Browsing Tag

sambalpur news

ଅବସରପ୍ରାପ୍ତ ବିଏସ୍‌ଏନ୍‌ଏଲ୍‌ ଅଧିକାରୀ ବ୍ରଜବନ୍ଧୁ ଜେନାଙ୍କ ଦେହାନ୍ତ

ସମ୍ବଲପୁର, (କରୁଣାକର ଶତପଥୀ) : ସମ୍ବଊପୁର ହୀରାକୁଦ କଲୋନୀ ନିବାସୀ ତଥା ଅବସରପ୍ରାପ୍ତ ବିଏସ୍‌ଏନ୍‌ଏଲ୍‌ ଅଧିକାରୀ ବ୍ରଜବନ୍ଧୁ ଜେନା(୬୧)ଙ୍କ ଦେହାନ୍ତ ହୋଇଥିବା ଖବର ମିଳିଛି । କରୋନା ଆକ୍ରାନ୍ତ ହୋଇ ସେ ଭୁବନେଶ୍ୱର ଏମ୍‌ସ୍‌ ଡାକ୍ତରଖାନାରେ ଚିକିତ୍ସାଧୀନ ଥବା ବେଳେ ତାଙ୍କ ପରଲୋକ
Read More...

ପଶ୍ଚିମ ଓଡ଼ିଶାର ଭାଷା, ସାହିତ୍ୟ ଓ ସଂସ୍କୃତିର ମହାନାୟକ ଅଟଳ ବିହାରୀ ପଣ୍ଡା ଚାଲିଗଲେ

ସମ୍ବଲପୁର, (କରୁଣାକର ଶତପଥୀ) : ପଶ୍ଚିମ ଓଡ଼ିଶାର ଭାଷା, ସାହିତ୍ୟ ଓ ସଂସ୍କୃତିର ମହାନାୟକ ଅନ୍ତର୍ଜାତୀୟ ଚଳଚିତ୍ର ପୁରସ୍କାର ପ୍ରାପ୍ତ ଅଟଳ ବିହାରୀ ପଣ୍ଡା(୯୨) ଚାଲିଗଲେ । ଆଜି ଭୋର୍‌ ୩.୪୫ରେ ବୁର୍ଲା ଭୀମସାରରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ଜୀବନ ଦୀପ ଲିଭି ଯାଇଥିବା ପ୍ରାପ୍ତ
Read More...

ଅବସର ନେଲେ ଉତ୍ତରାଂଚଳ ରାଜସ୍ୱ କମିଶନରଙ୍କ କାର୍ଯ୍ୟାଳୟର ଉପବିଭାଗୀୟ ଅଧିକାରୀ କରୁଣାକର ଶତପଥୀ

ସମ୍ବଲପୁର, (କେପିଏନ୍‌ଏସ୍‌) : ସମ୍ବଲପୁର ଉତ୍ତରାଂଚଳ ରାଜସ୍ୱ କମିଶନରଙ୍କ କାର୍ଯ୍ୟାଳୟର ଉପବିଭାଗୀୟ ଅଧିକାରୀ କରୁଣାକର ଶତପଥୀ ଗତକାଲି ଅବସର ଗ୍ରହଣ କରିଛନ୍ତି । ତାଙ୍କ ଅବସର ଗ୍ରହଣ ଅବସରରେ କୋଭିଡ଼ ଗାଇଡ଼ ଲାଇନ୍‌ ଅନୁସାରେ ତାଙ୍କୁ କାର୍ଯ୍ୟାଳୟରେ ବିଦାୟ ସମ୍ବର୍ଦ୍ଧନା ପ୍ରଦାନ
Read More...

