Browsing Tag

saintala news

ଡୁମାଲପଡାଠାରେ ଟ୍ରେନ୍‌ରୁ ଖସି ପଡିଲେ ଯୁବକ : ଚାଲିଗଲା ଜୀବନ

ସଇଁତଳା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ଥାନା ଡୁମାଲପଡା ରେଲୱେ ଲାଇନ ନିକଟରେ ଥିବା ଏକ ପୋଲ ତଳେ ଜଣେ ଅଜଣା ଯୁବକଙ୍କ ମୃତଦେହକୁ ବଲାଙ୍ଗିର ଜିଆରପି ପୋଲିସ ଉଦ୍ଧାର କରିଥିବା ସୂଚନା ମିଳିଛି । ସୂଚନା ଅନୁଯାଇ ଯୁବକ ଜଣକ ବିଳମ୍ୱିତ ରାତିରେ (ଧନବାତଏଲପି) ଟ୍ରେନ୍‌ରେ
Read More...

ବରାହମାଲରେ ଶ୍ରୀରାମ ମଣ୍ଡପ ରତ୍ନ ମୁଦକ, ଶ୍ରୀରାମ ନବମୀର ୧୪ ବର୍ଷ ପୂର୍ତ୍ତି ଉପଲକ୍ଷେ ୧୬ ପ୍ରହରୀ ନାମଯଜ୍ଞ

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ ଭଦ୍ରା ପଞ୍ଚାୟତ ସ୍ଥିତ ବରାହମାଲ ଗ୍ରାମରେ ଶ୍ରୀରାମ ମଣ୍ଡପ ରତ୍ନ ମୁଦକ ଓ ଶ୍ରୀରାମ ନବମୀର ୧୪ ବର୍ଷ ପୂର୍ତ୍ତି ଉପଲକ୍ଷେ ୧୬ ପ୍ରହରୀ ନାମଯଜ୍ଞ ମହାସମାରୋହରେ ଉଦ୍‌ଯାପିତ ହୋଇଯାଇଛି । ଏହାର ପ୍ରଥମ ଦିନ ଗୁରୁବାର ଶ୍ରୀରାମ
Read More...

ଓଡିଶା କେନ୍ଦୁପତ୍ର କର୍ମଚାରୀ ସଂଘର ସାଧାରଣ ବୈଠକ

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ କୁଇକେଡ଼ା ପଞ୍ଚାୟତ ସ୍ଥିତ କମରଲଗା ଠାରେ ଓଡିଶା କେନ୍ଦୁପତ୍ର କର୍ମଚାରୀ ସଂଘର ଟିଟିଲାଗଡ଼ କେନ୍ଦୁପତ୍ର ଡିଭିଜନ ତରଫରୁ ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଟିଟିଲାଗଡ଼ ଡିଭିଜନ ସମ୍ପାଦକ ରାଜ କୁମାର ବିଶିଙ୍କ
Read More...

ଚାଲ ଆମେ ସ୍କୁଲ ଯିମା ସଚେତନତା ଅଭିଯାନ ଉଦ୍‌ଘାଟିତ

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ସ୍ଥିତ ବାଳିକା ବିଦ୍ୟାଳୟ ପରିସରରେ ୬ରୁ ୧୪ ବର୍ଷ ବୟସ ମଧ୍ୟରେ ଥିବା ସବୁ ପିଲାମାନଙ୍କୁ ସ୍କୁଲରେ ସେମାନଙ୍କୁ ନିୟମିତ ପାଠପଢ଼ାକୁ ଚାଲୁ ରଖିବା ଉଦ୍ଦେଶ୍ୟରେ ଚାଲ ଆମେ ସ୍କୁଲ ଯିମା ସଚେତନତା ଅଭିଯାନ ରଥକୁ ସଇଁତଲା ବ୍ଲକ ଶିକ୍ଷା
Read More...

ଗୋଳାବାରୁଦ କାରଖାନା ପରିସରରୁ ହରିଣର ମୃତଦେହ ଉଦ୍ଧାର : ଶବ ବ୍ୟବଛେଦ ପରେ ଶବକୁ ପୋତିଲା ବନ ବିଭାଗ

ହରିଣକୁ ବଞ୍ଚାଇବା ପାଇଁ ଆସିଥିବା ବେଳେ ସୁରକ୍ଷା ଅଧିକାରୀଙ୍କୁ ଆକ୍ରମଣ ଅଭିଯୋଗ ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ଥାନା ବଡ଼ମାଳ ଗୋଳାବାରୁଦ କାରଖାନା ପରିସରରେ ଗତ ୬ ଦିନ କାରଖାନା ସୁରକ୍ଷା ବାଡ଼ ଟିଟିଲାଗଡ଼ ଥାନା ଅଧୀନସ୍ଥ ଚାନ୍ଦୋତରା ଗାଁ ନିକଟରେ ଏକ ହରିଣର
Read More...

