ଆର୍ଟ ଅଫ୍ ଲିଭିଙ୍ଗ୍ ପକ୍ଷରୁ ଭିନ୍ନକ୍ଷମ ସ୍କୁଲ ଓ କୁଷ୍ଠାଶ୍ରମ ଠାରେ କମ୍ବଳ ଓ ଶୁଖିଲା ଖାଦ୍ୟ ବଣ୍ଟନ
ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ଗୁରୁଦେବ ଶ୍ରୀ ଶ୍ରୀ ରବିଶଙ୍କରଙ୍କ 'ଆର୍ଟ ଅଫ୍ ଲିଭିଙ୍ଗ୍' ସୋନପୁର ଶାଖା ତରଫରୁ ଏକ ବ୍ୟାପକ ସାମାଜିକ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସଂସ୍ଥା ପକ୍ଷରୁ ପ୍ରଥମେ ସୋନପୁର କଳାପଥର ସ୍ଥିତ ସେଣ୍ଟ୍ରାଲ ସ୍କୁଲ ନିକଟସ୍ଥ ଅନ୍ଧ, ମୂକ, ବଧିର!-->…
Read More...
Read More...