ପଶ୍ଚିମ ଓଡିଶା ଯୁୁବା ମଞ୍ଚର ପଦକ୍ଷେପ କେ ପ୍ରଶଂସା

ସମ୍ବଲପୁର : ଲଗାତାର୍‌ ୫ ଦିନ ହେଲା ସକାଲର୍ ୩ ବଜେ ନୁ ଉଠି କରି ହଜାରେ ଜନ୍ କର୍ ଖାଏବାର୍ ପ୍ରସ୍ତୁତ୍ କରୁଛେ ପଶ୍ଚିମ ଓଡିଶା ଯୁୁବା ମଞ୍ଚ । ଶନିବାର୍ ଆର୍‌ ରଏବାର୍ ସଟ୍ ଡାଉନ୍ ଲାଗି ବୁର୍ଲା ମେଡିକାଲ୍ କେ ଚିକିତ୍ସା ଲାଗି ଆସୁ ଥିବାର୍ ଶହ ଶହ ରୋଗୀ ଆର୍ ତାଙ୍କର୍ ଘରର୍ ଲୋକ୍ ଖାଏବାର୍
Read More...

ନାଟ୍ୟ ଜଗତର ପ୍ରତିଭାବାନ ପୁରୁଷ ଡ.ପଞ୍ଚାନନ ମିଶ୍ର ଆଉ ନାହାନ୍ତି

ସମ୍ବଲପୁର, (କେପିଏନ୍‌ଏସ୍‌) : ନାଟ୍ୟ ଜଗତର ପ୍ରତିଭାବାନ ପୁରୁଷ ଡ.ପଞ୍ଚାନନ ମିଶ୍ର ଆଉ ନାହାନ୍ତି । କରୋନା ସ୍ରଂକମିତ ହେବା ପରେ ସେ ବୁର୍ଲା ମେଡ଼ିକାଲରେ ଚିକିତ୍ସାଧୀନ ରହିଥିବା ବେଳେ ଗତ ରାତିରେ ତାଙ୍କ ଦେହାନ୍ତ ହୋଇଥିବା ସୂଚନା ମିଳିଛି । ଆମ ଭାଷାର ନାଟକକୁ ଜାତୀୟ ସ୍ତରରେ ପରିଚିତ
Read More...

ସାହିତ୍ୟିକ ଡ. ମଙ୍ଗଳୁ ଚରଣ ବିଶ୍ବାଳଙ୍କ ୮୭ ତମ ଜନ୍ମ ଦିନରେ ଚିପିଲିମା ସାହିତ୍ୟ ଆସର

ସଂବଲପୁର,(କେପିଏନ୍‌ଏସ୍‌) : ମା' ଘଣ୍ଟେଶ୍ବରୀ ସାହିତ୍ୟ ଘର, ଚିପିଲିମା ଆନୁକୂଲ୍ୟରେ ତା'ର ଷଷ୍ଠତମ ଅନ୍ ଲାଇନ୍ ସାହିତ୍ୟ ଆସରରେ ମହାନ ସାହିତ୍ୟିକ ଡ. ମଙ୍ଗଳୁ ଚରଣ ବିଶ୍ବାଳଙ୍କ ୮୭ ତମ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି । ଏହି ଅବସରରେ ପଶ୍ଚିମାଞ୍ଚଳର ଭିନ୍ନ ଭିନ୍ନ ଜିଲ୍ଲାରୁ ପ୍ରାୟ ୪୬ ଜଣ
Read More...

ଆସନ୍ତାକାଲି ଠାରୁ ଦିନ ୨ଟା ପରେ ସମ୍ବଲପୁରରେ ବି ସମସ୍ତ ଦୋକାନ ବନ୍ଦ

ସମ୍ବଲପୁର, (କେପିଏନ୍‌ଏସ୍‌) : ଆଜି ଜିଲା ପ୍ରଶାସନ ଦ୍ୱାରା ଆୟୋଜିତ ଏକ ବୈଠକରେ ସମ୍ବଲପୁର ଶିଳ୍ପ ଓ ବଣିକ ସଂଘର ସଦସ୍ୟମାନେ ଯୋଗ ଦେଇ ସମ୍ବଲପୁରର କରୋନା ସ୍ଥିତି ବିଷୟରେ ଆଲୋଚନା କରିଛନ୍ତି । ଏହି ମହାମାରୀ ସ୍ଥିତି ସହ କିପରି ମୁକାବିଲା କରାଯାଇ ପାରିବ ସେନେଇ ବୈଠକରେ ଆଲୋଚନା
Read More...

