Browsing Tag

saintala news

ଅଦିନିଆ ବର୍ଷାରେ ଘର ଭାଙ୍ଗିଥିବା ନେଇ ତଦାରଖ କଲେ ତହସିଲଦାର

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକର ବିଭିନ୍ନ ଗ୍ରାମରେ ଅଦିନିଆ ଲଘୁଚାପ ବର୍ଷା ଯୋଗୁଁ ଅନେକ ଲୋକଙ୍କ ଘର ଭାଙ୍ଗି ଯାଇଥିବା ମଧ୍ୟ ଜଣାପଡିଛି ତେବେ ଆଜି ସଇଁନ୍ତଲା ତହସିଲଦାର ଯୁଗେଶ୍ୱର ଧରୁଆ, ଆରଆଇ ମେଘନାଦ ଦୀପ, ମେଣ୍ଟୁ ନନ୍ଦ ସମେତ ତହସିଲ କର୍ମଚାରୀ
Read More...

ଅଜଣା ରୋଗରେ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ : ପ୍ରଶ୍ନଙ୍କୁ ଉତ୍ତର ଦେବ କିଏ ?

ସଇଁନ୍ତଲା, (ଅଜିତ କୁମାର ସାହୁ) : ରାଜ୍ୟ ସରକାର ଗରିବ ଲୋକମାନଙ୍କ ପାଇଁ ଅନେକ ଯୋଜନା କରୁଥିବା ବେଳେ ମାଗଣାରେ ଚିକିତ୍ସାର ବ୍ୟବସ୍ଥା ମଧ୍ୟ କରୁଥିବା କହୁଛନ୍ତି ହେଲେ ଏଭଳି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ ଅନ୍ତର୍ଗତ କରମତଲା ପଞ୍ଚାୟତ ସ୍ଥିତ
Read More...

ମୌଳିକ ସୁବିଧାରୁ ବଞ୍ଚିତ ଭିର୍କାପଡା ଗ୍ରାମବାସୀ : ସରକାରଙ୍କ ଦୃଷ୍ଟି ପଡିବ କେବେ ?

ସଇଁନ୍ତଲା, (ଅଜିତ କୁମାର ସାହୁ) : ରାଜ୍ୟ ଓ କେନ୍ଦ୍ର ସରକାର ଗ୍ରାମାଞ୍ଚଳର ଉନ୍ନତି ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିଲେ ମଧ୍ୟ ଅନେକ ଗ୍ରାମ ମୌଳିକ ସୁବିଧାରୁ ବଂଚିତ ହେଉଥିବା ଦେଖିବାକୁ ମିଳିଛି । ଏଭଳି ଏକ ଉଦାହରଣ ହେଉଛି ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ କରମତଲା ପଞ୍ଚାୟ
Read More...

ଟୁଇଟ୍‌ ଯୋଗେ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କଲେ ଦୀପା : ବର୍ଷାରେ ଭିଜୁଛି ସଇଁନ୍ତଲା ବିଇଓଙ୍କ କାର୍ଯ୍ୟାଳୟ

ସଇଁନ୍ତଲା, (ଅଜିତ କୁମାର ସାହୁ) : ସବୁବେଳେ ଲୋକଙ୍କ ଦୁଃଖରେ ସୁଖରେ ସାହାଯ୍ୟ ସହଯୋଗ କରି ଆସୁଥିବା ଜଣେ ମହିଳା ବରଗଡ଼ ଜିଲ୍ଲା ମାଟି ପାଇଁ ଅନେକ ଗର୍ବ ସାଉଁଟି ପାରିଛନ୍ତି । ସେ ହେଉଛନ୍ତି ଦୀପା ବାରିକ । ଅନେକ ଲୋକଙ୍କ ସମସ୍ୟାକୁ ଟୁଇଟ୍‌ ମାଧ୍ୟମରେ ସରକାରଙ୍କୁ ଜଣାଇଛନ୍ତି ଓ ଏଥିରେ
Read More...

ବର୍ଷାରେ ଭିଜୁଛି ସଇଁନ୍ତଲା ବିଇଓ କାର୍ଯ୍ୟାଳୟ : ମନ୍ତ୍ରୀ ଟୁକୁନିଙ୍କୁ ଚିଠି ଲେଖିଲେ ବିଇଓ

ସଇଁନ୍ତଲା, (ଅଜିତ କୁମାର ସାହୁ) : ରାଜ୍ୟ ସରକାର ଶିକ୍ଷାର ବିକାଶ ପାଇଁ କୋଟି କୋଟି ଟଙ୍କା ବ୍ୟୟ କରୁଥିବା ବେଳେ ଛାତ୍ରଛାତ୍ରୀଙ୍କ ପାଠପଢ଼ା ସାଙ୍ଗଙ୍କୁ ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ର ପାଇଁ ସହାୟତା ମଧ୍ୟ ପ୍ରଦାନ କରୁଛନ୍ତି । ହେଲେ ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ଶିକ୍ଷା
Read More...

