Browsing Tag

saintala news

ଘରୋଇ କଳହକୁ କେନ୍ଦ୍ର କରି ବୃଦ୍ଧଙ୍କ ଆତ୍ମହତ୍ୟା

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ଥାନା ବଡ଼ମାଳ ଫାଣ୍ଡି ଅଧୀନସ୍ଥ ଗଣ୍ଡପତ୍ରାପାଲି ପଞ୍ଚାୟତର ଭତାସର ଗାଁର ଜଣେ ବ୍ୟକ୍ତି ଘରୋଇ କଳହକୁ କେନ୍ଦ୍ର ଜଣେ ବୃଦ୍ଧ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି । ମୃତ ବ୍ୟକ୍ତିଙ୍କ ନାମ ଉପେନ୍ଦ୍ର ରଣା ଓରଫ ଫକୀର (୫୦)  ବୋଲି ଜଣାପଡିଛି
Read More...

ସଇଁତଲା କୋର୍ଟରେ ନୂତନ ବିଚାରପତିଙ୍କ ଯୋଗଦାନ

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା କୋର୍ଟରେ ନୂତନ ବିଚାରପତି ଯୋଗଦାନ କରିଥିବାରୁ ଆଜି ସଇଁତଲା ଓକିଲ ସଂଘ ତରଫରୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି । ଏହା ପୂର୍ବରୁ ଥିବା ବିଚାରପତି ପ୍ରଭାତ କୁମାର ସାମଲଙ୍କୁ ଖୋର୍ଦ୍ଧା ବଦଳି ହେବା ପରେ ତାଙ୍କ ସ୍ଥାନରେ ନୂତନ
Read More...

ବଡ଼ମାଲ ଫାଣ୍ଡିରୁ ଅଭିଯୁକ୍ତ ଫେରାର ଘଟଣାରେ ଜଣେ ମହିଳାଙ୍କ ସମେତ ୪ ଜଣ ଅଭିଯୁକ୍ତ ଗିରଫ : ନଗଦ ୩୦ ହଜାର ଟଙ୍କା, ୨…

ସଇଁତଲା, (ପ୍ରମୋଦ କୁମାର ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ଥାନା ବିନ୍ଦନବାହାଲି ମଦଭାଟି ମେନେଜର ଓ ସେଲ୍ସମ୍ୟାନଙ୍କୁ  ଦୁର୍ବୁତ୍ତମାନେ ନିସ୍ତୁକ ମାଡ଼ ମାରି ମେନେଜରଙ୍କ ମୁଣ୍ଡରେ ପିସ୍ତଲ ଲଗାଇ ଲକ୍ଷାଧିକ ଟଙ୍କା ଲୁଟ କରିବା ସହ ମୋବାଇଲ ଫୋନ ମଧ୍ୟ ଲୁଟ କରି ନେଇଥିବା
Read More...

ବଡ଼ମାଲ ଗୋଳାବାରୁଦ କାରଖାନା ସେବା ସମବାୟ ସମିତିରେ ସଞ୍ଜୟ କୁମାର ମୁନ ସଭାପତି ଭାବେ ନିର୍ବାଚିତ, ମଜଦୁର ୟୁନିୟନରେ…

ସଇଁତଲା, (ପ୍ରମୋଦ କୁମାର ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକର ବଡ଼ମାଲ ବହୁମୁଖୀ ସେବା ସମବାୟ ସମିତିର ସଭାପତି ପଦ ପାଇଁ ଗତ ବୁଧବାର ଦିନ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ଏଥିରେ ମଜଦୁର ସଂଘରୁ ସଞ୍ଜୟ କୁମାର ମୁନ ଓ ପୀତବାସ ପଟେଲ ନାମାଙ୍କନ ପତ୍ର ଦାଖଲ
Read More...

ବୁଲା କୁକୁର କାମୁଡିବାରୁ ଛାତ୍ରୀଙ୍କ ସମେତ ୮ ଜଣ ଆହତ, ଅଭିଯୋଗ ପରେ ମଧ୍ୟ ପ୍ରଶାସନ ନିରବ

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ସହରରେ ବୁଲା କୁକୁରଙ୍କ ଦୌରାତ୍ମ୍ୟ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଆଜି ସହରର ବିଭିନ୍ନ ସ୍ଥାନରେ ଜଣେ ସ୍କୁଲ ଛାତ୍ରୀଙ୍କ ସମେତ ୮ ଜଣଙ୍କୁ ବୁଲା କୁକୁର କାମୁଡିଥିବା ଜଣାପଡିଛି । ଏନେଇ ସଇଁତଲା ଡାକ୍ତରଖାନାରେ ଚିକିତ୍ସିତ
Read More...