ରେଢାଖୋଲରେ ଉଦଘାଟିତ ହେଲା ଅତିରିକ୍ତ ଜିଲ୍ଲା ଓ ଦୈାରାଜଜ୍ କୋର୍ଟ

ସମ୍ବଲପୁର : ଅତିରିକ୍ତ ଜିଲ୍ଲା ଓ ଦୈାରାଜଜ୍ କୋର୍ଟ ସମ୍ବଲପୁର ଜିଲ୍ଲା ରେଢାଖୋଲ ଠାରେ ଉଦଘାଟିତ ହୋଇଯାଇଛି । ଭର୍ଚୁଆଲ୍ ମୋଡ୍‌ରେ ଏହାକୁ ଓଡିଶା ଉଚ୍ଚନ୍ୟାୟାଳୟର ମୁଖ୍ୟ ବିଚାରପତି ଡ.ଜଷ୍ଟିସ୍ ଏସ୍‌.ମୁରଲୀଧର ଉଦଘାଟନ କରିଥିଲେ । ଉଦଘାଟନୀ ଅବସରରେ ଅତିରିକ୍ତ ଜିଲ୍ଲା ଓ ଦୈାରାଜଜ୍ ଦିପ୍ତି
Read More...

କରୋନା ଯୋଦ୍ଧା ବରିଷ୍ଠ ସାମ୍ବାଦିକ ବିଜୁ ପଟ୍ଟନାୟକଙ୍କ ବିୟୋଗରେ ଓଜେୟୁ ସମ୍ବଲପୁର ଶାଖାର ଶୋକ ପ୍ରକାଶ

ସମ୍ବଲପୁର, (ସଂଜୀବ ପାଣିଗ୍ରାହୀ) : ସମ୍ବଲପୁର ଜିଲ୍ଲାର ବରିଷ୍ଠ ସାମ୍ବାଦିକ ବିଜୁ ପଟ୍ଟନାୟକ(୫୬)ଙ୍କ ଆଜି ପରଲୋକ ହୋଇଯାଇଛି । ସେ ଦୀର୍ଘ ସମୟ ଧରି କୋଭିଡ଼ରେ ଆକ୍ରାନ୍ତ ହୋଇଥିଲେ । କୋଭିଡ଼ରେ ଆକ୍ରାନ୍ତ ହେବା ପରେ ତାଙ୍କ ଶରୀରରେ ବିଭିନ୍ନ ପ୍ରକାରର ସମସ୍ୟା ଦେଖାଯାଇଥିଲା । ତେବେ
Read More...

ମାଁ ଘଣ୍ଟେଶ୍ୱରୀ ମନ୍ଦିର ୩ ଦିନ ସର୍ବସାଧାରଣଙ୍କ ଦର୍ଶନ ପାଇଁ ବନ୍ଦ ରହିବ

ସମ୍ବଲପୁର : ସମ୍ବଲପୁର ପ୍ରସିଦ୍ଧ ଦେବୀ ପୀଠ ମାଁ ଘଣ୍ଟେଶ୍ୱରୀ ମନ୍ଦିର ୩ ଦିନ ସର୍ବସାଧାରଣଙ୍କ ଦର୍ଶନ ପାଇଁ ବନ୍ଦ ରହିବ । ମାଁ ଘଣ୍ଟେଶ୍ଵରୀଙ୍କ ବାର୍ଷିକ ଚୈତ୍ର ପର୍ବ ଆସନ୍ତା କାଲି ରହିଥିବାରୁ ଏହି ପର୍ବରେ କେବଳ ରିତିନୀତି ଅନୁୟାୟୀ କମ ସଂଖ୍ୟାକ ପୂଜକ ଉପସ୍ଥିତ ରହି ବିଧି ମୁତାବକ ପୂଜା
Read More...