Browsing Tag

sambalpur news

ତ୍ରିବେଣୀ ପତ୍ରିକାର ଶୁଭ ଉନ୍ମୋଚନ

ସମ୍ବଲପୁର, (କେପିଏନ୍‌ଏସ୍‌) : ଶ୍ରୀ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ବାହୁଡା ଦଶମୀ ଯାତ୍ରା ଶୁଭ ଅବସରରେ ସମ୍ବଲପୁରରେ ଅବସ୍ଥାପିତ କବିତା ଝଙ୍କାର ସାହିତ୍ୟ ସଂସଦର ଇ-ପତ୍ରିକା ‘ତ୍ରିବେଣୀ’ ଶୁଭ ଉନ୍ମୋଚିତ ହୋଇଯାଇଛି । ସାହିତ୍ୟ ମଣିଷକୁ ସଂସ୍କୃତି ସଂପନ୍ନ କରେ । କବିତା ମଣିଷ ମନ ଓ ହୃଦୟର
Read More...

ଉତ୍ତମ ବେହେରା ଏବଂ ପ୍ଲାବିନୀ ପାଢ଼ୀ ପାଇବେ ଚଳିତ ବର୍ଷର ପ୍ରମୋଦ ସ୍ମୃତି ସମ୍ମାନ

ସମ୍ବଲପୁର, (କରୁଣାକର ଶତପଥୀ) : ବିଶିଷ୍ଟ ଅଭିନେତା ଉତ୍ତମ ବେହେରା ଏବଂ ଅଭିନେତ୍ରୀ ପ୍ଲାବିନୀ ପାଢୀ ଚଳିତ ବର୍ଷର ମର୍ଯ୍ୟଦା ସମ୍ପନ୍ନ ପ୍ରମୋଦ ସ୍ମୃତି ସମ୍ମାନ ପାଇଁ ମନୋନୀତ ହୋଇଛନ୍ତି ବୋଲି ଆବାହକ ଡ.ଦ୍ଵାରିକା ନାଥ ନାୟକ ଜଣାଇଛନ୍ତି । ସୂଚନା ଯୋଗ୍ୟ ଯେ, ଉଭୟ ନାଟ୍ୟଶିଳ୍ପୀ ନବେ ଦଶକର
Read More...

ଆସନ୍ତା ୫ରୁ ୭ ତାରିରୁ ପର୍ଯ୍ୟନ୍ତ ଜିଲ୍ଲାରେ ୧୮ରୁ ୪୪ ଓ ୪୫ରୁ ଉର୍ଦ୍ଧ ନାଗରିକଙ୍କ ପାଇଁ ଟୀକାକରଣ

ଦ୍ଵିତୀୟ ଡୋଜ ନିମନ୍ତେ ଯୋଗ୍ୟ ହିତାଧିକାରୀଙ୍କୁ ମଧ୍ୟ ଟୀକାକରଣସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ତା୦୫/୦୭/୨୧ ଓ ତା୦୬/୦୭/୨୧ରେ ସୁବର୍ଣ୍ଣପୁର ଜିଲ୍ଲାର ବିଭିନ୍ନ ବ୍ଲକ ଓ ସୋନପୁର ମ୍ୟୁନିସିପାଲିଟିରେ ବ୍ୟବସ୍ଥିତ
Read More...

ନୃଶଂସ କାଣ୍ଡ ଭିଆଇଲା ସଂକ୍ରମିତ ବାପା : ପରିବାରର ୬ ଜଣଙ୍କୁ ହାଣି ନିଜେ କଲା ଆତ୍ମହତ୍ୟା : ୧ ଝିଅ ମୃତ, ମା’…

ସମ୍ବଲପୁର, (କରୁଣାକର ଶତପଥୀ) : ନୃଶଂସ କାଣ୍ଡ ଭିଆଇଛି ଜଣେ କରୋନା ସଂକ୍ରମିତ ବାପା । ସମ୍ବଲପୁର ଜିଲ୍ଲା ବାମରା ବ୍ଲକ କିନାବଗା ପଞ୍ଚାୟତ ଯୌତୁକବାହାଲ ଗାଁରେ ଗୁରୁବାର ଦିନ ରାତିରେ ଘଟିଛି ଏଭଳି ଏକ ନୃଶଂସ ଘଟଣା । କରୋନା ସଂକ୍ରମିତ ବାପ ଶୁକ୍ରୁ କୁଜୁର (୫୦) ପରିବାର ସଦସ୍ୟଙ୍କୁ
Read More...

ହତ୍ୟାକାଣ୍ଡ ଘଟଣାରେ ୨ ଅଟକ, ଟାଙ୍ଗିଆ ଜବତ

ସମ୍ବଲପୁର, (କରୁଣାକର ଶତପଥୀ) : ଏକ ହତ୍ୟାକାଣ୍ଡ ଘଟଣାରେ ପୋଲିସ ୨ ଜଣଙ୍କୁ ଅଟକ ରଖି ପଚରା ଉଚୁରା କରୁଥିବା ବେଳେ ହତ୍ୟାକାଣ୍ଡରେ ବ୍ୟବହୃତ ଟାଂଗିଆ ଜବତ କରିଛି । ସୂଚନା ଅନୁସାରେ ହୀରାକୁଦ ଷ୍ଟେସନ ନିକଟରେ ଥିବା ଏକ ଢାବାରେ ଘଟିଥିବା ହତ୍ୟାକାଣ୍ଡ ଘଟଣାରେ ଦୁଇଜଣଙ୍କୁ ଅଟକ ରଖିଛି ବୁର୍ଲା
Read More...

