚିଲେ ଜିଲ୍ଲାପାଳ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ରାତି ୧୧ ଟାରେ ସୁବର୍ଣ୍ଣପୁର ଜିଲ୍ଲାପାଳ ଡ. ନୃପରାଜ ସାହୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଚାନକ ପରିଦର୍ଶନରେ ଯାଇ ସମସ୍ତ ବିଭାଗକୁ ବୁଲି ଡିଉଟିରେ ଥିବା ସମସ୍ତ ଡାକ୍ତର, କର୍ମଚାରୀଙ୍କ କାର୍ଯ୍ୟ ତାଦରଖ କରିଛନ୍ତି । ଡ. ସାହୁ ଏହି ପରିଦର୍ଶନ
Read More...

ପୁସ୍ତକ ଓ ସାରସ୍ୱତ ମେଳାର ‘ଇଙ୍କଫେଷ୍ଟ’ର ସପ୍ତମ ସନ୍ଧ୍ୟା

ମହାନଦୀ ଜଳ ପ୍ରଦୂଷଣ ଓ ଆମ ଜୀବନ ଜୀବିକା ଉପରେ କଥାଚକ୍ର ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୋନପୁର ରୟାଲ ପଡ଼ିଆଠାରେ ଚାଲିଥିବା ପୁସ୍ତକ ଓ ସାରସ୍ୱତ ମେଳା ‘ଇଙ୍କଫେଷ୍ଟ’ର ସପ୍ତମ ସନ୍ଧ୍ୟାର ବୌଦ୍ଧିକ ମଞ୍ଚରେ ‘ମହାନଦୀ ଜଳ ପ୍ରଦୂଷଣ ଓ ଆମ ଜୀବନ ଜୀବିକା ଶୀର୍ଷକରେ ଏକ କଥାଚକ୍ର
Read More...

ଗଞ୍ଜେଇ ଚୋରା ଚାଲାଣ ଲିଙ୍କ : ୱେବ ସାମ୍ୱାଦିକ ଗିରଫ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : କଣ୍ଟେନରରେ ଗଞ୍ଜେଇ ଚୋରା ଚାଲାଣ ଲିଙ୍କରେ ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ମହୁଲବାହାଲି ଗ୍ରାମର ୱେବ ସାମ୍ୱାଦିକ ପ୍ରଶାନ୍ତ ପ୍ରଧାନକୁ ଗିରଫ କରିଛି ସୋନପୁର ପୁଲିସ । ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଏସପି ନାରାୟଣ ନାଏକ ।
Read More...

ଧର୍ମପରାୟଣା ମହିଳା ଦ୍ରୌପଦୀ ମିଶ୍ରଙ୍କ ପରଲୋକ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ଆଜି ସକାଳ ଭୋର ୫ଟା ବେଳେ ତରଭା ସହର ନିବାସୀ ଦ୍ରୌପଦୀ ମିଶ୍ର (୭୫)ଙ୍କ ଦେହାନ୍ତ ହୋଇଯାଇଛି । ସେ ସ୍ୱର୍ଗତ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ସୋମନାଥ ମିଶ୍ରଙ୍କ ଧର୍ମପତ୍ନୀ ଅଟନ୍ତି । ସେ ଦୀର୍ଘଦିନ ଧରି କର୍କଟ ରୋଗରେ ପୀଡ଼ିତ ଥିଲେ । ଆଜି ଭୋର
Read More...

୮ ମାସର ଗର୍ଭବତୀ ନବବଧୂଙ୍କୁ ପିଟିପିଟି ହତ୍ୟା ନେଇ ଏସପିଙ୍କ ବଡ ବୟାନ

ସୁବର୍ଣ୍ଣପୁର, ( ରାଜ କିଶୋର ତ୍ରିପାଠ ) : ସୁବର୍ଣ୍ଣପୁର ସହରର ରାମକୃଷ୍ଣ ନଗରଠାରେ ଭଡ଼ାରେ ରହୁଥିବା ବୌଦ୍ଧ ଜିଲ୍ଲା ବାଉଁଶୁଣି ଥାନା ସାନ ଯାଲୋଇ ଗାଁର ଉତ୍ତମ ପାଣିଗ୍ରାହୀଙ୍କ ପୁଅ ଲିଙ୍କନ ପାଣିଗ୍ରାହୀ ତାଙ୍କ ସ୍ତ୍ରୀ ରୁନୁକୁ ଯୌତୁକ ପାଇଁ ପିଟିପିଟି ହତ୍ୟା ମାମଲାର ପର୍ଦ୍ଦା ଫାଶ
Read More...

ଇଙ୍କଫେଷ୍ଟର ବୌଦ୍ଧିକ ମଞ୍ଚରେ ଷଷ୍ଠ ସନ୍ଧ୍ୟାର କଥାଚକ୍ର

ଭାଷା ଓ ସାହିତ୍ୟ ପାଇଁ ସୁବର୍ଣ୍ଣପୁର ରାଜ ଦରବାରର ର ବଡ ଅବଦାନ ଥିଲା ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୁବର୍ଣ୍ଣପୁର ରାଜଦରବାର ସୃଜନ, ମୁଦ୍ରଣ ଓ ମୂଲ୍ୟବୋଧ” ବିଷୟରେ ଇଙ୍କଫେଷ୍ଟର ଷଷ୍ଠ ସନ୍ଧ୍ୟାରେ ଏକ ଆଲୋଚନାଚକ୍ର ବୌଦ୍ଧିକ ମଞ୍ଚରେ ଅନୁଷ୍ଠିତ ହୋଇଯାଇଛି । ଏହି କଥାଚକ୍ରରେ
Read More...