Browsing Tag

sambalpur news

ପୁଅ ଥାଇ ବି ଛଅ ଝିଅ ଦେଲେ ମୁଖାଗ୍ନି

ସମ୍ବଲପୁର : ହୀରାକୁଦର ହିଣ୍ଡାଲକୋ ଅଫିସର କଲୋନୀରେ ଦୀର୍ଘ ବର୍ଷ ଧରି ରହିଥିବା ଜଣେ ଅମାୟିକ, ସରଳ ଓ ଧର୍ମ ପରାୟଣା ବୃଦ୍ଧା ଶ୍ରୀମତି ସାହୁଙ୍କର ୮୦ ବର୍ଷ ବୟସରେ ବୁଧବାର ଗୋଧୂଳି ବେଳାରେ ପରଲୋକ ହୋଇଯାଇଛି । ହୀରାକୁଦ ହିଣ୍ଡାଲକୋ କମ୍ପାନୀରେ କାର୍ଯ୍ୟରତ ସ୍ୱାମୀ ଭୁବନ ସାହୁଙ୍କ
Read More...

ଚାଲିଗଲେ ଲୋକପ୍ରିୟ ଡାକ୍ତର ଆର୍ତ୍ତତ୍ରାଣ ପାଣିଗ୍ରାହୀ

ସମ୍ବଲପୁର, (କରୁଣାକର ଶତପଥୀ) : ଚାଲିଗଲେ ଲୋକପ୍ରିୟ ଡାକ୍ତର ଆର୍ତ୍ତତ୍ରାଣ ପାଣିଗ୍ରାହୀ(୭୪) । ମଙ୍ଗଳବାର ଦିନ ରାତି ୧ଟା ସମୟରେ ଭୁବନେଶ୍ୱରର କିମ୍‌ସ୍‌ ହସ୍‌ପିଟାଲ୍‌ରେ ତାଙ୍କ ଦେହାନ୍ତ ହୋଇଯାଇଥିବା ସୂଚନା ମିଳିଛି । ଜଣେ ପରୋପକାରୀ, ଲୋକପ୍ରିୟ ତଥା ଗରିବଙ୍କୁ ସହଯୋଗ କରୁଥିବା
Read More...

ସମ୍ବଲପୁର ଓମ୍‌ଫେଡ୍‌ ଡେପୁଟି ମ୍ୟାନେଜର କିଶୋର ନାୟକଙ୍କ ଘରେ ଭିଜିଲାନ୍ସ ଚଢାଉ

ସମ୍ବଲପୁର : ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସମ୍ବଲପୁର ଓମ୍‌ଫେଡ୍‌ ଡେପୁଟି ମ୍ୟାନେଜର କିଶୋର ନାୟକଙ୍କ ଘରେ ଭିଜିଲାନ୍ସ ଚଢାଉ ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ ଏକ କାଳୀନ ୪ଟି ସ୍ଥାନରେ ଚଢାଉ ଚାଲିଥିବା ସୂଚନା ରହିଛି । ସାକ୍ଷୀପଡା ସ୍ଥିତ ଘର, ଅଫିସ, ପୁରୀ ସ୍ଥିତ ପୈତୃକ
Read More...

ମମିତା ମେହେର ହତ୍ୟାକାଣ୍ଡ ଘଟଣାକୁ ନେଇ ବିଜେଡ଼ିକୁ ଘେରିଲା ବିଜେପି

ସମ୍ବଲପୁର : ମମିତା ମେହେର ହତ୍ୟାକାଣ୍ଡ ଘଟଣାକୁ ନେଇ ବିଜେଡ଼ିକୁ ବିଜେପି ଘେରିଥିବା ଦେଖିବାକୁ ମିଳିଛି । ସମ୍ବଲପୁରରେ ସାମ୍ବାଦିକ ସମ୍ମିଳନୀ କରି ଏଭଳି ଅଭିଯୋଗ ଆଣିଛନ୍ତି ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି । ଏହି ଘଟଣାରେ ମନ୍ତ୍ରୀ ଦିବ୍ୟଶଙ୍କର ସମ୍ପୃକ୍ତ ଥିବାବେଳେ ତାଙ୍କୁ ରାଜ୍ୟ
Read More...

ପ୍ରିୟରଞ୍ଜନଙ୍କ ପୁଷ୍‌ଅପ୍‌ରେ ବିଶ୍ୱ ରେକର୍ଡ

ସମ୍ବଲପୁର : ସମ୍ବଲପୁର ଜିଲ୍ଲା ରତନପୁର ଗ୍ରାମର ପ୍ରିୟ ରଞ୍ଜନ ନାୟକ ପୁଷ୍‌ଅପ୍‌ରେ ବିଶ୍ୱ ରେକର୍ଡ ସ୍ଥାପନ କରିଛନ୍ତି । ସେ ଇଂଲଣ୍ଡ, ଲଣ୍ଡନର ହାଭାର୍ଡ ଠାରେ ମାତ୍ର ୭ ମିନିଟ ୩୮ ସେକେଣ୍ଡରେ ୨୦୦ ପୁଷ୍‌ଅପ୍‌ କରି ଏହି ବିଶ୍ୱ ରେକର୍ଡ ସ୍ଥାପନ କରିଛନ୍ତି । ତାଙ୍କର ଏପରି କୃତିତ୍ୱରେ
Read More...

