Browsing Tag

sambalpur news

ମହାନଦୀରୁ ମୃତ ଘଡିଆଳ କୁମ୍ଭୀର ଉଦ୍ଧାର

ସମ୍ବଲପୁର : ମହାନଦୀରେ ମାଛ ମାରୁଥିବା ସମୟରେ ମାଛ ଧରାଳିମାନେ ଏକ ମୃତ ଘଡ଼ିଆଳ କୁମ୍ଭୀରକୁ ଉଦ୍ଧାର କରିଥିବା ସୂଚନା ମିଳିଛି । କୁମ୍ଭୀରଟିର ଦେହରେ ଟ୍ରାନ୍ସମିଟର ଲାଗିଥିବା ଦେଖିବାକୁ ମିଳିଛି । ତେବେ କୁମ୍ଭୀରଟି ବନ୍ୟା ସମୟରେ ସାତକୋସିଆ ଅଞ୍ଚଳରୁ ଚାଲି ଆସିଥିବା ଅନୁମାନ କରାଯାଉଛି ।
Read More...

ପଶ୍ଚିମ ଓଡିଶା ଆଦିବାସୀ ମହାସଂଘ ତରଫରୁ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ

ସମ୍ବଲପୁର : ପଶ୍ଚିମ ଓଡିଶା ଆଦିବାସୀ ମହାସଂଘ ତରଫରୁ ସମ୍ବଲପୁର ଜିଲ୍ଲା ଯୁଯୁମୁରା ବ୍ଲକ ଅର୍ନ୍ତଗତ ମେଘପାଳ ପଞ୍ଚାୟତର ଦାଉପଡାଠାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମହାସଂଘର ରାଜ୍ୟ ପର୍ଯ୍ୟବେକ୍ଷକ ଡ. ଜିନିତା ବା ଓ ସାଧାରଣ ସମ୍ପାଦକ ଶ୍ୟାମ
Read More...

ଦିବଂଗତ ସନ୍ତରଣ ପ୍ରଶିକ୍ଷକ ଖଟେଶ୍ୱର ପାଣ୍ଡେଙ୍କ ଶ୍ରାଦ୍ଧ ଦିବସ

ସମ୍ବଲପୁର : ଓଡ଼ିଶାର ପ୍ରଥମ ଏନ୍‌ଆଇଏସ୍‌ ସନ୍ତରଣ ପ୍ରଶିକ୍ଷକ ସ୍ୱର୍ଗତ ଖଟେଶ୍ୱର ପାଣ୍ଡେଙ୍କ ୧୫ତମ ଶ୍ରାଦ୍ଧବାର୍ଷିକୀ ସ୍ଥାନୀୟ ଡା. ଝସକେତନ ସାହୁ ସୁଇମିଙ୍ଗ ପୁଲଠାରେ ଆୟୋଜିତ ହୋଇଯାଇଛି । ଆନ୍ତର୍ଜାତିକ ମାଷ୍ଟର ଏଥଲେଟ ସୁନ୍ଦର ମଣି ଓ ଜୟନ୍ତ ପାଣ୍ଡେ ସ୍ୱର୍ଗତ ପାଣ୍ଡେଙ୍କ ଫଟୋଚିତ୍ରରେ
Read More...

ଜିଲ୍ଲାପାଳଙ୍କ ତବଲା ପଞ୍ଚାୟତ କାର୍ଯ୍ୟାଳୟ ପରିଦର୍ଶନ

ସମ୍ବଲପୁର : ସମ୍ବଲପୁର ଜିଲ୍ଲାପାଳ ଅନନ୍ୟା ଦାସ ଶୁକ୍ରବାର ମାନେଶ୍ୱର ବ୍ଲକ ଅର୍ନ୍ତଗତ ତବଲା ପଞ୍ଚାୟତ ଗସ୍ତରେ ଯାଇ ପଞ୍ଚାୟତ କାର୍ଯ୍ୟାଳୟ ପରିଦର୍ଶନ କରିଥିଲେ । ପଞ୍ଚାୟତ କାର୍ଯ୍ୟାଳୟ ପରିଦର୍ଶନ ଓ ଯାଞ୍ଚ ପରେ ଜିଲ୍ଲାପାଳ ଦାସ ଆଦର୍ଶ ଲିଙ୍ଗରାଜ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ଦ୍ୱାରା
Read More...

ସମ୍ବଲପୁରକୁ ରାଜସ୍ତରୀୟ ଭାରତ ସ୍କାଉଟ୍ସ ଓ ଗାଇଡ ପୁରସ୍କାର

ସମ୍ବଲପୁର : ଭାରତ ସ୍କାଉଟ୍ସ ଓ ଗାଇଡର ଓଡ଼ିଶା ରାଜ୍ୟ ଶାଖା ଆନୁକୂଲ୍ୟରେ ପୂର୍ବତନ ରାଜ୍ୟ ସଭାପତି ବସନ୍ତ ବିଶ୍ୱାଳଙ୍କ ସ୍ମୃତିରେ ପ୍ରଦାନ କରାଯାଉଥିବା ସମ୍ମାନଜନକ ପୁରସ୍କାର ଚଳିତ ବର୍ଷ ସମ୍ବଲପୁର ଜିଲାକୁ ପ୍ରଦାନ କରାଯାଇଛି । ଏହି ସମ୍ବର୍ଦ୍ଧନା ଉତ୍ସବ ରାଜଧାନୀ ଭୁବନେଶ୍ୱରଠାରେ ଆୟୋଜିତ
Read More...

