Browsing Tag

saintala news

ସଇଁତଲା ବାଳିକା ଉଚ୍ଚ ବିଦ୍ୟାଳୟରେ ୭୪ତମ ବୃକ୍ଷ ରୋପଣ

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ସ୍ଥିତ ବାଳିକା ଉଚ୍ଚ ବିଦ୍ୟାଳୟଠାରେ ତାଲୁକ ଆଇନସେବା ପ୍ରାଧିକରଣ ଆନୁକୂଲ୍ୟରେ ଶୁକ୍ରବାର ୭୪ତମ ବନ ମହୋତ୍ସବ ପାଳିତ ହୋଇଯାଇଛି । ଉକ୍ତ ଉତ୍ସବରେ ତାଳୁକ ଆଇନସେବା ପ୍ରାଧିକରଣ ଅଧ୍ୟକ୍ଷା ତଥା ସଇଁତଲା ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ
Read More...

ବଲାଙ୍ଗିରରୁ ବେଲଗାଁ ଜାତୀୟ ରାଜପଥ-୨୬ ପାଇଁ ମଞ୍ଜି ସଂଗ୍ରହ କଲେ ଡେଙ୍ଗ ଛତ୍ରଛାତ୍ରୀ

ସଇଁନ୍ତଲା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ ଅନ୍ତର୍ଗତ ଡେଙ୍ଗ ସ୍ଥିତ ସରକାରୀ ଉନିତ ଉଚ୍ଚ ବିଦ୍ୟାଳୟର ଅମରବତୀ ଇକୋ କ୍ଲବ ଓ ଜୁନିୟର ରେଡକ୍ରସ ଆନୁକୂଲ୍ୟରେ ୭୪ତମ ବନ ମହୋତ୍ସବ ପାଳିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନଶିକ୍ଷକ ଚାଣ୍ଡାଳ ମିଶ୍ରଙ୍କର ପ୍ରତ୍ୟକ୍ଷ
Read More...

ପ୍ରେମ ବିବାହ ପରେ ପାରିବାରିକ କଳହକୁ କେନ୍ଦ୍ର କରି କୋଦାଳରେ ହାଣି ପତ୍ନୀକୁ ହତ୍ୟାକଲା ସ୍ୱାମୀ : କୋଦଳା ଜବତ ଓ…

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ଥାନା ଟିକ୍ରାପଡ଼ା ଫାଣ୍ଡି ଅନ୍ତର୍ଗତ ଝିଙ୍କିଡୁଙ୍ଗୁରି ପଞ୍ଚାୟତ ଝରବାହାଲି ଗାଁରେ ଉଭୟ ପ୍ରେମୀ ଯୁଗଳ ଘରୁ ଫେରାର ପରେ ପାରିବାରିକ କଳହକୁ ନେଇ ସ୍ୱାମୀ ନିଜ ସ୍ତ୍ରୀକୁ କୋଦାଳରେ ହାଣି ହତ୍ୟା କରିଥିବା ଖବର ମିଳିଛି । ମୃତ
Read More...

ସ୍କୁଲ ସାମ୍ନାରେ ବିପଦ ସଂକୁଳ ଅବସ୍ଥାରେ ଡ୍ରେନ କାର୍ଯ୍ୟ : ସାଧାରଣରେ ଅସନ୍ତୋଷ

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ ଆମ୍ବପାଲି ଗାଁରେ ପୂର୍ତ୍ତ ବିଭାଗ ଦ୍ୱାରା ଚାଲିଥିବା ସ୍କୁଲ ସାମ୍ନାରେ ବିପଦ ସଂକୁଳ ଅବସ୍ଥାରେ ଡ୍ରେନ କାମ ଅସଂପୂଣ୍ଣ ହୋଇ ପଡିରହିଛି କ୍ଷ ଉକ୍ତ ଡ୍ରେନରେ ସ୍କୁଲ ଛାତ୍ରଛାତ୍ରୀମାନେ ଆସୁଥିବା ସମୟରେ ପଡି ଆହତ ହେଉଥିବା
Read More...

ସଇଁତଲାରେ ବିଜେପି ଦଳର ସଂଯୁକ୍ତ ମୋର୍ଚ୍ଚା ସମ୍ମିଳନୀ

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ ନିର୍ବାଚନ ମଣ୍ଡଳୀରେ ବିଜେପି ଦଳ ତରଫରୁ ସଇଁତଲା ବ୍ଲକ ଫପସି ନାରୀକଟା କମ୍ୟୁନିଟି ହଲଠାରେ ଗତ ରବିବାର ବିଜେପି ବରିଷ୍ଠ ନେତା ମହେନ୍ଦ୍ର ଠାକୁରଙ୍କ ନେତୃତ୍ୱରେ କେନ୍ଦ୍ର ସରକାରଙ୍କ ୯ ବର୍ଷ ପୂର୍ତ୍ତି ଅବସରରେ ସଂଯୁକ୍ତ
Read More...

