Browsing Tag

sambalpur news

ରେଳ ସାମଗ୍ରୀ ଚୋରି ସମୟରେ ରେଳବାଇ ପୁଲିସ ହାତରେ ଧରାପଡିଲା ଚୋର

ସମ୍ବଲପୁର : ସମ୍ବଲପୁରଠାରେ ରେଳବାଇ ସାମଗ୍ରୀ ଚୋରି ସମୟରେ ଜଣେ ଚୋରକୁ ରେଳବାଇ ପୁଲିସ ଧରିଥିବା ଜଣାପଡିଛି । ସୂଚନା ଅନୁଯାୟୀ, ଶନିବାର ବିଳମ୍ବିତ ରାତିରେ ରେଳବାଇ ପୁଲିସର ଏକ ସ୍ୱତନ୍ତ୍ର ସ୍କ୍ୱାର୍ଡ ଦଳ ସମ୍ବଲପୁର ମୁଖ୍ୟ ରେଳ ଷ୍ଟେସନରୁ ଫାଟକ ଓ ସମ୍ବଲପୁର ସିଟି ରେଳ ଷ୍ଟେସନ ମଧ୍ୟରେ
Read More...

ଏବିଭିପି ଓଡ଼ିଶା ପକ୍ଷରୁ ସମ୍ବଲପୁର ବିଶ୍ୱ ବିଦ୍ୟାଳୟର କୁଳପତି ପ୍ରଫେସରଙ୍କୁ ପ୍ରଶ୍ନପତ୍ର ଲିକ୍ ଘଟଣାର ସଠିକ୍ ତଦନ୍ତ…

ସମ୍ବଲପୁର : ଏବିଭିପି ଓଡ଼ିଶାର ଏକ ପ୍ରତିନିଧି ମଣ୍ଡଳୀ ସମ୍ବଲପୁର ବିଶ୍ୱ ବିଦ୍ୟାଳୟର କୁଳପତି ପ୍ରଫେସର ସଂଜୀବ ମିତଲଙ୍କୁ ଭେଟି ପ୍ରଶ୍ନପତ୍ର ଲିକ୍ ଘଟଣାର ସଠିକ୍ ତଦନ୍ତ ପାଇଁ ଦାବୀପତ୍ର ପ୍ରଦାନ କରିବା ସହ ଆଗାମୀ ଦିନରେ ଯେପରି ଏହାର ପୁନରାବୃତ୍ତି ନ ଘଟେ ସେଥିପାଇଁ ଧ୍ୟାନ ରଖିବାକୁ ଦାବୀ
Read More...

ଅଗ୍ନିପଥ ଯୋଜନା ମାଧ୍ୟମରେ ସମ୍ବଲପୁରଠାରେ ଆର୍ମି ନିଯୁକ୍ତି ରାଲି

ସମ୍ବଲପୁର, (କେପିଏନ୍‌ଏସ୍‌) : ଅନୁଗୁଳ, ବରଗଡ, ବଲାଙ୍ଗିର, ଢେଙ୍କାନାଳ, ଦେବଗଡ, ଝାରସୁଗୁଡା, କେନ୍ଦୁଝର, ସମ୍ବଲପୁର, ସୁବର୍ଣ୍ଣପୁର ଓ ସନ୍ଦରଗଡ ଜିଲ୍ଲାର ଯୋଗ୍ୟ ପ୍ରାର୍ଥୀଙ୍କ ନିମନ୍ତେ ଅଗ୍ନିପଥ ଯୋଜନା ମାଧ୍ୟମରେ ଆର୍ମି ନିଯୁକ୍ତି ରାଲି ଅନୁଷ୍ଠିତ ହେବ । ଏହି ଆର୍ମି ନିଯୁକ୍ତି ରାଲି
Read More...

ସମ୍ବଲପୁରରେ ପୁଣି ମାସ୍କ ପିନ୍ଧିବା ବାଧ୍ୟତାମୂଳକ

ସମ୍ବଲପୁର : ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସହରକୁ ପୁଣି ଥରେ ଫେରିଛି ମାସ୍କ ଓ ଅନ୍ୟ କଟକଣା । ଯଦିଓ ପୂର୍ବରୁ ମାସ୍କ ପିନ୍ଧିବାକୁ କୁହାଯାଉଥିଲା କିନ୍ତୁ ଏବେ ଏହାକୁ ବାଧ୍ୟତାମୂଳକ କରାଯାଇଛି । ଏନେଇ ଏକ ଗାଇଡଲାଇନ୍‌ ଜାରି କରିଛି ସମ୍ବଲପୁର ମହାନଗର ନିଗମ । ଦୋକାନ ବଜାରରେ
Read More...

ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରଠାରେ ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀମାନଙ୍କୁ…

ସମ୍ବଲପୁର : ସମ୍ବଲପୁରର ସିଦ୍ଧେଶ୍ୱରବେର୍ଣ୍ଣା ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରଠାରେ ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀମାନଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ପ୍ରଧାନ ଆଚାର୍ଯ୍ୟ ଦିଲୀପ କୁମାର ପାଢ଼ୀଙ୍କ ଅଧ୍ୟକ୍ଷତାରେ ବିଦ୍ୟାଳୟରେ
Read More...

