Browsing Tag

sndargarh news

ଘାଟିରେ ଟ୍ରକ୍‌ ବ୍ରେକ୍ ଫେଲ୍‌ : ଡ୍ରାଇଭର ମୃତ, ହେଲ୍‌ପର୍‌ ଗୁରୁତର

ସୁନ୍ଦରଗଡ : କେ. ବଲାଙ୍ଗ ଥାନା ଚୁନାଘାଟିରେ ଭୟାନକ ଦୁର୍ଘଟଣା । ଘାଟିରେ ବ୍ରେକ୍ ଫେଲ୍‌ ହେଲା ଲୌହ ପଥର ବୋଝେଇ ଟ୍ରକ୍‌ । ଫଳରେ ସମ୍ନାରେ ଥିବା ଅନ୍ୟ ଏକ ଲୌହ ପଥର ବୋଝେଇ ଟ୍ରକକୁ ଧକ୍କା ଦେଇ ଖଣ୍ଡ ବିଖଣ୍ଡିତ ହୋଇଗଲା ଟ୍ରକ୍‌ । ଘଟଣାସ୍ଥଳରେ ଡ୍ରାଇଭରଙ୍କ ମୃତ୍ୟୁ ହୋଇଛି। । ସୂଚନା
Read More...