Browsing Tag

saintala news

ବ୍ୟବସ୍ଥାଗତ ଭୁଲ ଯୋଗୁଁ ହିତାଧିକାରୀ ହନ୍ତସନ୍ତ, ୬ ମାସରୁ ଅଧିକ ହେବ ଭତ୍ତା ପାଇବାରୁ ବଞ୍ଚିତ

ସଇଁତଲା, (ପ୍ରମୋଦ ସେଲମା) : ସରକାର ସାମାଜିକ ସୁରକ୍ଷାକୁ ସୁଦୃଢ଼ କରିବା ପାଇଁ ବିଭିନ୍ନ ଯୋଜନା ମାଧ୍ୟରେ ବୃଦ୍ଧ ବୃଦ୍ଧା ତଥା ଭିନ୍ନକ୍ଷମମାନଙ୍କ ପାଇଁ ଯୋଜନାମାନ କରି ସହାୟତା ପ୍ରଦାନ କରିଥାନ୍ତି । ସରକାର ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା ମଧୁବାବୁ ପେନସନ୍‌ ଯୋଜନା ଭଳି ବିଭିନ୍ନ
Read More...

ସଇଁତଲା ଆଦର୍ଶ ବିଦ୍ୟାଳୟରେ ବାର୍ଷିକ କ୍ରୀଡା ଉଦ୍‌ଯାପିତ, ୪ ଜଣ ଚମ୍ପିୟାନ ବିବେଚିତ

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ସ୍ଥିତ ଆଦର୍ଶ ବିଦ୍ୟାଳୟର ଖେଳ ପଡିଆ ଠାରେ ଗତ ୨ ଦିନ ଧରି ଚାଲିଥିବା ୭ତମ ବାର୍ଷିକ କ୍ରୀଡା ଉଦ୍‌ଯାପିତ ହୋଇଯାଇଛି । ଏହି ଅବସରରେ ବାଳିକା ଓ ବାଳକମାନଙ୍କୁ ଜୁନିୟର ଓ ସିନିୟର ବର୍ଗରେ ୧୦୦ ମିଟର, ୨୦୦ ମିଟର ଦୌଡ, ଲମ୍ବ ଡିଆଁ,
Read More...

୭ ଫୁଟ୍‌ ଲମ୍ବର ଅଜଗର ସାପ ଉଦ୍ଧାର

ସଇଁତଲା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ ବେଲଗାଁ ବିଦ୍ୟୁତ କାର୍ଯ୍ୟାଳୟ ପରିସରରୁ ୭ ଫୁଟ୍‌ ଲମ୍ବର ଏକ ଅଜଗର ସାପ ଉଦ୍ଧାର କରାଯାଇଥିବା ଜଣାପଡିଛି । ସୂଚନା ଅନୁସାରେ, ବେଲଗାଁ ବିଦ୍ୟୁତ କାର୍ଯ୍ୟାଳୟ ପରିସରରେ ଏକ ଅଜଗର ଥିବା ନେଇ ପ୍ରକୃତି ପ୍ରେମୀ ବିକିଜି ନାଗଙ୍କୁ
Read More...

ଚାଇଲ୍ଡ ଲାଇନ ସେ ଦୋସ୍ତି କାର୍ଯ୍ୟକ୍ରମ ଅନୁଷ୍ଠିତ

ସଇଁତଲା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ ଝିଙ୍କିଡୁଙ୍ଗୁରୀ ଗ୍ରାମ ପଞ୍ଚାୟତ ଠାରେ ୱାଇଏସ୍‌ସି ଚାଇଲ୍ଡ ଲାଇନ ତରଫରୁ ଚାଇଲ୍ଡ ଲାଇନ ସେ ଦୋସ୍ତି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ସରପଞ୍ଚ ପୁଷ୍ପାଞ୍ଜଳି ମାଝୀ ଅତିଥି ଭାବେ ଯୋଗ ଦେଇ ଉଦ୍‌ଘାଟିତ
Read More...

ସଇଁତଲାରେ ଶ୍ରୀମଦ୍‌ ଭାଗବତ ସପ୍ତାହ ଆରମ୍ଭ

ସଇଁତଲା, (କେପିଏନ୍‌ଏସ୍‌) : ସଇଁତଲା ବ୍ଲକ ଛକଠାରେ ଶ୍ରୀମଦ୍‌ ଭାଗବତ ସପ୍ତାହ ଭକ୍ତିଯଜ୍ଞ ଆଜିଠୁ ଆରମ୍ଭ ହେବ । ଏହି ଯଜ୍ଞ ୨୧ ତାରିଖ ପର୍ଯ୍ୟନ୍ତ ଚାଲିବ । ଶ୍ରୀମଦ୍‌ ଭାଗବତ ଏବଂ ନାମ ପ୍ରଚାର ସମିତି, ଶ୍ରୀଧାମ ବୃନ୍ଦାବନ ଆନୁକୂଲ୍ୟରେ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ବୃନ୍ଦାବନରୁ
Read More...

