Browsing Tag

sambalpur news

ଦିନବନ୍ଧୁ ମିଶ୍ରଙ୍କର ଆତ୍ମାହୁତିର ଉଚ୍ଚସ୍ତରୀୟ ତଦନ୍ତ ଦାବୀ କଲା ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ

ସମ୍ବଲପୁର : ଦୀନବନ୍ଧୁ ମିଶ୍ରଙ୍କ ଆତ୍ମହୁତି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରିବାକୁ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଦାବୀ କରିଛି । ଏଥିସହ ତାଙ୍କର ଅମର ଆତ୍ମାର ସଦ୍‌ଗତି କାମନା କରିବା ସହ ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବୀ କରିଛି । ସେହିପରି ଏହି କର୍ମଚାରୀ ଜଣକ ୨୭ ବର୍ଷ
Read More...

ଦ୍ୱିତୀୟ କୋଭିଡ୍‌ ହସ୍ପିଟାଲ ହେବ ବୁର୍ଲା ଭିମ୍‌ସାରରେ : ମୁଖ୍ୟ ଶାସନ ସଚିବ

ସମ୍ବଲପୁର, (କେପିଏନ୍‌ଏସ୍‌) : ଆଜି କୋଭିଡ୍‌ ସ୍ଥିତିକୁ ନେଇ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ବୁର୍ଲା ଭିମ୍‌ସାରରେ ସମୀକ୍ଷା ବୈଠକ କରି ଦ୍ୱିତୀୟ କୋଭିଡ୍‌ ହସ୍ପିଟାଲ ହେବ ବୁର୍ଲା ଭିମ୍‌ସାରରେ ବୋଲି ସୂଚନା ଦେଇଛନ୍ତି । ମେଡିସିନ୍‌ ବିଭାଗର ନୂଆ କୋଠାରେ ୨୫୦ ଶଯ୍ୟା ଓ ୫୦ଟି ଆଇସିୟୁ
Read More...

ଗ୍ୟାଙ୍ଗଷ୍ଟାର ହାଇଦର ଫେରାର ହେବା ଘଟଣାରେ କାର୍ଯ୍ୟାନୁଷ୍ଠାନ : ନିଲମ୍ବିତ ହେଲେ ୬ ପୋଲିସ କର୍ମଚାରୀ

ସମ୍ବଲପୁର : କଟକ ଏସସିବିର ସର୍ଜରୀ ଓ୍ୱାର୍ଡରେ ଚିକିତ୍ସିତ ହେଉଥିବା ବେଳେ ଶନିବାର ଅର୍ଥାତ ଗତକାଲି ଡାକ୍ତରଖାନା ବେଡ୍‌ରୁ କେନ୍ଦ୍ରାପଡାର କୁଖ୍ୟାତ ଗ୍ୟାଙ୍ଗଷ୍ଟର ହାଇଦର ଫେରାର ହେବା ଘଟଣାରେ କାର୍ଯ୍ୟାନୁଷ୍ଠାନ ହୋଇଥିବା ଜଣାପଡିଛି । ତେବେ ସୁରକ୍ଷା ଦାୟିତ୍ୱରେ ଥିବା ପୋଲିସ
Read More...

ସମ୍ୱଲପୁର ହୋମିଓପାଥି କଲେଜରେ ଜଣେ ଛାତ୍ରୀ‌ଙ୍କୁ ରାଗିଂ ନେଇ ଅଭିଯୋଗ

ସମ୍ୱଲପୁର : ସମ୍ୱଲପୁର ଜି‌ଲ୍ଲା ଭିମସାର, ଭିସୁଟ୍ ପରେ ହୋମିଓପାଥି କଲେଜରେ ରାଗିଂ ନେଇ ଚାରି ଜଣ ଛାତ୍ରୀ ଓ ଜଣେ ଛାତ୍ରଙ୍କ ଅଭିଯୋଗ ଏବେ ସାମ୍‌ନାକୁ ଆସିଛି । ସୂଚନା ଯୋଗ୍ୟ ଯେ, ଗତ ୩୧ ତାରିଖ ସନ୍ଧ୍ୟାରେ ହଷ୍ଟେଲରେ ୪ ଜଣ ସିନିୟର ଛାତ୍ରୀ ଓ ଜଣେ ଛାତ୍ର ଅସଭ୍ୟ ଭାଷାରେ ଗାଳି ଗୁଲଜ ସହ
Read More...

ଉଠା ଫାଷ୍ଟଫୁଡ୍‌ ସେଣ୍ଟରରୁ ଖାଦ୍ୟ ଖାଇ ଭିମସାରର ୫୦ ଛାତ୍ରଛାତ୍ରୀ ଅସୁସ୍ଥ

ସମ୍ବଲପୁର : ଉଠା ଫାଷ୍ଟଫୁଡ୍‌ ସେଣ୍ଟରରୁ ଖାଦ୍ୟ ଖାଇ ଭିମସାରର ୫୦ ଛାତ୍ରଛାତ୍ରୀ ଅସୁସ୍ଥ ହୋଇ ମେଡିକାଲରେ ଭର୍ତ୍ତି ହୋଇଥିବା ଖବର ମଳିଛି । ସୂଚନା ଯୋଗ୍ୟ ଯେ, ବୁର୍ଲା କିର୍ବା ଛକରେ ଥିବା ଉଠା ଫାଷ୍ଟଫୁଡ୍‌ ସେଣ୍ଟରରୁ ଭିମସାରର ୫୦ ଛାତ୍ରଛାତ୍ରୀ ଖାଦ୍ୟ ଖାଇ ଫେରିବା ପରେ ସେମାନେ ଅସୁସ୍ଥ
Read More...

