ଦିବଂଗତ ଚିତ୍ରଶିଳ୍ପୀ ତଥା ଅଭିନେତା ପଦ୍ମନାଭ ମିଶ୍ରଙ୍କ ସ୍ମୃତିରେ ଶ୍ରଦ୍ଧାଂଜଳି ସଭା
ସୁବର୍ଣ୍ଣପୁର, (କେପିଏନ୍ଏସ୍) : ମହାନଦୀ ସାହିତ୍ୟ ସଂସଦ ପରିସରରେ ଓଡ଼ିଶାର ବରେଣ୍ୟ ଚିତ୍ରଶିଳ୍ପୀ ତଥା ବରିଷ୍ଠ ଅଭିନେତା ଏବଂ ମହାନଦୀ କଳା ସଂମ୍ମାନ ପ୍ରାପ୍ତ ପଦ୍ମନାଭ ମିଶ୍ରଙ୍କ ଅମର ଆତ୍ମାର ସଦ୍ଗତି ନମନ୍ତେ ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା । ଅନୁଷ୍ଠାନର ସଭାପତି!-->…
Read More...
Read More...