ଅବସରପ୍ରାପ୍ତ ବିଏସ୍‌ଏନ୍‌ଏଲ୍‌ ଅଧିକାରୀ ବ୍ରଜବନ୍ଧୁ ଜେନାଙ୍କ ଦେହାନ୍ତ

ସମ୍ବଲପୁର, (କରୁଣାକର ଶତପଥୀ) : ସମ୍ବଊପୁର ହୀରାକୁଦ କଲୋନୀ ନିବାସୀ ତଥା ଅବସରପ୍ରାପ୍ତ ବିଏସ୍‌ଏନ୍‌ଏଲ୍‌ ଅଧିକାରୀ ବ୍ରଜବନ୍ଧୁ ଜେନା(୬୧)ଙ୍କ ଦେହାନ୍ତ ହୋଇଥିବା ଖବର ମିଳିଛି । କରୋନା ଆକ୍ରାନ୍ତ ହୋଇ ସେ ଭୁବନେଶ୍ୱର ଏମ୍‌ସ୍‌ ଡାକ୍ତରଖାନାରେ ଚିକିତ୍ସାଧୀନ ଥବା ବେଳେ ତାଙ୍କ ପରଲୋକ
Read More...

ପଶ୍ଚିମ ଓଡ଼ିଶାର ଭାଷା, ସାହିତ୍ୟ ଓ ସଂସ୍କୃତିର ମହାନାୟକ ଅଟଳ ବିହାରୀ ପଣ୍ଡା ଚାଲିଗଲେ

ସମ୍ବଲପୁର, (କରୁଣାକର ଶତପଥୀ) : ପଶ୍ଚିମ ଓଡ଼ିଶାର ଭାଷା, ସାହିତ୍ୟ ଓ ସଂସ୍କୃତିର ମହାନାୟକ ଅନ୍ତର୍ଜାତୀୟ ଚଳଚିତ୍ର ପୁରସ୍କାର ପ୍ରାପ୍ତ ଅଟଳ ବିହାରୀ ପଣ୍ଡା(୯୨) ଚାଲିଗଲେ । ଆଜି ଭୋର୍‌ ୩.୪୫ରେ ବୁର୍ଲା ଭୀମସାରରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ଜୀବନ ଦୀପ ଲିଭି ଯାଇଥିବା ପ୍ରାପ୍ତ
Read More...

ଅବସର ନେଲେ ଉତ୍ତରାଂଚଳ ରାଜସ୍ୱ କମିଶନରଙ୍କ କାର୍ଯ୍ୟାଳୟର ଉପବିଭାଗୀୟ ଅଧିକାରୀ କରୁଣାକର ଶତପଥୀ

ସମ୍ବଲପୁର, (କେପିଏନ୍‌ଏସ୍‌) : ସମ୍ବଲପୁର ଉତ୍ତରାଂଚଳ ରାଜସ୍ୱ କମିଶନରଙ୍କ କାର୍ଯ୍ୟାଳୟର ଉପବିଭାଗୀୟ ଅଧିକାରୀ କରୁଣାକର ଶତପଥୀ ଗତକାଲି ଅବସର ଗ୍ରହଣ କରିଛନ୍ତି । ତାଙ୍କ ଅବସର ଗ୍ରହଣ ଅବସରରେ କୋଭିଡ଼ ଗାଇଡ଼ ଲାଇନ୍‌ ଅନୁସାରେ ତାଙ୍କୁ କାର୍ଯ୍ୟାଳୟରେ ବିଦାୟ ସମ୍ବର୍ଦ୍ଧନା ପ୍ରଦାନ
Read More...

ପଶ୍ଚିମ ଓଡିଶା ଯୁୁବା ମଞ୍ଚର ପଦକ୍ଷେପ କେ ପ୍ରଶଂସା

ସମ୍ବଲପୁର : ଲଗାତାର୍‌ ୫ ଦିନ ହେଲା ସକାଲର୍ ୩ ବଜେ ନୁ ଉଠି କରି ହଜାରେ ଜନ୍ କର୍ ଖାଏବାର୍ ପ୍ରସ୍ତୁତ୍ କରୁଛେ ପଶ୍ଚିମ ଓଡିଶା ଯୁୁବା ମଞ୍ଚ । ଶନିବାର୍ ଆର୍‌ ରଏବାର୍ ସଟ୍ ଡାଉନ୍ ଲାଗି ବୁର୍ଲା ମେଡିକାଲ୍ କେ ଚିକିତ୍ସା ଲାଗି ଆସୁ ଥିବାର୍ ଶହ ଶହ ରୋଗୀ ଆର୍ ତାଙ୍କର୍ ଘରର୍ ଲୋକ୍ ଖାଏବାର୍
Read More...

ନାଟ୍ୟ ଜଗତର ପ୍ରତିଭାବାନ ପୁରୁଷ ଡ.ପଞ୍ଚାନନ ମିଶ୍ର ଆଉ ନାହାନ୍ତି

ସମ୍ବଲପୁର, (କେପିଏନ୍‌ଏସ୍‌) : ନାଟ୍ୟ ଜଗତର ପ୍ରତିଭାବାନ ପୁରୁଷ ଡ.ପଞ୍ଚାନନ ମିଶ୍ର ଆଉ ନାହାନ୍ତି । କରୋନା ସ୍ରଂକମିତ ହେବା ପରେ ସେ ବୁର୍ଲା ମେଡ଼ିକାଲରେ ଚିକିତ୍ସାଧୀନ ରହିଥିବା ବେଳେ ଗତ ରାତିରେ ତାଙ୍କ ଦେହାନ୍ତ ହୋଇଥିବା ସୂଚନା ମିଳିଛି । ଆମ ଭାଷାର ନାଟକକୁ ଜାତୀୟ ସ୍ତରରେ ପରିଚିତ
Read More...