୧୫ ଲକ୍ଷ ଟଙ୍କା ଲୁଟ୍‌ ଅଭିଯୋଗ

ସମ୍ବଲପୁର : ସମ୍ବଲପୁର ଗେଙ୍ଗୁଟିପାଲି ଶିବ ମନ୍ଦିର ସମ୍ମୁଖରେ ୧୫ ଲକ୍ଷ ଟଙ୍କା ଲୁଟ୍‌ ହୋଇଥିବା ଅଭିଯୋଗ ହୋଇଛି । ଅଭିଯୋଗ ଅନୁସାରେ ଗତକାଲି ସମ୍ବଲପୁର ଗେଙ୍ଗଟିପାଲି ଶିବ ମନ୍ଦିର ସାମ୍‌ନାରୁ ଜଣେ ବ୍ୟକ୍ତିଙ୍କ ଠାରୁ ଦୁଇଜଣ ଦୁର୍ବୃତ୍ତ ଦ୍ରୁତ ଗତିରେ ଆସି ୧୫ଲକ୍ଷ ଟଙ୍କା ଥିବା ବ୍ୟାଗ୍‌
Read More...

ମା’ ଘଣ୍ଟେଶ୍ୱରୀ ସାହିତ୍ୟ ଘର ଚିପିଲିମା ଆନୁକୂଲ୍ୟରେ ସୁବାଷ ଚନ୍ଦ୍ର ବୋଷ ତଥା ବୀର ସୁରେନ୍ଦ୍ର ସାଏଙ୍କର ଜନ୍ମ…

ସମ୍ବଲପୁର : ମା' ଘଣ୍ଟେଶ୍ୱରୀ ସାହିତ୍ୟ ଘର ଚିପିଲିମା ଆନୁକୂଲ୍ୟରେ ସୁବାଷ ଚନ୍ଦ୍ର ବୋଷ ତଥା ବୀର ସୁରେନ୍ଦ୍ର ସାଏଙ୍କର ଜନ୍ମ ଜୟନ୍ତୀ ଗତକାଲି ଅନ୍‌ଲାଇନ୍‌ ଆସର ମାଧ୍ୟମରେ ଆୟୋଜିତ ହୋଇଯାଇଛି । ଏହି ଆସରରେ ୫ ଜଣ କବି କବୟିତ୍ରୀ ତାଙ୍କର ସ୍ୱରଚିତ କବିତା ପାଠ କରିଥିଲେ ସେମାନେ ହେଲେ
Read More...

ମା’ ଘଣ୍ଟେଶ୍ୱରୀ ସାହିତ୍ୟ ଘର, ଚିପିଲିମା ଓ ପିତାପାଲି ଗ୍ରାମବାସୀଙ୍କ ମିଳିତ ଆନୁକୂଲ୍ୟରେ ମଙ୍ଗଳୁ ଚରଣ…

ସମ୍ବଲପୁର : ମା' ଘଣ୍ଟେଶ୍ୱରୀ ସାହିତ୍ୟ ଘର, ଚିପିଲିମା ଓ ପିତାପାଲି ଗ୍ରାମବାସୀଙ୍କ ମିଳିତ ଆନୁକୂଲ୍ୟରେ ସର୍ବମାନ୍ୟ ସ୍ରଷ୍ଟା ମଙ୍ଗଳୁ ଚରଣ ବିଶ୍ବାଳଙ୍କ ସ୍ମୃତିସଭା ତାଙ୍କ ଜନ୍ମ ମାଟି ପିତାପାଲିଠାରେ ଅନୁଷ୍ଠିତ ହୋଇଥିଲା । ଉକ୍ତ ସଭାରେ ଓଡିଶା ସାଂସ୍କୃତିକ ସମାଜ ସମ୍ବଲପୁରର ସମ୍ପାଦକ
Read More...

କବିତା ଆସର ଆୟୋଜିତ

ସମ୍ବଲପୁର, (କେପିଏନ୍‌ଏସ୍‌) : ଗତକାଲି ଘଣ୍ଟି ସାହିତ୍ୟ ଘର୍ ଚିପିଲିମା ଅନୁଷ୍ଠାନ ତାର ୨୩ ନମ୍ବର କବିତା ଆସର୍ ଆୟୋଜିତ କରିଥିଲା ଅନଲାଇନ ଗୁଗୁଲ ମିଟ ମାଧ୍ୟମରେ । ଏଥିରେ ୭ ଜଣ କବି, କବୟିତ୍ରୀ ତାଙ୍କର ସ୍ୱରଚିତ କବିତା ପାଠ କରିଥିଲେ । ସେମାନେ ହେଲେ ଶୁଭଙ୍କରୀ ଦାଶ, କାହ୍ନୁଚରଣ ସାହୁ,
Read More...

ମଙ୍ଗଳୁ ଚରଣ ବିଶ୍ୱାଳଙ୍କ ସ୍ଥାନ ଅପୁରଣୀୟ ରହିବ

ସମ୍ବଲପୁର : ବିଶିଷ୍ଟ ସାହିତ୍ୟିକ ମଙ୍ଗଳୁ ଚରଣ ବିଶ୍ୱାଳଙ୍କ ସକାଳେ ପରଲୋକ ଘଟିଛି । ସମ୍ବଲପୁର ଜିଲ୍ଲା ପରମାଣପୁର ବାର ଡୁଙ୍ଗରିସ୍ଥିତ ତାଙ୍କର ଘରେ ତାଙ୍କର ମୃତ୍ୟୁ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୮୬ ବର୍ଷ ହୋଇଥିଲା । ବାର୍ଦ୍ଧକ୍ୟ ଜନିତ ସମସ୍ୟା ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିବା
Read More...