Browsing Tag

subarnapur news

ନାଇକେନପାଲିରେ ସ୍ଵଚ୍ଛତା ପଦଯାତ୍ରା : ଲାଗିଲା ସ୍ଵଚ୍ଛତା ଶପଥ ଡିସପ୍ଲେ ବୋର୍ଡ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ଆଜି ସଦର ସୋନପୁର ବ୍ଲକର ନାଇକେନପାଲି ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରରେ ଏକ ସ୍ଵଚ୍ଛତା ପଦଯାତ୍ରା ସହ ସଫେଇ ଅଭିଯାନ ଅନୁଷ୍ଠିତ ହୋଇଯାଇଛି । ଏହାକୁ ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରର ଅଧୀକ୍ଷକ ଡାକ୍ତର ସଂଗୀତା ଚୌଧୂରୀ ସବୁଜ ପତାକା ଦେଖାଇ ଉଦଘାଟନ କରିଥିଲେ ।
Read More...

ସ୍ଵାମୀ ନିଜ ସ୍ତ୍ରୀକୁ ପିଟିପିଟି ହତ୍ୟା କରିଥିବା ଅଭିଯୋଗ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ଥାନା ଅନ୍ତର୍ଗତ ଅଇଁଲାଛାଟ ଗ୍ରାମରେ ସ୍ୱାମୀ ନିଜ ସ୍ତ୍ରୀକୁ ପିଟିପିଟି ନିର୍ମମ ଭାବେ ହତ୍ୟା କରିଥିବା ମୃତକଙ୍କ ପରିବାର ଲୋକେ ଉଲୁଣ୍ଡା ଥାନାରେ ଅଭିଯୋଗ କରିଛନ୍ତି । ସୂଚନା ଅନୁସାରେ ଅଇଁଳାଛାତ ଗ୍ରାମର ଶଙ୍କର ଦେହେରି
Read More...

ବିନିକା ଓ ସୋନପୁର ବ୍ଲକରେ ଶାନ୍ତିପୂର୍ଣ୍ଣ ଭୋଟ ଗ୍ରହଣ : ରେକର୍ଡ ସଂଖ୍ୟାରେ ହାରାହାରି ୮୫.୬୭ ପ୍ରତିଶତ ମତଦାନ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲାରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଦ୍ଵିତୀୟ ପର୍ଯ୍ୟାୟରେ ଆଜି ସୋନପୁର ବ୍ଲକରେ ରେକର୍ଡ ସଂଖ୍ୟାରେ ୮୬.୭୩ ପ୍ରତିଶତ ମତଦାନ ସହିତ ଶାନ୍ତିପୂର୍ଣ୍ଣ ଭାବରେ ଭୋଟ ଗ୍ରହଣ ସମାପ୍ତ ହୋଇଛି । ବ୍ଲକରେ ୧୮୩ଟି ମତଦାନ କେନ୍ଦ୍ରରେ
Read More...

ଦେବେନ୍ଦ୍ର କୁମାର ମିଶ୍ରଙ୍କ ସ୍ମୃତିରେ ଶ୍ରଦ୍ଧାଂଜଳି ସଭା

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ଓଡ଼ିଶାର ଅଗ୍ରଣୀ ସାହିତ୍ୟ ଓ ସଂସ୍କୃତି ଅନୁଷ୍ଠାନ ମହାନଦୀ ସାହିତ୍ୟ ସଂସଦ, ସୁବର୍ଣ୍ଣପୁର ଦ୍ୱାରା ଗତକାଲି ସଂଧ୍ୟା ୭ ଘଟିକାରେ ସ୍ଥାନୀୟ ପ୍ରଭାସ ଲଜରେ ପ୍ରାକ୍ତନ ନିର୍ବାଚନ ଆୟୋଗ, ସୁବର୍ଣ୍ଣପୁରର ବରପୁତ୍ର ତଥା ମହାନଦୀ ସାହିତ୍ୟ ସଂସଦର ଉପଦେଷ୍ଟା
Read More...

ଆସନ୍ତା କାଲି ଜିଲ୍ଲାର ବିଭିନ୍ନ ବ୍ଲକ ଅଞ୍ଚଳ ଓ ସୋନପୁର ମ୍ୟୁନିସିପାଲିଟିରେ ବ୍ୟବସ୍ଥିତ ୧୭ଟି କେନ୍ଦ୍ରରେ ୧୮ରୁ ଅଧିକ…

ଦ୍ଵିତୀୟ ଡୋଜ ନିମନ୍ତେ ଯୋଗ୍ୟ ହିତାଧିକାରୀଙ୍କୁ ମଧ୍ୟ ଟୀକାକରଣ ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ଆସନ୍ତା କାଲି ସୁବର୍ଣ୍ଣପୁର ଜିଲ୍ଲାର ସୋନପୁର ମ୍ୟୁନିସିପାଲିଟି ସହ ତରଭା, ଉଲୁଣ୍ଡା, ବୀରମହାରାଜପୁର,
Read More...