ମାକ୍ରି ଗାଁରେ ବନ ମହୋତ୍ସବ ସପ୍ତାହ କାର୍ଯ୍ୟକ୍ରମ ଅନୁଷ୍ଠିତ

ସଇଁନ୍ତଲା,(କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ ବଡ଼ମାଲ ବନଖଣ୍ଡ ମାକ୍ରି ଗାଁରେ ଆଜି ୭୪ତମ ବନ ମହୋତ୍ସବ ସପ୍ତାହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଟିଟିଲାଗଡ଼ ବନ ବିଭାଗ ରେଞ୍ଜର ଲିଙ୍ଗରାଜ ଭୋଇ ଯୋଗଦେଇ ଗଛ ଲଗାଇବା ଦ୍ୱାରା ପରିବେଶ
Read More...

ନୂତନ କେନ୍ଦ୍ରୀୟ କେନ୍ଦୁପତ୍ର ଗୋଦାମ ଗୃହ ଉଦ୍‌ଘାଟିତ

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ କେନ୍ଦୁପତ୍ର ଡିଭିଜନ ଅଧୀନସ୍ଥ ସଇଁତଲା କେନ୍ଦୁପତ୍ର ରେଞ୍ଜ ଅଫିସଠାରେ ନୂତନ କେନ୍ଦ୍ରୀୟ କେନ୍ଦୁପତ୍ର ଗୋଦାମ ଗୃହ ଉଦ୍‌ଘାଟିତ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟଅତିଥି ଭାବରେ ବଲାଙ୍ଗିର ସିସିଏଫ୍‌ ହର୍ଷବର୍ଦ୍ଧନ ଉଦ୍‌ଗାତା
Read More...

ପ୍ରେମିକାଙ୍କୁ ବିବାହ ପ୍ରତିଶୃତି ଦେଇ ଶାରୀରିକ ସମ୍ପର୍କ ସ୍ଥାପନ କରିଥିବା ଅଭିଯୋଗରେ ପ୍ରେମିକଙ୍କୁ କୋର୍ଟ ଚାଲାଣ କଲା…

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ଥାନା ଅଞ୍ଚଳରେ ଜଣେ ପ୍ରେମିକ ନିଜ ପ୍ରେମିକାଙ୍କୁ ବିବାହ କରିବା ପାଇଁ ପ୍ରତିଶୃତି ଦେଇ ତାଙ୍କ ସହିତ ଶାରୀରିକ ସମ୍ପର୍କ ସ୍ଥାପନ କରିଥିବା ଅଭିଯୋଗରେ ସଇଁତଲା ପୋଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତ ପ୍ରେମିକଙ୍କୁ କୋର୍ଟ ଚାଲାଣ
Read More...

ମେଗା ଏୟାରଭାଲ ଚୋରି କରିଥିବା ଅଭିଯୋଗରେ କବାଡିବାଲାଙ୍କୁ କୋର୍ଟ ଚାଲାଣ, ୩ଟି ଭାଲ ଜବତ

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ ଅଞ୍ଚଳରେ ସରକାର ମେଗା ଉଠାଜଳ ପ୍ରକଳ୍ପ କରି ଚାଷୀମାନଙ୍କୁ ଖରିଫ ଋତୁରେ ପାନୀୟ ଜଳ ଯୋଗାଣର ବ୍ୟବସ୍ଥା କରିଥିବା ବେଳେ କେତେକ ଦୁର୍ବୃତ୍ତ ଏୟାରଭାଲକୁ ଚୋରି କରିଥିବା ଅଭିଯୋଗରେ ସଇଁତଲା ପୋଲିସ ଏକ ମାମଲା ରୁଜୁ କରି ଜଣେ
Read More...

କବାଡିବାଲା ଗୁଣ୍ଡା ଲଗାଇବା ମାହାଙ୍ଗା ପଡିଲା : ମାରଣାସ୍ତ୍ର ଧରି ଧମକଚମକ ଦେବା ସହ ଘର ଭଙ୍ଗାରୁଚା କରିବା ଘଟଣାରେ…

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ଥାନା ଘୁନସର ଗ୍ରାମରେ ଜଣେ କବାଡିବାଲାଙ୍କୁ ଅନ୍ୟ ଜଣେ ବ୍ୟକ୍ତି ଚୋରି ସାମଗ୍ରୀ କିଣିବାକୁ ବିରୋଧ କରିବାରୁ କବାଡିବାଲା ଜଣକ ଗୁଣ୍ଡା ଲଗାଇ ଆକ୍ରମଣ କରିବା ପାଇଁ ଯୋଜନା କରିଥିବା ମହଙ୍ଗା ପଡିଛି । ଉକ୍ତ ଘଟଣାରେ ସଇଁତଲା ପୋଲିସ
Read More...