ଆମ୍ବପାଲି ହାଇସ୍କୁଲକୁ ପରିଦର୍ଶନ କଲେ ଟିଟିଲାଗଡ ଉପଜିଲ୍ଲାପାଳ

ସଇଁତଲା, (କେପଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ତୁଷୁରା ବ୍ଲକ ଆମ୍ବପାଲି ହାଇସ୍କୁଲରେ ତୃତୀୟ ପର୍ଯ୍ୟାୟରେ ୫ଟି କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ଏହାକୁ ପରିଦର୍ଶନ କରି ତଦାରଖ କରିଛନ୍ତି ଟିଟିଲାଗଡ ଉପଜିଲ୍ଲାପାଳ ସତ୍ୟବାନ ମନୋଜ ମହାଜନ । ଏହି ପରିଦର୍ଶନ ସମୟରେ ଉପଜିଲ୍ଲାପାଳଙ୍କ ସହ ବିଡିଓ
Read More...

ମାଛ ମରାକୁ କେନ୍ଦ୍ର କରି ମହିଳାଙ୍କୁ ହତ୍ୟା ଘାଟଣାରେ ଜଣେ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ଥାନା ଆମ୍ବପାଲି ଗାଁରେ ମାଛ ମରାକୁ କେନ୍ଦ୍ର କରି ଏକ ହତ୍ୟାକାଣ୍ଡ ଘଟିଥିଲା । ମୃତ ମହିଳାଙ୍କ ନାମ ଜାନକୀ ମହାନନ୍ଦ (୪୦) ବୋଲି ଜଣାପଡିଛି । ମିଳିଥିବା ସୂଚନା ଅନୁସାରେ ଘଟଣାଟି ଘଟିଥିଲା ଗତ ୩୧ତାରିଖ ଅପରାହ୍ନ ସମୟରେ । ଜାନକୀ
Read More...

୭୧ତମ ଜିଲ୍ଲାସ୍ତରୀୟ ଗୋ ସମ୍ବର୍ଦ୍ଧନା ଉତ୍ସବ ପାଳନ : ଗୋପାଳକ ଚାଷୀଙ୍କୁ ଅଣଦେଖା ଅଭିଯୋଗ, ସୂଚନା ନ ପାଇବାରୁ ଚାଷୀ…

ସଇଁତଲା, (ପ୍ରମୋଦ କୁମାର ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ ଡେଙ୍ଗ ପଞ୍ଚାୟତ ବୁର୍ଡା (ଲକ୍ଷ୍ମୀପାଲି) ଗ୍ରାମ ଠାରେ ପ୍ରାଣୀ ସମ୍ପଦ ବିକାଶ ବିଭାଗ ବଲାଙ୍ଗିର ଆନୁକୂଲ୍ୟରେ ୭୧ତମ ଜିଲ୍ଲାସ୍ତରୀୟ ଗୋ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ଭଗବାନ ଶ୍ରୀକୃଷ୍ଣ ଓ
Read More...

ଚାଷ ଜମିରୁ ମହିଳାଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ଥାନା ଆମ୍ବପାଲି ଗାଁର ଏକ ଚାଷ ଜମିରୁ ଜଣେ ମହିଳାଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର ହୋିଥିବା ଜଣାପଡିଛି । ତେବେ ମହିଳାଙ୍କୁ କେହି ହତ୍ୟା କରି ସେଠାରେ ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ
Read More...

ନିଖିଳ ଓଡିଶା କୈବର୍ତ୍ତ ସମାଜର ନୂଆଁଖାଇ ଭେଟ୍‌ଘାଟ୍‌ ଅନୁଷ୍ଠିତ

ମହାସଭାର ନବନିଯୁକ୍ତ ସଭାପତିଙ୍କୁ ଭବ୍ୟ ସମ୍ବର୍ଦ୍ଧନା ସଇଁତଲା, (ପ୍ରମୋଦ କୁମାର ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ସ୍ଥିତ ଡାକବଙ୍ଗଳା ପ୍ରାଙ୍ଗଣ ଠାରେ ନିଖିଳ ଓଡିଶା କୈବର୍ତ୍ତ ସମାଜର ଜିଲ୍ଲାସ୍ତରୀୟ ଅଷ୍ଟାଦଶ ତମ ନୂଆଁଖାଇ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
Read More...