ପଶ୍ଚିମ ଓଡିଶା କୃଷକ ସମନ୍ୱୟ ସମିତି ସମିତି ଓ ସୁବର୍ଣ୍ଣପୁର ଜିଲ୍ଲା କୃଷକ ସମନ୍ୱୟ ସମିତି ପକ୍ଷରୁ ଚକାଜାମ୍
ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ମୋଦି ସରକାରଙ୍କ ପାରିତ ୩ଟି କୃଷି ବିଲକୁ ପ୍ରତ୍ୟାହାରକୁ ନେଇ ଭାରତୀୟ କୃଷକ ମହାସଂଘ ଡାକରାରେ ଆଜି ସୁବର୍ଣ୍ଣପୁର ଜିଲ୍ଲାରେ ୩ଘଣ୍ଟିଆ ଚକାଜାମ୍ ଆନ୍ଦୋଳନ ଅନୁଷ୍ଠିତ ହୋଇଯାଇଛି । ପଶ୍ଚିମ ଓଡିଶା କୃଷକ ସମନ୍ବୟ ସମିତି ସମିତି ଓ ସୁବର୍ଣ୍ଣପୁର ଜିଲ୍ଲା!-->…
Read More...
Read More...