ଘରୋଇ କଳିକୁ ନେଇ ପଙ୍ଖାରେ ଶାଢ଼ୀ ଦେଇ ଆତ୍ମହତ୍ୟା କଲେ ମହିଳା : ହତ୍ୟା ଅଭିଯୋଗ ଆଣିଲେ ବାପା ଘର ପରିବାର ଲୋକେ,…

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ସଇଁତଲା ଥାନା କୁଆଁରଗାଁରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଜଣେ ମହିଳା ନିର୍ୟାତନା ସହି ନ ପାରି ପଙ୍ଖାରେ ଶାଢ଼ୀ ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡିଛି । ମୃତ ମହିଳାଙ୍କ ନାମ କଳ୍ପନାମୟୀ ତ୍ରିପାଠୀ(୨୫) ସ୍ୱାମୀ ଶୁଭାଂଶୁ ଶେଖର ତ୍ରିପାଠୀ
Read More...

ଟିକ୍ରାପଡାରେ ଅଭାବନୀୟ ଘଟଣା : ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ୬ ଗୋରୁଙ୍କ ମୃତ୍ୟୁ ଅଭିଯୋଗ

କ୍ଷତିପୂରଣ ପାଇଁ ସାଧାରଣରେ ଦାବୀ ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ଥାନା ଟିକ୍ରାପଡାର ବଡ଼ବାହାଲଠାରେ ରବିବାର ବିଦ୍ୟୁତ ସଂସ୍ପର୍ଶରେ ଆସି ୬ ଗୋଟି ଗୋରୁଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି । ଏଥିରେ ବିଦ୍ୟୁତ ବିଭାଗର ଅପାରଗତା ଯୋଗୁଁ ଏଭଳି ୬ ଗୋଟି ବଳଦର
Read More...

ସଇଁତଲା ବ୍ଲକରେ ଗୋଟିଏ ଦିନରେ ୪ ଜଣ ଶିକ୍ଷକଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ଶିକ୍ଷା ବିଭାଗର ୪ ଜଣ ଶିକ୍ଷକ ଅବସର ଗ୍ରହଣ କରିଛନ୍ତି । ଏହି ଅବସରରେ ବିଦ୍ୟାଳୟ ତରଫରୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ସଭା ଆୟୋଜିତ ହୋଇଯାଇଛି । ଏଥିରେ ବେଲଗାଁ ବିଜୟାନନ୍ଦ ହାଇସ୍କୁଲର ପ୍ରଧାନ ଶିକ୍ଷକ ନାରାୟଣ ମିଶ୍ରଙ୍କ
Read More...

ଟିକ୍ରାପଡାରେ ଶ୍ରୀରାମ ନବମୀ ଉପଲକ୍ଷେ ଶୋଭାଯାତ୍ରା, ‘ଜୟ ଶ୍ରୀରାମ’ ଧୂନିରେ କମ୍ପି ଉଠିଲା ଅଞ୍ଚଳ

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ ଟିକ୍ରାପଡାରେ ଶ୍ରୀରାମ ନବମୀ ଉତ୍ସବ ଅବସରରେ ଶ୍ରଦ୍ଧାଳୁଙ୍କ ଦ୍ୱାରା ଏକ ବିଶାଳ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏଥିରେ ଶ୍ରୀରାମ ନବମୀ ମହୋତ୍ସବ ସମିତି ଆନୁକୂଲ୍ୟରେ ଗତକାଲି ଅପରାହ୍ନ ୨ ଘଣ୍ଟା ସମୟରେ ଜଗନ୍ନାଥ
Read More...

ସଇଁତଲାରେ ଲୋକଉତ୍ସବ ଉଦ୍‌ଘାଟିତ, ଢ଼େମସା ନୃତ୍ୟ ଦର୍ଶକଙ୍କ ମନ ମୋହିଲା

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ସ୍ଥିତ ଡାକ ବଙ୍ଗଳା ପରିସରରେ ମା' ଚଣ୍ଡେଶ୍ୱରୀ ଲୋକଉତ୍ସବ ମହାସମାରୋହରେ ଉଦ୍‌ଘାଟିତ ହୋଇଯାଇଛି । ପ୍ରଥମେ ମା' ଚଣ୍ଡୀଙ୍କ ଠାରେ ପୂଜାର୍ଚ୍ଚନା କରିବା ପାଇଁ ଏକ ଆଦିବାସୀ ନୃତ୍ୟ, ଘଣ୍ଟବାଦ୍ୟ ଓ ବିଭିନ୍ନ ସାଂସ୍କୃତିକ ଦଳ
Read More...