କାର୍ବନ ଆନୋଡ୍ ବ୍ଲକରେ ଚାପି ହୋଇ ୧ ମୃତ, ୧ ଗୁରୁତର

ସମ୍ବଲପୁର : ସମ୍ବଲପୁର ଲରପଙ୍କ ନିକଟରେ ଟ୍ରକରେ ବୋଝେଇ ହୋଇ ଯାଉଥିବା କାର୍ବନ ଆନୋଡ୍ ବ୍ଲକ ବାଟରେ ଖସିପଡିବାରୁ ପଛରେ ଯାଉଥିବା ବାଇକ ଆରୋହୀ ଉକ୍ତ କାର୍ବନ ଆନୋଡ୍ ବ୍ଲକରେ ଚାପି ହୋଇ ମୃତ୍ୟୁବରଣ କରିଥିବା ଜଣାପଡିଛି । ମୃତକ ଜଣକ କାଲୁପଡାର ଗୁଲାପ ଭୋଇ ବୋଲି ଜଣାପଡିଛି । ସୂଚନା ଅନୁସାରେ
Read More...

ଜବରଦଖଲ ସମସ୍ୟା ଓ ବନ୍ଧର ଉନ୍ନତି ନିମନ୍ତେ ବୈଠକ

ସମ୍ବଲପୁର : ସମ୍ବଲପୁରର ବୁଢ଼ାରଜା ସ୍ଥିତ ଭୀମଭୋଇ ନଗର ଉନ୍ନୟନ କମିଟି ପକ୍ଷରୁ ଅଞ୍ଚଳର ଦୈନିକ ବଜାର ନିକଟରେ ଜବରଦଖଲ ଓ ଦୋରା ବନ୍ଧର ଉନ୍ନତି ନିମନ୍ତେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ରବିବାର ପ୍ରଦୀପ କୁମାର ଦାଶଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ଭୀମଭୋଇ ଦୈନିକ ବଜାର ନିକଟରେ
Read More...

ନାତିର ଠେଙ୍ଗା ମାଡରେ ଆଖି ବୁଜିଲା ଆଈ

ସମ୍ବଲପୁର : ସମ୍ବଲପୁର କିସିଣ୍ଡା ଥାନା ଅନ୍ତର୍ଗତ ବଲମ ପିତାବଳୀପଡାରେ ଆଈ ମୁଣ୍ଡକୁ ଠୋଙ୍ଗାରେ ପିଟି ପିଟି ହତ୍ୟା କଲା ନାତି । ରକ୍ତ ଜୁଡୁବୁଡୁ ଅବସ୍ଥାରେ ବୃଦ୍ଧ ମହିଳାଙ୍କୁ ଉଦ୍ଧାର କରଯାଇ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଡାକ୍ତର ସେଠାରୁ ବୃଦ୍ଧଙ୍କ ମୃତ୍ୟୁ ଘଟିଥିବା
Read More...

ବୁଲା ଷଣ୍ଢକୁ ଉଦ୍ଧାର କଲା ଅଗ୍ନିଶମ ଦଳ

ସମ୍ବଲପୁର : ଆଜି ସକାଳ ସମୟରେ ସ୍ଥାନୀୟ ଦୁର୍ଗାପାଲି ଠାରେ ନିର୍ମାଣାଧିନ ଫ୍ଲାଇ ଓଭର ବ୍ରିଜର ଏକ ପିଲର୍‌ର ସାଙ୍କୁରିଆ ଗୋଲେଇ ଠାରେ ଏକ ବୁଲା ଷଣ୍ଢ ଫଶି ରହି ଯାଇଥିଲା । ବହୁ ଚେଷ୍ଟା ସତ୍ୱେ ଷଣ୍ଢକୁ ସ୍ଥାନୀୟ ଲୋକେ ଉଦ୍ଧାର କରି ନ ପାରିବାରୁ ଅଗ୍ନିଶମ ଦଳକୁ ଖବର ଦେବାରୁ ଏକ ୬ ଜଣିଆ ଦଳ
Read More...

ଉନ୍ନତ ପ୍ରଣାଳୀରେ ଲଙ୍କା ଚାଷ ଉପରେ ଦିନିକିଆ ତାଲିମ୍ ଶିବିର ଅନୁଷ୍ଠିତ

ସମ୍ବଲପୁର, (ନିରୋଜ କୁମାର ପାଣୀ) : ସମ୍ବଲପୁର ଜ଼ିଲ୍ଲା ମାନେଶ୍ଵର ବ୍ଲକ ଅନ୍ତର୍ଗତ ହୁମା ମନ୍ଦିର ନିକଟରେ ଦିନିକିଆ ଉନ୍ନତ ଲଙ୍କା ଚାଷ ଉପରେ ଦିନିକିଆ ଶିବିର ସ୍ୱେଚ୍ଛାସେବୀ ଅନୁଷ୍ଠାନ ମହାଶକ୍ତି ଫାଉଣ୍ଡେସନ ଓ ଏଚଡିଏଫସି ବ୍ୟାଙ୍କର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠିତ
Read More...