କାଦୁଅ ରାସ୍ତା ଦେଇ ଯାତାୟାତ କରୁଛନ୍ତି ଦାବଜୁରୀ ଗ୍ରାମବାସୀ : ମନ୍ତ୍ରୀଙ୍କ ପାଖରେ ରାସ୍ତା ନିର୍ମାଣ ପାଇଁ ଦାବୀ

ସଇଁନ୍ତଲା, (ଅଜିତ କୁମାର ସାହୁ) : ସ୍ୱାଧୀନତାର ଦୀର୍ଘ ବର୍ଷ ପରେ ମଧ୍ୟ ଏବେ ବି ଅନେକ ଗାଁ ଲୋକେ ମୌଳିକ ସମସ୍ୟାରୁ ବଂଚିିତ ହେଉଥିବା ଦୃଶ୍ୟ ମଧ୍ୟ ଦେଖିବାକୁ ମିଳୁଛି । ରାଜ୍ୟ ଓ କେନ୍ଦ୍ର ସରକାର ଗ୍ରାମାଂଚଳର ଉନ୍ନତି ପାଇଁ କୋଟି କୋଟି ଟଙ୍କା ବ୍ୟୟ କରୁଥିବା ବେଳେ ଅନେକ ଗ୍ରାମକୁ ପକ୍କା
Read More...

ସଇଁନ୍ତଲା ବନାଞ୍ଚଳରୁ ବଜ୍ରକାପ୍ତା ଉଦ୍ଧାର

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବନାଞ୍ଚଳ ଅଧିନସ୍ଥ ସ୍ଥାନିୟ ଧାନବିଲ ଠାରେ ସଇଁନ୍ତଲା ବନ ବିଭାଗ ପକ୍ଷରୁ ଏକ ବଜ୍ରକାପ୍ତା ଉଦ୍ଧାର କରାଯାଇଛି । ସୂଚନା ଯୋଗ୍ୟ ଯେ, ନବୀନଛକ ନିକଟରେ କିଛି ଯୁବକ ଧାନବିଲରେ ଏକ ବଜ୍ରକାପ୍ତା ଗାତ ଭିତରୁ ବାହାରି ବୁଲୁଥିବାର
Read More...

‘କୋଶଳ ପ୍ରବାହର ପ୍ରଭାବ’ : ମେରାବାହାଲ ଗାଁରେ ମନରେଗା ମହା ଦୁର୍ନୀତି ଘଟଣା, ତଦନ୍ତ କଲା ବ୍ଳକ ପ୍ରଶାସନ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ଏକ ଦାଦନପ୍ରବଣ ଅଞ୍ଚଳ ହେଇଥିବା ବେଳେ ଏଠାରେ ମନରେଗା କାମ କେତେକ ଅଞ୍ଚଳରେ ଠିକ ଢ଼ଙ୍ଗରେ ସମ୍ପାଦନ ହୋଇ ପାରୁନଥିବା ଦେଖିବାକୁ ମିଳିଥିଲା । ତେବେ ମେସିନରେ କାମ ହେଉଥିବା ବେଳେ ଶ୍ରମିକ ମାନେ କାମ କରିବାରୁ ବଞ୍ଚିତ ହେଉଥିବା ନେଇ
Read More...

ରାସ୍ତାର ଶୋଚନୀୟ ଅବସ୍ଥା ଯୋଗୁଁ ୩ କିଲୋମିଟର ଷ୍ଟ୍ରେଚର୍‌ରେ ବୁହା ହେଲେ ରୋଗୀ : ରାସ୍ତା ମରାମତି ପାଇଁ ଦାବୀ

ସଇଁନ୍ତଲା, (ଅଜିତ କୁମାର ସାହୁ) : ଗ୍ରାମାଞ୍ଚଳର ଉନ୍ନତି ପାଇଁ ରାଜ୍ୟ ଓ କେନ୍ଦ୍ର ସରକାର କୋଟି କୋଟି ଟଙ୍କା ବ୍ୟୟ କରୁଥିବା ଡିଣ୍ଡିମ ପିଟୁଛନ୍ତି । ହେଲେ ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ଦାବଜୋରି ଗ୍ରାମ ଭିର୍କାପଡ଼ାରେ ରାସ୍ତା ଶୋଚନୀୟ ଅବସ୍ଥାରେ ପଡିରହିଛି । ତେବେ ଆଜି ଜଣେ
Read More...

ମାନବିକତା ଦେଖାଇ ରକ୍ତଦାନ କଲେ ମହେନ୍ଦ୍ର

ସଇଁନ୍ତଲା, (ଅଜିତ କୁମାର ସାହୁ) : ରକ୍ତଦାନ ମହାପୁଣ୍ୟ । ଅନେକ ଲୋକେ ରକ୍ତ ଅଭାବରୁ ଅନେକ ଅସୁବିଧାର ସମ୍ମୁଖିନ ମଧ୍ୟ କରି ଥାଆନ୍ତି । କିନ୍ତୁ ଜଣେ ରୋଗୀଙ୍କୁ ରକ୍ତର ଆବଶ୍ୟକତା ରହିଥିବା ନେଇ ଖବର ପାଇବା ପାଇଁ ମାନବିକତା ଦେଖାଇ ବଲାଙ୍ଗିର ଭୀମ ଭୋଇ ମେଡ଼ିକାଲ କଲେଜ ରକ୍ତ ଭଣ୍ଡାରକୁ ଯାଇ
Read More...