Browsing Tag

subarnapur news

ଅସାଧୁ ଧାନ ବେପାରୀଙ୍କ ଉପରେ ହେବ କଡା କାର୍ଯ୍ୟାନୁଷ୍ଠାନ : ଜିଲ୍ଲାର ମଣ୍ଡି ମାନଙ୍କରେ ପ୍ରକୃତ ଚାଷୀଙ୍କ ଦ୍ଵାରା…

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ଜିଲ୍ଲାର କୃଷକମାନଙ୍କ ହିତ ଦୃଷ୍ଟିରୁ ସମସ୍ତ ମଣ୍ଡି ମାନଙ୍କରେ ସୁବିଧାରେ ଧାନ କ୍ରୟ ବିକ୍ରୟ କରିବା ପ୍ରକ୍ରିୟା ତଦାରଖ କରିବା ପାଇଁ ଜିଲ୍ଲାପାଳ ଶ୍ରୀମତୀ ଅବୋଲି ସୁନୀଲ ନରୱଣେ ତହସିଲଦାର ମାନଙ୍କୁ ନିର୍ଦ୍ଦେଶ ଦେବା ସହ ଅସାଧୁ ବେପାରୀଙ୍କ ଜରିଆରେ
Read More...

ବିନିକା ବ୍ଲକରେ ଜୁନିଅର ରେଡକ୍ରସ କାର୍ଯ୍ୟକ୍ରମ ତ୍ୱରାନ୍ୱୀତ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ଅନ୍ତର୍ଗତ ବିଭିନ୍ନ ସ୍କୁଲରେ ଜୁନିଅର ରେଡକ୍ରସ ୟୁନିଟ ଶାଖାକୁ ସକ୍ରିୟ କରିବାକୁ ଉଦ୍ୟମ କରାଯାଇଅଛି । ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟର ନିର୍ଦ୍ଦେଶକ୍ରମେ ଜୁନିଅର ରେଡକ୍ରସ ଅଫିସର ରବିଚନ୍ଦ୍ର ପଶାୟତ
Read More...

ଆସନ୍ତା କାଲି ଜିଲ୍ଲାର ବିଭିନ୍ନ ବ୍ଲକ ଅଞ୍ଚଳ ଓ ସୋନପୁର ମ୍ୟୁନିସିପାଲିଟିରେ ବ୍ୟବସ୍ଥିତ ୨୨ଟି କେନ୍ଦ୍ରରେ ୧୮ରୁ ଅଧିକ…

ଦ୍ଵିତୀୟ ଡୋଜ ନିମନ୍ତେ ଯୋଗ୍ୟ ହିତାଧିକାରୀଙ୍କୁ ମଧ୍ୟ ଟୀକାକରଣ ସୁବର୍ଣ୍ଣପୁର. (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ଆସନ୍ତା କାଲି ସୁବର୍ଣ୍ଣପୁର ଜିଲ୍ଲାର ସୋନପୁର ମ୍ୟୁନିସିପାଲିଟି ସହ ସୋନପୁର, ତରଭା, ଉଲୁଣ୍ଡା, ବିନିକା
Read More...

ମାଘମେଳା ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ସନ୍ଥ କବି ଭୀମ ଭୋଇଙ୍କ ସମାଧି ପୀଠ ଖଲିଆପାଲିଠାରେ ମାଘମେଳା କେବଳ ନୀତିକାନ୍ତିରେ ଅନୁଷ୍ଠିତ ହେବସର୍ବ ସାଧାରଣ ଦର୍ଶନ ଉପରେ କଟକଣା ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲାପାଳ ଶ୍ରୀମତୀ ଅବୋଲୀ ସୁନିଲ ନରୱଣେଙ୍କ ନିର୍ଦେଶ କ୍ରମେ ସୋନପୁର ଉପଜିଲ୍ଲାପାଳ ନିହାର ରଞ୍ଜନ
Read More...

ବୀରମହାରାଜପୁର ଡାକ୍ତରଖାନାରେ ଅସହାୟ ଅବସ୍ଥାରେ ପଡି ରହିଛି ଅଜଣା ବ୍ୟକ୍ତିଙ୍କ ମୃତ ଦେହ

ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଖଣ୍ଡସ୍ତରୀୟ ଡାକ୍ତରଖାନା ପରିସରରେ ଅସହାୟ ଅବସ୍ଥାରେ ପଡିରହିଛି ଜଣେ ଅଜଣା ବ୍ୟକ୍ତିଙ୍କ ମୃତ ଦେହ ବୋଲି ଡାକ୍ତରଖାନା କର୍ମଚାରୀଙ୍କ ଠାରୁ ସୂଚନା ମିଳିଛି । ମିଳିଥିବା ସୂଚନାନୁସାରେ କିଛି ବ୍ୟକ୍ତି ଜଣେ ବ୍ୟକ୍ତିଙ୍କୁ ଉଦ୍ଧାର କରି
Read More...