ଆସନ୍ତା କାଲି ଜିଲ୍ଲାର ବିଭିନ୍ନ ବ୍ଲକ ଅଞ୍ଚଳ ଓ ସୋନପୁର ମ୍ୟୁନିସିପାଲିଟିରେ ବ୍ୟବସ୍ଥିତ ୨୭ଟି କେନ୍ଦ୍ରରେ ୧୮ରୁ ଅଧିକ…

ଦ୍ଵିତୀୟ ଡୋଜ ନିମନ୍ତେ ଯୋଗ୍ୟ ହିତାଧିକାରୀଙ୍କୁ ମଧ୍ୟ ଟୀକାକରଣ ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ଆସନ୍ତାକାଲି ସୁବର୍ଣ୍ଣପୁର ଜିଲ୍ଲାର ସୋନପୁର ମ୍ୟୁନିସିପାଲିଟି ସହ ସୋନପୁର, ତରଭା, ଉଲୁଣ୍ଡା, ବିନିକା
Read More...

ତରଭା ବ୍ଲକରେ ଜୁନିଅର ରେଡକ୍ରସ କାର୍ଯ୍ୟକ୍ରମ ଅନୁଷ୍ଠିତ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଲକ ଅନ୍ତର୍ଗତ ବିଭିନ୍ନ ସ୍କୁଲରେ ଜୁନିଅର ରେଡକ୍ରସ ୟୁନିଟ ଶାଖାକୁ ସକ୍ରିୟ କରିବାକୁ ଉଦ୍ୟମ କରାଯାଇଅଛି । ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟର ନିର୍ଦ୍ଦେଶକ୍ରମେ ଜୁନିଅର ରେଡକ୍ରସ ଅଫିସର ରବିଚନ୍ଦ୍ର ପଶାୟତ ତରଭା
Read More...

ପ୍ରେମ ଦିବସରେ ପ୍ରେମର ସ୍ମାରକୀ : ଝୁରୁଛି ଅତୀତ ଅଛି ମୂକସାକ୍ଷୀ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ଆଜି ଭାଲେଣ୍ଟାଇନ୍ ବା ପ୍ରେମ ଦିବସ । ପ୍ରେମ ଦିବସରେ ସୁବର୍ଣ୍ଣପୁର ସହରରେ ଥିବା ଅନନ୍ୟ ପ୍ରେମର ସ୍ମାରକୀ ଶଶୀସେଣା ମନ୍ଦିର ବା ନିମୁହିଁ ଦେଉଳ ଜନମାନସକୁ ଆନ୍ଦୋଳିତ କରିଆସୁଛି । ଅଷ୍ଟମ ନବମ ଶତାଦ୍ଦୀରୁ ଜନମାନସରେ ରହି ଆସିଥିବା ଏହି ସ୍ବର୍ଣ୍ଣିମ
Read More...

ପ୍ରେମ ଦିବସରେ ରକ୍ତଦାନ : ମାଗଣାରେ ଆମ୍ବୁଲାନ୍ସ ସେବାର ଲୋକାର୍ପଣ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ସୁବର୍ଣ୍ଣପୁରର ଅଗ୍ରଣୀ ସାମାଜିକ ସେବା ସଂଗଠନ ବୁଢାରଜା ଯୁବ ସମାଜସେବୀ ସଂଗଠନ ପକ୍ଷରୁ ଆଜି ପ୍ରେମ ଦିବସରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ସଂଗଠନର ୧୦ବର୍ଷ ପୂର୍ତ୍ତି ଅବସରରେ ସୁବର୍ଣ୍ଣପୁର ବୁଢାରଜା ଛକ ଓ ବୀରମହାରାଜପୁରର ମୈତ୍ରୀ ସଦନ
Read More...

ଗ୍ୟାସ ଟାଙ୍କି ଫାଟି ୨ ଗୁରୁତର : ୫ ବଖରା ଘର ଧ୍ୱଂସ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଲକ ନର୍ଡା ଗାଁରେ ଆଜି ରନ୍ଧନ ଗ୍ୟାସ ବିସ୍ଫୋରଣ ଘଟି ୨ ଜଣ ଗୁରୁତର ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ଗାଁର କୈଳାସ ରଣାଙ୍କ ଘରେ ଘଟିଛି ଏହି ଅଘଟଣ । ରୋଷେଇ କରୁଥିବା ସମୟରେ ହଠାତ୍‌ ଗ୍ୟାସ ଟାଂକିରେ ହଠାତ
Read More...