ସଇଁତଲାରେ ମାଙ୍କଡ଼ ଆକ୍ରମଣରେ ୧୫ ଆହତ ଘଟଣାରେ ବନ୍ୟଜନ୍ତୁ ଉଦ୍ଧାର ଟିମ୍ ଓ ବଲାଙ୍ଗିର ଏସିଏଫ୍ର ହସ୍ତକ୍ଷେପ
ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ସହରରେ ପାଗଳ ମାଙ୍କଡ଼ ଆକ୍ରମଣକୁ ନେଇ ଲୋକେ ଭୟଭୀତ ଅବସ୍ଥାରେ ରହୁଥିବା ଦେଖାଦେଇଛି । ବୁଲେଟ ଗାଡି ଶବ୍ଦ ଶୁଣି ମାଙ୍କଡ଼ ବାଇକ ଆରୋହୀ ବ୍ୟକ୍ତିମାନଙ୍କୁ ଦୌଡାଉଥିବାରୁ ୧୫ ଜଣରୁ ଅଧିକ ଲୋକ ଆକ୍ରମଣର ଶୀକାର ହୋଇସାରିଲେଣି । ଏହି!-->…
Read More...
Read More...