Browsing Tag

saintala news

୧୮ ବର୍ଷ ହେଲାଣି ଏକାଠି ନୂଆଁ ଖାଉଛନ୍ତି ଶିକାପତ୍ରାପାଲି ଗୌତିଆ ପରିବାର

ସଇଁନ୍ତଲା, (ଅଜିତ କୁମାର ସାହୁ) : ପଶ୍ଚିମ ଓଡିଶାର ଗଣପର୍ବ କୁ ନେଇ ଲୋକେ ବେଶ ଉତ୍ସ।ହିତ ରହିଥାଆନ୍ତି । ନୂଆଁଖାଇ ପର୍ବକୁ ନେଇ ଲୋକଙ୍କ ମଧ୍ୟରେ ଭାଇଚାର ବଢ଼ିଥାଏ । ଭାଇଚାରାର ଏକ ଅନନ୍ୟ ଉଦାହରଣ ଦେଖିବାକୁ ମିଳିଛି ଶିକାପତ୍ରାପାଲିର ଗୌତିଆ ପରିବାରରେ । ଦୀର୍ଘ ୧୮ ବର୍ଷରୁ ଅଧିକ ହେବ
Read More...

ଭୁଏରପଡ଼ା ଗାଁରେ ୨୩୦ ଜଣଙ୍କୁ କୋଭିଡ ଟୀକା ପ୍ରଦାନ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ କରମତଲା ପଞ୍ଚାୟତ ଭୁଏରପଡା ୟୁପି ସ୍କୁଲ ଠାରେ ଆଜି ୨୩୦ ଜଣ ବୟସ୍କ ବ୍ୟକ୍ତିଙ୍କୁ ଟୀକା ପ୍ରଦାନ କରାଯାଇଥିଲା । ଏଏନଏମ ସୁଲୟା ତାଣ୍ଡି, ଭିକ୍ଟୋରିୟା ନାଗ, ଭାରତୀ ପୋଡ଼, ଯଶୋବନ୍ତୀ ପଶାୟତ, ଗଙ୍ଗାଧର ପୋଡ଼, କାନ୍ତ
Read More...

ବର୍ଷାରେ ବେହାଲ ସଇଁନ୍ତଲା ଡାକ୍ତରଖାନା : ଛାତରୁ ଝରୁଛି ପାଣି ରୋଗୀ ହନ୍ତସନ୍ତ, ପ୍ରଶାସନର ଅବହେଳା ଯୋଗୁଁ ରୋଗୀ ହଇରାଣ

ସଇଁନ୍ତଲା, (ଅଜିତ କୁମାର ସାହୁ) : ରାଜ୍ୟ ଓ କେନ୍ଦ୍ର ସରକାର ପ୍ରତେକ ଡାକ୍ତରଖାନାର ସ୍ୱଚ୍ଛତା, ସୁନ୍ଦର ପରିବେଶ ତଥା ଡାକ୍ତରଖାନାକୁ ରକ୍ଷଣାବେକ୍ଷଣ ପାଇଁ କୋଟି କୋଟି ଟଙ୍କା ବ୍ୟୟ କରିବା ପାଇଁ ସ୍ଥାନୀୟ ଡାକ୍ତରଖାନାର ଅଧିକାରୀଙ୍କୁ ଦାୟିତ୍ୱ ଦେଉଛନ୍ତି ହେଲେ ସ୍ଥାନୀୟ ପ୍ରଶାସନର ଅବହେଳା
Read More...

ନୂଆଁଖାଇ ଜୁହାର୍‌ ଭେଟ୍‌ ଉତ୍ସବ

ସଇଁନ୍ତଲା, (ଅଜିତ କୁମାର ସାହୁ) : ପଶ୍ଚିମ ଓଡିଶାର କୃଷି ଭିତ୍ତିକ ଗଣ ପର୍ବ ନୂଆଁଖାଇ । ଗାଁ ଠୁ ସହର ଚଳଚଞ୍ଚଳ ହୋଇ ଉଠିଥିବା ବେଳେ ନୂଆଁଚୂଡ଼ାରେ ନୂଆଁଖାଇବା ବେଶ୍‌ ନିଆଁରା । ଏହି ଗଣପର୍ବ ନୂଆଁଖାଇକୁ ଆଜି ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକରେ ଲୋକେ ବେଶ୍‌ ଧୁମ୍‌ଧାମ୍‌ରେ ନୂଆଁଖାଇବା
Read More...

ନୂଆଁଖାଇର ପ୍ରଥମ ସୋପାନ ରୋଗ ବାଗ ଦୂର ଲାଗି ରୁଗିବଲା ପର୍ବ ପାଳିତ

ସଇଁନ୍ତଲା, (ଅଜିତ କୁମାର ସାହୁ) : ପଶ୍ଚିମ ଓଡିଶାର କୃଷି ଭିତ୍ତିକ ଗଣପର୍ବ ନୂଆଁଖାଇକୁ ବାକି ରହିଲା ଆଉ ମାତ୍ର ୪ ଦିନ । ଏଥିପାଇଁ ଗାଁ ଗହଳିରେ ଏବେଠାରୁ ଦେଖାଦେଲାଣି ଭିନ୍ନ ଏକ ଉଷ୍ମତା । ଘର ଦୁଆର ସଫାସୁତୁରା, ଲିପାପୋଛା ସାଙ୍ଗକୁ ଘର ଜିନିଷ ଧୁଆ ଧୋଇରେ ଲାଗି ପଡିଲେଣି ଲୋକେ । ପ୍ରାକ
Read More...