ବଡ଼ମାଲ ଗୋଳାବାରୁଦ କାରଖାନାର ସାଧାରଣ ବୈଠକ ଓ ନୂତନ କାର୍ଯ୍ୟକାରିଣୀ କମିଟି ଗଠିତ

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା  ଗୋଳାବାରୁଦ କାରଖାନା ସ୍ଥିତ ୱାର୍କମେନ କ୍ଲବଠାରେ ଭାରତୀୟ ପ୍ରତିରକ୍ଷା ମଜଦୁର ସଂଘ ସହ ଅନୁବନ୍ଧିତ ତଥା ଭାରତ ସରକାରଙ୍କ ରକ୍ଷା ମନ୍ତ୍ରଣାଳୟ ଦ୍ୱାରା ମାନ୍ୟତାପ୍ରାପ୍ତ ବଲାଙ୍ଗିର ଗୋଳାବାରୁଦ ୱାର୍କର୍ସ ୟୁନିଅନ ବଡମାଲର ବାର୍ଷିକ
Read More...

ଅବସପ୍ରାପ୍ତ ଶିକ୍ଷକ ବୃନ୍ଦାବନ କୁମ୍ଭାରଙ୍କ ଦ୍ୱାରା ଭ୍ରାମ୍ୟମାଣ ପାଠାଗାର ଆୟୋଜିତ

ସଇଁତଲା, (ପ୍ରମୋଦ କୁମାର ସେଲମା) : ସଇଁତଲା ବ୍ଲକ ଅନ୍ତର୍ଗତ ଧରପଗଡ ସରକାରୀ ଉଚ୍ଚ ବିଦ୍ୟାଳୟରେ ଅବସପ୍ରାପ୍ତ ଶିକ୍ଷକ ବୃନ୍ଦାବନ କୁମ୍ଭାରଙ୍କ ଦ୍ୱାରା ଏକ ଭ୍ରାମ୍ୟମାଣ ପାଠାଗାରର ଆୟୋଜନ କରାଯାଇଥିଲା । ଏଥିରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁରେଶ ଚନ୍ଦ୍ର ଖେତି ଅଧ୍ୟକ୍ଷତା କରି ପୁସ୍ତକ
Read More...

ଘରକୁ ପଶିଲା କାର୍‌

ସଇଁତଲା, (କେପିଏନ୍‌ଏସ୍‌) : ସଇଁତଲା- କେସିଙ୍ଗା ୨୬ ନମ୍ବର ଜାତୀୟ ରାଜପଥ ଲୁହୁରାପାଲି ଗ୍ରାମଠାରେ ଏକ କାର୍‌ (ଓଡି୦୩ଆର୍‌ ୩୦୦୦) ଭାରସାମ୍ୟ ହରାଇ ରାସ୍ତାକଡରେ ଥିବା ଡ୍ରେନ୍‌ ଡେଇଁ ଏକ ଘର ଭିତରକୁ ପଶିଯାଇଥିଲା । ମଙ୍ଗଳବାର ସନ୍ଧ୍ୟାରେ ଏହି ଦୁର୍ଘଟଣା ଘଟିଛି । ଗୃହକର୍ତ୍ତା ଶବ୍ଦ
Read More...

ମନ୍ତ୍ରୀ ଟୁକୁନି ସାହୁଙ୍କ ଦ୍ୱାରା ବାବା ସାହେବ ଆମ୍ୱେଦକରଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ

ସଇଁତଲା, (ପ୍ରମୋଦ କୁମାର ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ କୁଇକେଡ଼ା ଛକ ରେଙ୍ଗାଲି ହାଇସ୍କୁଲ ପରିସରଠାରେ ପଶ୍ଚିମ ଓଡିଶା ମହିଳା ସଂଗଠନ ବଲାଙ୍ଗିର ତରଫରୁ ଭାରତ ରତ୍ନ ବାବା ସାହେବ ଡ଼. ବି. ଆର. ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି
Read More...

ସଇଁତଲା ସମବାୟ ସମିତିର ସଭାପତି ଭାବେ ପ୍ରଭାତ ସିଂ ଭୋଇ ନିର୍ବାଚିତ : ଚାଷୀ ମହଲରେ ବେଶ ଉତ୍ସାହ

ସଇଁତଲା, (ପ୍ରମୋଦ କୁମାର ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ ସଇଁତଲା ପ୍ରାଥମିକ କୃଷି ସମବାୟ ସମିତି ସଭାପତି ପଦ ପାଇଁ ଆଜି ପ୍ରଭାତ ସିଂ ଭୋଇ ନାମାଙ୍କନ ପତ୍ର ଦାଖଲ କରିଥିଲେ । ହେଲେ ଆଉ କୋଣସି ବ୍ୟକ୍ତି ନାମାଙ୍କନ ପତ୍ର ଦାଖଲ କରି ନ ଥିବାରୁ ନିର୍ବାଚନ ଅଧିକାରୀ ସଭାପତି ଭାବେ
Read More...