Browsing Tag

saintala news

ବେଲଗାଁରେ ଜୀବନ ବୀମା ନିଗମ କ୍ଷେତ୍ରୀୟ ପ୍ରବନ୍ଧକଙ୍କୁ ସମ୍ବର୍ଦ୍ଧନା

ସଇଁତଳା, (ପ୍ରମୋଦ ସେଲମା) : ଭାରତୀୟ ଜୀବନ ବୀମା ନିଗମ କ୍ଷେତ୍ରୀୟ ପ୍ରବନ୍ଧକ ଶ୍ରବଣ କୁମାରଙ୍କ ଭବାନୀପାଟଣା ଗସ୍ତ ଅବସରରେ ଟିଟିଲାଗଡ ଏଲ୍‌ଆଇସି କାର୍ଯ୍ୟାଳୟ ତରଫରୁ ବେଲଗାଁଠାରେ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଶାଖା ପ୍ରବନ୍ଧକ ଦୀପ୍ତି ରଞ୍ଜନ ନାୟକଙ୍କ ନେତୃତ୍ୱରେ ବିଭାଗୀୟ ଉନ୍ନୟନ
Read More...

ଆସିଷ୍ଟାଣ୍ଟ ସମ୍ପାଦକଙ୍କ ଭରସାରେ ଟିକ୍ରାପଡା ସମବାୟ ସମିତି : ୪ ବର୍ଷ ହେଲା ଛୁଟିରେ ରହିଛନ୍ତି ସମ୍ପାଦକ, ନୂଆ…

ସଇଁତଲା, (ପ୍ରମୋଦ ସେଲମା) : ସରକାର ସମବାୟ ସମିତିଗୁଡ଼ିକୁ ସୁଦୃଢ କରିବା ପାଇଁ ଚାଷୀମାନଙ୍କୁ କୃଷି ଋଣ ଯୋଗାଇବା ସହ ସାର ବିକ୍ରି କରିବା ପର୍ଯ୍ୟ୍‌ନ୍ତ କାର୍ଯ୍ୟ ତୁଲାଇଥିବା ବେଳେ ସବୁଠାରୁ ମହତ୍ୱପୂର୍ଣ୍ଣ ଧାନମଣ୍ଡି କାର୍ଯ୍ୟ ମଧ୍ୟ ସମବାୟ ସମିତି ଦ୍ୱାରା ପରିଚାଳିତ ହେଉଛି । କିନ୍ତୁ
Read More...

ଜଳ ଓ ପରିମଳ ବିଭାଗର ନିମ୍ନମାନ କାର୍ଯ୍ୟ ଯୋଗୁଁ ମାସେ ନ ପୁରୁଣୁ ରାସ୍ତାରେ ଜମୁଛି ପାଣି : ସାଧାରଣରେ ଅସନ୍ତୋଷ

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ହାଟପଦାଠାରେ ପାଇପ ଫାଟି ଯିବା ଯୋଗୁଁ ପ୍ରଶାସନ ତରଫରୁ ନିମ୍ନମାନ କାର୍ଯ୍ୟ ହୋଇଥିଲା । ଫଳରେ ମାସେ ନ ପୁରି ପାଇପ ଫାଟି ରାସ୍ତାରେ ପାଣି ଜମୁଛି । ଲୋକେ ଉକ୍ତ ରାସ୍ତା ଦେଇ ଯିବା ଆସିବା କରୁଥିବାରୁ ରାସ୍ତା କାଦୁଅ ହୋଇଥିବା ଅଭିଯୋଗ
Read More...

ଗୋଚର ଜମିରେ ପିଚୁ ପ୍ଲାଣ୍ଟକୁ ନେଇ ଅସନ୍ତୋଷ

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ତହସିଲ ସ୍ଥିତ ବେଲଗାଁ ରାଜସ୍ୱ ସର୍କଲ ସ୍ଥିତ ଭିକାବାହାଲି ମୌଜାଠାରେ ଥିବା ଗୋଚର ଜମିକୁ ଜନୈକ ବ୍ୟକ୍ତି ୧ ଏକକ ଜମି ବେଆଇନ ଭାବରେ ଜବର ଦଖଲ କରି ସିମେଣ୍ଟ କଂକ୍ରିଟର ନିର୍ମାଣ କାର୍ଯ୍ୟକାରି ପିଚୁ ପ୍ଲାଣ୍ଟ ଉଦ୍ୟମ କରୁଥିବା ଲୋକଙ୍କ
Read More...

ଜିଲ୍ଲାସ୍ତରୀୟ ଜାତୀୟ ପ୍ରେସ ଦିବସ ପାଳିତ

ସାମ୍ବାଦିକ ଚେତିଲେ ହିଁ ସମାଜରେ ପରିବର୍ତ୍ତନ ସମ୍ଭବ : ପଦ୍ମଶ୍ରୀ ହଳଧର ନାଗ ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ ପୌର ପରିଷଦ କଲ୍ୟାଣ ମଣ୍ଡପ ପରିସରଠାରେ ଓଡ଼ିଶା ସାମ୍ବାଦିକ ସଂଘ (ଓଜେୟୁ) ବଲାଙ୍ଗିର ଶାଖା ତରଫରୁ ଜିଲ୍ଲାସ୍ତରୀୟ ଜାତୀୟ ପ୍ରେସ ଦିବସ ପାଳିତ
Read More...