ସଇଁନ୍ତଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଆଶା ଚୟନରେ ଦୁର୍ନୀତି ଅଭିଯୋଗ

ସଇଁନ୍ତଲା, (ଅଜିତ କୁମାର ସାହୁ) : ଗତ କିଛି ଦିନ ତଳେ ସଇଁନ୍ତଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଅଧୀନରେ କିଛି ଆଶା ପଦବୀ ଚୟନ ପାଇଁ ଦରଖାସ୍ତ ପକାଯାଇଥିଲା । ହେଲେ ଚୟନ ପ୍ରକ୍ରିୟାରେ ଦୁର୍ନୀତି ଅଭିଯୋଗ ହୋଇଥିବା ବେଳେ ଏହାକୁ ନେଇ ବଲାଙ୍ଗିର ସ୍ୱେଛାସେବୀ ସଂଗଠନର ସଦସ୍ୟ ଗୋବିନ୍ଦ ଶତପଥୀ,
Read More...

କୋଶଳୀ କ୍ଷୁଦ୍ର ଚଳଚ୍ଚିତ୍ର ‘ଆମର୍‌ ନୂଆଁଖାଇ’ର ସୁଟିଙ୍ଗ୍‌ ଆରମ୍ଭ

ସଇଁନ୍ତଲା, (ଅଜିତ କୁମାର ସାହୁ) : ପଶ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇ । ଏହି ନୂଆଁଖାଇକୁ ନେଇ ବେଶ ଉତ୍ସ।ହିତ ସହରଠାରୁ ଗ୍ରାମାଞ୍ଚଳର ଲୋକେ ଯିଏ ଯେଉଁଠି ଥାଉ ନା କାହିଁକି ନିଜ ଭିଟାମାଟିକୁ ଏହି ନୂଆଁଖାଇ ନିମନ୍ତେ ଫେରିଥାଏ । ଗାଁ ଗାଁରେ ବେଶ ଲୋକଙ୍କ ମନରେ ଉତ୍ସ।ହ ଲାଗି ରହିଥିବା ବେଳେ
Read More...

କାମ ନ କରି ମୃତ ବ୍ୟକ୍ତିଙ୍କ ନାଁରେ ମନରେଗା ଯୋଜନାରେ ଉଠିଛି ଟଙ୍କା ପ୍ରସଙ୍ଗ : ଜିଆରଏସ୍‌କୁ ଡାକି ପଚରାଉଚରା କଲେ…

ସଇଁନ୍ତଲା, (ଅଜିତ କୁମାର ସାହୁ) : କାମ ନ କରି ମୃତ ବ୍ୟକ୍ତିଙ୍କ ନାଁରେ ମନରେଗା ଯୋଜନାରେ ଉଠିଥିବା ଟଙ୍କାକୁ ନେଇ ଲଗାତାର ଭାବରେ 'କୋଶଳ ପ୍ରବାହ'ରେ ଖବର ପ୍ରସାରଣ ଓ ଅଭିଯୋଗ ପରେ ପ୍ରଶାସନ ଚେତିଛି । ତେବେ ଆଜି ଜିଆରଏସ୍‌ ମନୋଜ ଦାସଙ୍କୁ ବିଡ଼ିଓ ଦେବାଶିଷ ସାମଲ ବ୍ଳକ କାର୍ଯ୍ୟାଳୟକୁ
Read More...

ସ୍ୱେଚ୍ଛାସେବୀ ଅନୁଷ୍ଠାନ ନିଧି ଓ ସମନ୍ୱିତ ଶିଶୁ ବିକାଶ ବିଭାଗ ତରଫରୁ ଅଙ୍ଗନବାଡି କେନ୍ଦ୍ର ଠାରେ ପୃଷ୍ଟିକର ଖାଦ୍ୟ…

ସଇଁନ୍ତଲା, (ଅଜିତ କୁମାର ସାହୁ) : ଆଜି ମୁରିବାହାଲ ବ୍ଲକର ପତ୍ରାପଲ୍ଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଲିମ୍ବପଡା ଗ୍ରାମର ଅଙ୍ଗନବାଡି କେନ୍ଦ୍ର ଠାରେ ପୃଷ୍ଟିକର ଖାଦ୍ୟ ସପ୍ତାହ ସ୍ୱେଚ୍ଛାସେବୀ ଅନୁଷ୍ଠାନ ନିଧି ଓ ସମନ୍ୱିତ ଶିଶୁ ବିକାଶ ବିଭାଗର ମିଳିତ ସହଯୋଗରେ ପାଳନ ହୋଇଯାଇଛି । ଏହି
Read More...

ଉତ୍ତମ ମାନର ଛତୁଆ ଯୋଗାଉଛନ୍ତି ଶ୍ରୀ ଶ୍ରୀ ଲଷ୍ମୀ ମା’ ଏସ୍‌ଏଚ୍‌ଜି ଦଳ : ୩୦ ପରିବାରଙ୍କୁ ମିଳୁଛି ରୋଜଗାର

ସଇଁନ୍ତଲା, (ଅଜିତ କୁମାର ସାହୁ) : ରାଜ୍ୟ ସରକାର ପକ୍ଷରୁ ଗର୍ଭବତୀ ମହିଳା ଓ ଶିଶୁଙ୍କୁ ପୁଷ୍ଟିକର ଖାଦ୍ୟ ଯୋଗାଇବା କୋଟି କୋଟି ଟଙ୍କା ଖର୍ଚ୍ଚ କରିବା ସହ ବିଭିନ୍ନ ଜିଲ୍ଲାରେ ବିଭିନ୍ନ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଦାୟିତ୍ୱ ଦେଇଥିବା ବେଳେ ଅନେକ ଏସ୍‌ଏଚ୍‌ଜି ଦଳ ଛୁତୁଆ ପ୍ରସ୍ତୁତି କରି
Read More...