Browsing Tag

saintala news

ସଇଁନ୍ତଲା ବଣିକ ସଂଘ ପକ୍ଷରୁ ସଚେତନତା କରିବା ସହ ମାସ୍କ ବଣ୍ଟନ

ସଇଁନ୍ତଲା, (ଅଜିତ କୁମାର ସାହୁ) : କରୋନା ମାହାମାରୀରକୁ ହରାଇବାକୁ ହେଲେ ସଚେତନତା ନିହାତି ଆବଶ୍ୟକ । ବର୍ତ୍ତମାନ କରୋନା ମହାମାରୀର ଦ୍ୱିତୀୟ ଲହର ଯାଇନଥିବା ବେଳେ କରୋନାର ତୃତୀୟ ଲହର ଆସୁଥିବା ନେଇ ଚର୍ଚ୍ଚା ଜୋର୍‌ ଧରିଲାଣି । ତେବେ ଏଭଳି ପରିସ୍ଥିତିରେ ବଲାଙ୍ଗିର ଜିଲ୍ଲା ସଇଁନ୍ତଲା
Read More...

ଗୁରୁମୁନି ଗାଁକୁ ରାଜସ୍ୱ ମାନ୍ୟତା ଦାବୀରେ ତହସିଲଦାର ଓ ବିଡ଼ିଓଙ୍କୁ ଦାବୀପତ୍ର ପ୍ରଦାନ

ସଇଁନ୍ତଲା, (ଅଜିତ କୁମାର ସାହୁ) : ସ୍ୱାଧୀନତାର ଦୀର୍ଘ ବର୍ଷ ପରେ ମଧ୍ୟ ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ କରମତଲା ପଞ୍ଚାୟତ ଗୁରୁମୁନି ଗାଁକୁ ରାଜସ୍ୱ ମାନ୍ୟତା ମିଳିନଥିବା ବେଳେ ଆଜି ଏନେଇ ସଇଁନ୍ତଲା ବିଡ଼ିଓ ଦେବାଶିଷ ସାମଲ ଓ ତହସିଲଦାର ଯୁଗେଶ୍ଵର ଧରୁଆଙ୍କୁ ଏକ ଦାବୀପତ୍ର ପ୍ରଦାନ
Read More...

ସଇଁନ୍ତଲା ପଞ୍ଚାୟତକୁ ମରୁଡି ଘୋଷଣା ଦାବୀରେ ତହସିଲ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ

ସଇଁନ୍ତଲା, (ଅଜିତ କୁମାର ସାହୁ) : ଚାଷ କାମ ଯାହାର କେଡ଼େ ସୁଖ ତାହାର ବୋଲି କୁହା ଯାଉଥିବା ବେଳେ ବର୍ତ୍ତମାନ ଯେଉଁ ଭଳି ପରିସ୍ଥିତି ଦେଖାଦେଇଛି ତାହା ନ କହିଲେ ଭଲ । ପାଣି ପାଇଁ ଲୋକଙ୍କର ହା ହା କାର ପରିସ୍ଥିତି ସୃଷ୍ଟି ହେଉଥିବା ବେଳେ ସ୍ଥାନୀୟ ପ୍ରଶାସନ ଅଣଦେଖା ଯୋଗୁଁ ବର୍ତ୍ତମାନ
Read More...

ନାବାଳିକା ଝିଅକୁ ପ୍ରେମ ପରେ ପ୍ରତାରଣା : ପ୍ରେମିକ ଗିରଫ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ଥାନା ବଡ଼ମାଲ ଫାଣ୍ଡି ଫପସି ଅଞ୍ଚଳର ଜଣେ ଦଳିତ ବର୍ଗର ୧୭ ବର୍ଷୀୟ ନାବାଳିକା ଝିଅଙ୍କୁ ପ୍ରେମ ପରେ ପ୍ରତାରଣା କରିବା ପରେ ପ୍ରେମିକଙ୍କୁ ପୁଲିସ ଗିରଫ କରିଥିବା ଜଣାପଡିଛି । ଅଭିଯୋଗ ଅନୁଯାୟୀ, ଗତ ୧୧.୨.୨୦ରେ ପ୍ରେମୀକ
Read More...

କାମ ନ କରି ମୃତ ବ୍ୟକ୍ତିଙ୍କ ନାଁରେ ମନରେଗା ଯୋଜନାରେ ଉଠିଛି ଟଙ୍କା ପ୍ରସଙ୍ଗ : ଟୁଇଟ କଲେ ଦୀପା, ତଦନ୍ତ ହେବ ବୋଲି…

ସଇଁନ୍ତଲା, (ଅଜିତ କୁମାର ସାହୁ) : କାମ ନ କରି ମୃତ ବ୍ୟକ୍ତିଙ୍କ ନାଁରେ ମନରେଗା ଯୋଜନାରେ ଟଙ୍କା ଉଠିଥିବା ନେଇ ଖବର ପ୍ରସାରଣ ଓ ଅଭିଯୋଗ ପରେ ମଧ୍ୟ ପ୍ରଶାସନ ପକ୍ଷରୁ କୌଣସି ପ୍ରକାରର ତଦନ୍ତ କରାଯାଉ ନ ଥିବା ବେଳେ ଏବେ ସନ୍ଧେହ ସୃଷ୍ଟି ହୋଇଛି । ଅନ୍ୟପଟେ ଅଙ୍ଗିରାଜ ସାହୁ, ଅଗସ୍ତି ସାହୁ,
Read More...

