ଘରୁ ବାହାରୁ ବାହାରୁ ପିଟିଦେଲା ବୁଲେଟ୍ : ୧ ଗୁରୁତର
ସୁବର୍ଣ୍ଣପୁର, (କେପିଏନ୍ଏସ୍) : ଘରୁ ବାହାରୁ ବାହାରୁ ପିଟିଦେଲା ବୁଲେଟ୍ । ଏମିତି ଏକ ଘଟଣା ଆଜି ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ଥାନା ଅନ୍ତର୍ଗତ ହାଟ୍ଲିମୁଣ୍ଡା ଗାଁରେ ଦେଖିବାକୁ ମିଳିଛି । ଆଜି ପୂର୍ବାହ୍ନରେ ମୋଟର ସାଇକେଲ ଧରି ଥିରମନ ଚଂପିଆ(୨୪) ଘରୁ ବାହାରିବା ବେଳେ ରାସ୍ତାରେ!-->…
Read More...
Read More...