ମର୍ମ‌ନ୍ତୁଦ ସଡକ ଦୁର୍ଘଟଣା : ୨ ମୃତ, ୧ଗୁରୁତର

ସମ୍ବଲପୁର : ସ‌ମ୍ବଲପୁର ଜିଲ୍ଲା ଶାସନ ଥାନା ଅନ୍ତର୍ଗତ ପରମାଣପୁର କଲେଜ ନିକଟରେ ଏକ ମର୍ମ‌ନ୍ତୁଦ ସଡକ ଦୁର୍ଘଟଣା ଘଟିଛି ବୋଲି ଖବର ମଳିଛି । ସୂଚନା ଯୋଗ୍ୟ ଯେ, ଆଜି ଅପରାହ୍ନରେ ୩ ଜଣ ଯୁବକ ବାଇକ ଯୋଗେ ପରମାଣପୁର ପଟକୁ ଯାଉଥିବା ବେଳେ ଏକ ଟ୍ରଲର ସିନ୍ଦୁରପଙ୍କରୁ ଲଇଡା ପଟକୁ ଯାଉଥିଲା ।
Read More...

ବୁର୍ଲା ସମଲେଶ୍ୱରୀ ନର୍ସିଂହୋମରେ ଚିକିତ୍ସା ଅଭାବରୁ ରୋଗୀ ମୃତ୍ୟୁ ଅଭିଯୋଗ

ସମ୍ୱଲପୁର : ସମ୍ବଲପୁର ଜି‌ଲ୍ଲା ବୁର୍ଲା ସମଲେଶ୍ୱରୀ ନର୍ସିଂହୋମରେ ଚିକିତ୍ସା ଅଭାବରୁ ରୋଗୀ ମୃତ୍ୟୁ ନେଇ ଅଭିଯୋଗ ହୋଇଛି । ମୃତକଙ୍କ ପରିବାର ଲୋକେ ବୁର୍ଲା ଥାନାରେ ଏନେଇ ଅଭିଯୋଗ କରିଛନ୍ତି । ସାକ୍ଷୀପଡା ଅଞ୍ଚଳର କୈଳାସ ବାଗ ବୁର୍ଲା ସମଲେଶ୍ୱରୀ ନର୍ସିଂହୋମରେ ଚିକିତ୍ସା ପାଇଁ ଭର୍ତ୍ତି
Read More...

ମହାନଦୀ ବ୍ରିଜ୍ ତଳେ ଅଜଣା ଯୁବକଙ୍କ ମୃତଦେହ

ସମ୍ବଲପୁର : ସମ୍ବଲପୁର ବୁର୍ଲା ସ୍ଥିତ ମହାନଦୀ ବ୍ରିଜ୍ ତଳେ ଜଣେ ଅଜଣା ଯୁବକଙ୍କ ମୃତଦେହ ପଡିଥିବାର ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ । ଏନେଇ ପୋଲିସକୁ ଖବର ଦେବାରୁ ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଜବତ କରିବା ସହ ତଦନ୍ତ ଜାରି ରଖିଛନ୍ତି । ଯୁବକ ଜଣଙ୍କ ଆତ୍ମହତ୍ୟା କରିଥିବା
Read More...

ସମ୍ବଲପୁରରେ ଗୋଷ୍ଠୀ ସଂଘର୍ଷ : ଜଣେ ମୃତ, ଜଣେ ଗୁରୁତର

ସମ୍ବଲପୁର : ଶନିବାର ରାତିରେ ସମ୍ବଲପୁର ସୁନାପାଲି ଥାନା ଅନ୍ତର୍ଗତ ଓରାମପଡ଼ାରେ ଗୋଷ୍ଠୀ ସଂଘର୍ଷ ହୋଇ ଜଣେ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି । ମୃତ ବ୍ୟକ୍ତି ଜଣକ ସରଲାକାନିର ବାଙ୍କେ ଓରାମ୍ ବୋଲି ଜଣାପଡ଼ିଛି । ସେହିପରି ଗୁରୁତର ହୋଇଥିବା ବ୍ୟକ୍ତି ଲବ ଓରାମ (୨୦)
Read More...

ମର୍ମ‌ନ୍ତୁଦ ସଡକ ଦୁର୍ଘଟଣା : ଦୁଇ ବାଇକ ମୁହାଁମୁହିଁ ଧକ୍କା, ୧ମୃତ, ୨ ଗୁରୁତର

ସମ୍ୱଲପୁର : ସମ୍ୱଲପୁର ଜିଲ୍ଲା ମହୁଲପାଲି ଥାନା ଅନ୍ତର୍ଗତ ବାଙ୍କେ ପଞ୍ଚାୟତର ବାଂଡିପଡା ଛକରେ ଏକ ମର୍ମ‌ନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଦୁଇ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କାହେବା ଫଳରେ ଘଟଣା‌ସ୍ଥଳରେ ୨ ଜଣ ଗୁରୁତର ହୋଇଥିବା ବେଳେ ଜଣଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି । ମୃତ ବ୍ୟକ୍ତି
Read More...