ଶିଳାନ୍ୟାସ କରି ଭୁଲି ଗଲେ ନେତା ବ୍ରିଜ ନିର୍ମାଣ କାମ, ଲାନ୍ଥ ନଦୀରେ ବ୍ରିଜ ନିର୍ମାଣ ଦାବୀରେ ଜଳ ସତ୍ୟାଗ୍ରହ କଲେ…

ସଇଁନ୍ତଲା, (ଅଜିତ କୁମାର ସାହୁ) : ରାଜ୍ୟ ଓ କେନ୍ଦ୍ର ସରକାର ଗମନାଗମନ ପାଇଁ ପ୍ରତ୍ୟେକ ବର୍ଷ କୋଟି କୋଟି ଟଙ୍କା ବ୍ୟୟ କରୁଥିବା ବେଳେ ଗ୍ରାମାଞ୍ଚଳରେ ଅନେକ ଉନ୍ନତି ହେଉଥିବା ଡିମ୍‌ ଡିମ୍‌ ପିଟୁଛନ୍ତି । ସ୍ୱାଧୀନତାର ଦୀର୍ଘ ବର୍ଷ ପରେ ଏବେବି ଏମିତି ଅନେକ ଗାଁ ରହିଛି, ଯେଉଁ ଗାଁକୁ ଭଲ
Read More...

ଲୋକ ଦେଖାଣିଆ ସାଂସଦଙ୍କ ମରୁଡି ସମୀକ୍ଷା : ଟିକ୍ରାପଡ଼ା ଅଞ୍ଚଳର ମୁରୁଡ଼ି ଅଞ୍ଚଳକୁ ପରିଦର୍ଶନ କଲେ ରାଜ୍ୟ ବିଜେପି ଦଳ,…

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲାରେ ଚଳିତ ବର୍ଷ ବର୍ଷାର ଘୋର ଅଭାବ ଦେଖା ଦେଇଥିବାରୁ ଅନେକ ଚାଷୀ ଏବେ ଭାଙ୍ଗି ପଡିଛନ୍ତି । ଚାଷୀମାନେ ଧାର କରଜ କରି ଚାଷ କରିଥିଲେ । ହେଲେ ବର୍ଷାର ଅଭାବ ରହିଥିବା ବେଳେ ବଲାଙ୍ଗିର ଜିଲ୍ଲାର ବିଭିନ୍ନ ବ୍ଳକକୁ ମରୁଡି ଘୋଷଣା କରିବା
Read More...

ପାଣି ସମସ୍ୟାକୁ ନେଇ ଯନ୍ତ୍ରୀଙ୍କୁ ଘେରାଉ କଲେ ଗ୍ରାମବାସୀ

ସଇଁନ୍ତଲା, (ଅଜିତ କୁମାର ସାହୁ) : ରାଜ୍ୟ ଓ କେନ୍ଦ୍ର ସରକାର ଗ୍ରାମାଞ୍ଚଳରେ ଜଳ ଯୋଗାଣ ପାଇଁ ପ୍ରତ୍ୟେକ ବର୍ଷ କୋଟି କୋଟି ଟଙ୍କାର ବ୍ୟୟ କରୁଛନ୍ତି ହେଲେ ପ୍ରଶାସନ ଅବହେଳା ଯୋଗୁଁ ଲୋକେ ପାଣି ପାଇଁ ହାହାକାର ପରିସ୍ଥିତି ସୃଷ୍ଟି ହେଉଥିବାରୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖା
Read More...

କାମ ନ କରି ମୃତ ବ୍ୟକ୍ତିଙ୍କ ନାଁରେ ମନରେଗା ଯୋଜନାରେ ଉଠିଛି ଟଙ୍କା : ବ୍ୟାପକ ଦୁର୍ନୀତି, ତଦନ୍ତ ପାଇଁ ବିଡ଼ିଓଙ୍କୁ…

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକରେ ଦିନକୁ ଦିନ ମନରେଗା ଯୋଜନାରେ ବ୍ୟାପକ ଦୁର୍ନୀତି ହେଉଥିବା ଘଟଣା ଅନେକ ଥର ଦେଖିବାକୁ ମିଳିଥାଏ । ହେଲେ ଏହି ବ୍ଳକରେ ତଦନ୍ତ ବଦଳରେ ରାଜନୈତିକ ଦଳର ଚାପରେ ଚାପି ହୋଇ କାର୍ଯ୍ୟାନୁଷ୍ଠାନ ହେଉନଥିବା ନଜରକୁ ଆସିଛି ।
Read More...

ମନରେଗା ଯୋଜନାରେ ଲୋକଙ୍କୁ ସାମିଲ ପାଇଁ ବ୍ଳକ ଆଦିବାସୀ ସଂଘ ପକ୍ଷରୁ ବିଡିଓଙ୍କୁ ଦାବୀପତ୍ର ପ୍ରଦାନ

ସଇଁନ୍ତଲା, (ଅଜିତ କୁମାର ସାହୁ) : କିଛି ଦିନ ପରେ ପଶ୍ଚିମ ଓଡିଶାର ଗଣ ପର୍ବ ନୂଆଁଖାଇ । ହେଲେ ଲୋକଙ୍କ ମୁହଁରେ ସରାଗ ନାହିଁ । ଚଳିତ ବର୍ଷ ଭଲ ବର୍ଷା ହେଉନ ଥିବା ବେଳେ ଚିନ୍ତାରେ ଭାଙ୍ଗି ପଡିଛି ଚାଷୀ । ବଲାଙ୍ଗିର ଜିଲ୍ଲା ଏକ ଦାଦନ ପ୍ରବଣ ଅଞ୍ଚଳ । ନୂଆଁଖାଇ ସାରିବା ପରେ ହଜାର ହଜାର
Read More...