କାନାଡାରେ ନୂଆଁଖାଇ ପାଳିତ

ସମ୍ବଲପୁର : କାନାଡାର ଟୋରୋଣ୍ଟୋ ସହରରେ ପାଳିତ ହୋଇଛି ନୂଆଁଖାଇ ପର୍ବ । ଟୋରୋଣ୍ଟୋରେ ରହୁଥିବା ଓଡିଆ ପରିବାର ମାନେ ପ୍ରତି ବର୍ଷ ନୂଆଁଖାଇ ପର୍ବ ଖୁବ ଧୁମାଧାମରେ ପାଳନ କରୁଥିବା ବେଳେ, ଚଳିତ ବର୍ଷ ମଧ୍ୟ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ଆୟୋଜିତ କରିଥିଲେ । ଅଧିଷ୍ଠାତ୍ରୀ ଦେବୀ ମା'
Read More...

ବିପୁଳ ପରିମାଣର କଫ୍‌ ସିରଫ ଜବତ : ୧ ଗିରଫ

ସମ୍ବଲପୁର : ସମ୍ବଲପୁର ଜିଲ୍ଲା ଅବକାରୀ ବିଭାଗ ଦ୍ୱାରା ଚଢ଼ାଉ କରାଯାଇ ବିପୁଳ ମାତ୍ରାରେ କଫ୍‌ ସିରଫ ଜବତ କରାଯାଇଛି । ପ୍ରାପ୍ତ ସୂଚନାନୁଯାୟୀ, ଅବକାରୀ ବିଭାଗର ସୁପରିଟେଣ୍ଡେଣ୍ଟ ଅଶୋକ କୁମାର ସେଠଙ୍କ ନିର୍ଦ୍ଦେଶାନୁଯାୟୀ ବେଆଇନ ନିଶା କାରବାର ଉପରେ ଅଙ୍କୁଶ ଲଗାଇବା ନିମନ୍ତେ ସ୍ୱତନ୍ତ୍ର
Read More...

ନୂଆଁଖାଇ ପାଇଁ ମା’ଙ୍କ ପୀଠରେ ପହଞ୍ଚିଲା ନୂଆ ଧାନ

ସମ୍ବଲପୁର : ପଶ୍ଚିମ ଓଡିଶାର ଅଧିଷ୍ଟାତ୍ରୀ ଦେବୀ ମା' ସମଲେଶ୍ୱରୀ ପୀଠକୁ ପହଞ୍ଚିଲା ନୂଆଁଖାଇ ପାଇଁ ସରିଆ ଧାନ । ସହର ନିକଟସ୍ଥ ବଲବସପୁର ଗ୍ରାମର ସୁବାଷ ବେହେରା ପ୍ରତି ବର୍ଷ ଏହି ଧାନ ଏକ ସ୍ୱତନ୍ତ୍ର ବିଲରେ ରୋପଣ କରିଥାନ୍ତି । ଯାହାକି ୬୦ ଦିନ ମଧ୍ୟରେ ହୋଇଥାଏ । ଉକ୍ତ ଧାନକୁ ଶ୍ରୀ
Read More...

୨୦ ହଜାର ଲାଞ୍ଚ ନେବା ବେଳେ ଧରାପଡିଲେ କନିଷ୍ଠ କିରାଣୀ

ସମ୍ବଲପୁର : ସମ୍ବଲପୁରସ୍ଥିତ ଯୁଗ୍ମ ଶ୍ରମ କାର୍ଯ୍ୟାଳୟରେ କନିଷ୍ଠ କିରାଣୀ ଭାବେ ଚାକିରି କରୁଥିବା ଭାଗୀରଥି ଖର୍ସେଲ ୨୦ ହଜାର ଟଙ୍କା ଲାଞ୍ଚ ନେବା ସମୟରେ ଭିଜିଲାନ୍ସ ହାତରେ ଧରା ପଡିଥିବା ଜଣାପଡିଛି । ପ୍ରାପ୍ତ ସୂଚନା ଅନୁଯାୟୀ, ସମ୍ବଲପୁର ଯୁଗ୍ମ ଶ୍ରମ ଆୟୁକ୍ତ କାର୍ଯ୍ୟାଳୟରେ ପ୍ରଦୀପ
Read More...

ସମ୍ବଲପୁର ଗସ୍ତରେ ମୁଖ୍ୟ ଶାସନ ସଚିବ ଓ ୫-ଟି ସଚିବ

ସମ୍ବଲପୁର : ସମ୍ବଲପୁର ଗସ୍ତରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଓ ୫-ଟି ସଚିବ ଭି.କେ ପାଣ୍ଡିଆନ ଆଜି ସମ୍ବଲପୁର ଗସ୍ତ କରିଛନ୍ତି । ଖବର ଅନୁଯାୟୀ, ଜମାଦାରପାଲି ଏୟରଷ୍ଟ୍ରିପରେ ପହଞ୍ଚି ଭିସୁଟ ଅଭିମୁଖେ ଯାଇଛନ୍ତି । ଏହାପରେ ଭିସୁଟରେ ପହଞ୍ଚି ସମୀକ୍ଷା କରିବାର କାର୍ଯ୍ୟକ୍ରମ ରହିଛି ।
Read More...