ନୂଆ ଡାକ୍ତରଖାନା ନିର୍ମାଣରେ ଅନିୟମିତତା ଅଭିଯୋଗ

ଜଟିଆ ପାହାଡ଼ ଫଟାଇ ବାଲି ବଦଳେ ମାଟି ପକାଇ କୋଠା ନିର୍ମାଣ ଭର୍ତ୍ତି ଅଭିଯୋଗତହସିଲଦାରଙ୍କ ଦ୍ୱାରା ୬୦ ହଜାର ଟଙ୍କା ଜରିମାନା ପକାଇଲା ପ୍ରଶାସନ ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ସଇଁତଲା ବ୍ଲକଠାରେ ଚାଲିଥିବା ଏକ ନୂତନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ନିର୍ମାଣ କରାଯାଉ ବେଳେ ଏହି
Read More...

ବିଦ୍ୟୁତ ବିଭାଗର ଅବହେଳା ଯୋଗୁଁ ବିଦ୍ୟୁତ ସଂସ୍ପର୍ଶରେ ଆସି ୱାର୍ଡମେମ୍ବରଙ୍କ ମୃତ୍ୟୁ ଅଭିଯୋଗ : କ୍ଷତିପୂରଣ ସହାୟତା…

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ଥାନା ଡୁଙ୍ଗୁରିପାଲି ପଞ୍ଚାୟତ ୱାର୍ଡମେମ୍ବର ଲାଲୁ ମାଝୀ (୪୫) ନିଜେ ମିସ୍ତ୍ରୀ ହୋଇଥିବା ବେଳେ ନିଜ ଘର କାମ କରୁଥିବା ସମୟରେ ବିଦ୍ୟୁତ ସଂସ୍ପର୍ଶରେ ଆସି ମୃତ୍ୟୁ ଘଟିଛି । ଘଟଣା ଖବର ପାଇଁ ସଇଁତଲା ପୋଲିସ ପହଂଚି ଶବକୁ ଜବତ କରି
Read More...

ଶତାଧିକ ଛାତ୍ରଛାତ୍ରୀଙ୍କୁ ୨ ଜଣ ଶିକ୍ଷକ ଶିକ୍ଷୟିତ୍ରୀ : ପାଠପଢ଼ାରେ ବ୍ୟାପକ ଅବ୍ୟବସ୍ଥା ପ୍ରତିବାଦରେ ସ୍କୁଲ କମିଟି ଓ…

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ଶିକ୍ଷା ବିଭାଗ ଅଧୀନରେ ଥିବା ବିବିନା ପଞ୍ଚାୟତର ଜାମପଦର ଗ୍ରାମରେ ଥିବା ପ୍ରକଳ୍ପ ଉଚ୍ଚ ବିଦ୍ୟାଳୟରେ ପାଠପଢ଼ାରେ ବ୍ୟାପକ ଅବ୍ୟବସ୍ଥା ହେଉଥିବା ଗ୍ରାମବାସୀ ଅଭିଯୋଗ କରି ଆସୁଥିଲେ । ଏହି ବିଦ୍ୟାଳୟରେ ଜଣେ ପ୍ରଧାନ ଶିକ୍ଷୟତ୍ରୀ ଓ
Read More...

ବ୍ଲକ ଛକରେ ଗଜଲକ୍ଷ୍ମୀ ପୂଜା ଉଦ୍‌ଯାପିତ

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ ଛକଠାରେ ଗତ ୫ ଦିନ ଧରି ଚାଲିଥିବା ଗଜଲକ୍ଷ୍ମୀ ପୂଜା ମହାଆଡମ୍ବର ସହ ଉଦ୍‌ଯାପିତ ହୋଇଯାଇଛି । ଏହି ଅବସରରେ ବରଗଡ କୀର୍ତ୍ତନ ଧାରା କାର୍ଯ୍ୟକ୍ରମରେ ଲୋକଙ୍କ ମନ ମୋହିତ ହୋଇଥିଲା । ଉକ୍ତ ପୂଜାରେ ପଣ୍ଡିତ କିରଣ ମିଶ୍ର,
Read More...

ସଇଁତଲାରେ ବ୍ଲକସ୍ତରୀୟ ଶିଶୁ ମହୋତ୍ସବ ସୁରଭି ୨୦୨୩ ଉଦ୍‌ଯାପିତ

୨୧ ଗୋଟି ପ୍ରତିଯୋଗୀ ଜିଲ୍ଲାସ୍ତରକୁ ମନୋନୀତ ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ଆର୍‌ଏସ୍‌ଡି ବିଦ୍ୟାଳୟ ପରିସରରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ସଇଁତଲା ଆନୁକୂଲ୍ୟରେ ବ୍ଲକସ୍ତରୀୟ ଶିଶୁ ମହୋତ୍ସବ ଉଦ୍‌ଯାପିତ ହୋଇଯାଇଛି । ଏହାର ପୁରସ୍କାର ବିତରଣୀ ଉତ୍ସବରେ ମୁଖ୍ୟ
Read More...