ମୁଣ୍ଡଘାଟ କଫିଟେରିଆରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ସ୍ୟାଣ୍ଡଉଇଚ୍‌ର ପ୍ରସ୍ତୁତି ଶିଖାଇଲେ ଜିଲ୍ଲାପାଳ

ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ମହିଳା ମାନଙ୍କୁ ସ୍ୱାବଲମ୍ବୀ କରିବାପାଇଁ ନିକଟରେ ପ୍ରଶାସନ ପକ୍ଷରୁ ମହାନଦୀ ପୋଲ ନିକଟସ୍ଥ ହିକୁଡି ଠାରେ ତିଆରି ହୋଇଥିବା କଫିଟେରିଆରେ ହଠାତ୍‌ ସୁବର୍ଣ୍ଣପୁର ଜିଲ୍ଲାପାଳ ଅବୋଲି ସୁନୀଲ ନରୱଣେ ପହଞ୍ଚି ଦାୟିତ୍ୱରେ ଥିବା ମାଁ ମାନଙ୍କୁ ଖାଦ୍ୟ ପ୍ରସ୍ତୁତିରେ
Read More...

ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ମୁକ୍ତ, ନିରପେକ୍ଷ, ଓ ଅବାଧ ପରିଚାଳନା କରିବା ଉପରେ ଜିଲ୍ଲାପାଳଙ୍କ…

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲାରେ ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ମୁକ୍ତ, ନିରପେକ୍ଷ ଓ ଅବାଧ କରିବା ନିମନ୍ତେ ଜିଲ୍ଲା ପ୍ରଶାସନ ତରଫରୁ ନିର୍ବାଚନରେ ନିୟୋଜିତ ହେବାକୁ ଥିବା ସମସ୍ତ ପ୍ରିଜାଇଣ୍ଡିଙ୍ଗ ଅଧିକାରୀ ଏବଂ ପ୍ରଥମ ପୋଲିଂ ଅଧିକାରୀମାନଙ୍କୁ
Read More...

ସୁନାମଧନ୍ୟ କଣ୍ଠ ଶିଳ୍ପୀ ବୃନ୍ଦାବନ ନାଏକଙ୍କ ପରଲୋକ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ପଶ୍ଚିମ ଓଡ଼ିଶାର ଘରେ ଘରେ ପରିଚିତ ସୁନାମଧନ୍ୟ କଣ୍ଠ ଶିଳ୍ପୀ ବୃନ୍ଦାବନ ନାଏକଙ୍କ ଆଜି ଦିବା ୧ ଘଂଟା ସମୟରେ ଦେହାନ୍ତ ହୋଇଯାଇଥିବା ସୂଚନା ମିଳିଛି । ‘କଁଷି ବାଉଁଶର ପାତି….’, ‘ନନି କେ ଠିକ୍‌ ଚିହ୍ନିଛେଁ…’ ଭଳି ଅନେକ ସଂଗୀତରେ ସାରା ଓଡ଼ିଶାକୁ
Read More...

ପଶ୍ଚିମ ଓଡ଼ିଶା ଯୁବା ମଞ୍ଚ ଏବଂ ମାଁ ମାଉଳି କ୍ରିକେଟ କ୍ଳବର ମିଳିତ ପ୍ରୟାସରେ ରକ୍ତଦାନ ଶିବିର ଅନୁଷ୍ଠିତ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ କେଞ୍ଜରିଆପାଲି ପଞ୍ଚାୟତର କଦଲିପାଲି ଗାଁରେ ମାଁ ମାଉଳି କ୍ରିକେଟ୍ କପ୍ ତରଫରୁ ପଶ୍ଚିମ୍ ଓଡ଼ିଶା ଯୁବା ମଞ୍ଚ ଏବଂ ମାଁ ମାଉଳି କ୍ରିକେଟ କ୍ଳବର ମିଳିତ ପ୍ରୟାସରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି ।
Read More...

ଜିଲ୍ଲାର ବିଭିନ୍ନ ବ୍ଲକ ଅଞ୍ଚଳ ସହ ସୋନପୁର ମ୍ୟୁନିସିପାଲିଟିରେ ବ୍ୟବସ୍ଥିତ କେନ୍ଦ୍ର ଗୁଡ଼ିକରେ ଟୀକାକରଣ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ଆଜି ସୁବର୍ଣ୍ଣପୁର ଜିଲ୍ଲାର ସୋନପୁର ମ୍ୟୁନିସିପାଲିଟି ସହ, ତରଭା, ଉଲୁଣ୍ଡା, ବିନିକା, ବୀରମହାରାଜପୁର, ଡୁଙ୍ଗୁରିପାଲି ବ୍ଲକ ଅଞ୍ଚଳରେ ୧୯ଟି ବ୍ୟବସ୍ଥିତ ଟିକା କେନ୍ଦ୍ରରେ ୧୮ ରୁ
Read More...