Browsing Tag

saintala news

ସଇଁତଲାରେ ବ୍ଲକସ୍ତରୀୟ ନୂଆ ଓଡିଶା, ଯୁବ ଓଡିଶା ଅବ୍ୟବସ୍ଥା ଅଭିଯୋଗ

ପିଇବା ପାଣି, ଫାଷ୍ଟେଡ଼ ମିଳୁନାହିଁ, ଖେଳାଳୀ ଅସନ୍ତୋଷ ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲାସ୍ଥିତ ରମେଶ ସିଂ ଭୋଇ ଷ୍ଟାଡିୟମଠାରେ ଚାଲିଥିବା ବ୍ଲକସ୍ତରୀୟ ନୂଆ ଓଡିଶା, ଯୁବ ଓଡିଶା କାର୍ଯ୍ୟକ୍ରମରେ ବ୍ୟାପକ ଅବ୍ୟବସ୍ଥା ଦେଖାଦେଇଛି । ଯାହା ଫଳରେ ଖେଳାଳୀମାନଙ୍କ
Read More...

ଟିକ୍ରାପଡା ଫାଣ୍ଡି ସାମଗ୍ରୀ ଛାଡି ଫେରୁଥିବା ବାଟରେ ଦୁର୍ଘଟଣା : ୩ ଗୁରୁତର

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ଥାନା ଟିକ୍ରାପଡା ଫାଣ୍ଡିର ବିଭିନ୍ନ ମାମଲା ଗୁଡିକ ସାମଗ୍ରୀ ସଇଁତଲା ଥାନାରେ ଛାଡି ଫେରୁଥିବା ରାସ୍ତାରେ ପିକ୍‌ଅପ୍‌ ଭ୍ୟାନ୍‌ ଗାଡି ଓଲଟି ୩ ପୋଲିସ କର୍ମଚାରୀ ଗୁରୁତର ଆଘାତ ହୋଇଥିବା ଜଣାପଡିଛି । ଆଘାତ ବ୍ୟକ୍ତି ହେଲେ କନେଷ୍ଟବଳ
Read More...

ଟ୍ରେନରେ କଟି ଯୁବକଙ୍କ ଆତ୍ମହତ୍ୟା

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ଥାନା ଅଞ୍ଚଳରେ ଜଣେ ଯୁବକ ଆତ୍ମହତ୍ୟା କରିଥିବା ଖବର ମିଳିଛି । ଏନେଇ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି । ମୃତ ଯୁବକଙ୍କ ନାମ ଭକ୍ତ ସାହୁ (୨୦) ଘର ଖାସବାହାଲ ବୋଲି ଜଣାପଡିଛି । ପ୍ରକାଶ ଯେ, ଭଦ୍ରା ପଞ୍ଚାୟତ ଖାସବାହାଲର
Read More...

ରେଳଧାରଣାରୁ ଯୁବକଙ୍କ ମୃତଦେହ ଉଦ୍ଧାର

ସଇଁତଲା, (କେପିଏନ୍‌ଏସ୍‌) : ସଇଁତଲା ରେଲୱେ ଷ୍ଟେସନ ନିକଟସ୍ଥ ଟ୍ରେନ ଲାଇନରେ ଜଣେ ଯୁବକଙ୍କ ମୃତଦେହ ମିଳିଥିବା ବେଳେ ଏହା ହତ୍ୟା ନା ଆତ୍ମହତ୍ୟା ତାହାର କାରଣ ଅସ୍ପଷ୍ଟ ରହିଛି । ମିଳିଥିବା ସୂଚନା ଅନୁସାରେ ବଲାଙ୍ଗିର ଜିଲ୍ଲା ସଇଁତଲା ରେଳ ଷ୍ଟେସନରୁ ୧୦୦ ମିଟର ଦୂରରେ ଜଣେ ଯୁବକଙ୍କ ମୃତ
Read More...

ଶ୍ରୀମତ ଭାଗବତ ସପ୍ତାହ ଉପଲକ୍ଷେ କଳସ ଶୋଭାଯାତ୍ରା : ବରଗାଁରେ ବାବାଙ୍କୁ ବିପୁଳ ସମ୍ବର୍ଦ୍ଧନା, ଶୋଭାଯାତ୍ରା ଓ ପ୍ରବଚନ…

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ସ୍ଥିତ ବ୍ଲକଛକଠାରେ ଶ୍ରୀମତ ଭାଗବତ ସପ୍ତାହ ଉପଲକ୍ଷେ ମା' ଗଜଲକ୍ଷ୍ମୀ ପୂଜା କମିଟି ଆନୁକୂଲ୍ୟରେ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏଥିରେ ବ୍ଲକଛକ ତଥା ଆଖପାଖ ଅଞ୍ଚଳର ମହିଳା ପୁରୁଷମାନେ ଏକତ୍ରିତ ହୋଇ ଏକ ଶୋଭାଯାତ୍ରାରେ
Read More...

ବଡ଼ମାଳରେ କେନ୍ଦ୍ରୀୟ ବିଦ୍ୟାଳୟ ହୀରକ ଜୟନ୍ତୀ : ଛାତ୍ରଛାତ୍ରୀ ଭବିଷ୍ୟତ ଗଢିବାରେ କେଭି ବିଦ୍ୟାଳୟ ସଫଳ

ସଇଁତଲା (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲାସ୍ଥିତ ବଡ଼ମାଳ (୧) କେନ୍ଦ୍ରୀୟ ବିଦ୍ୟାଳୟର ହୀରକ ଜୟନ୍ତୀ ସମାରୋହ ଓ ବାର୍ଷିକ କ୍ରୀଡା ମହାସମାରୋହ ଉଦ୍‌ଯାପିତ ହୋଇଯାଇଛି । ଉକ୍ତ ଉତ୍ସବକୁ ଗୋଳାବାରୁଦ କାରଖାନା ଅତିରିକ୍ତ ମହାପ୍ରବନ୍ଧକ ପି.ଏଲ. ବିଶେଖର ମୁଖ୍ୟଅତିଥି ଭାବରେ ଯୋଗଦାନ
Read More...

ନିଜ ଗୋଡ଼ରେ ନିଜେ ଠିଆ ହେବାର ଆବଶ୍ୟକତା ରହିଛି : ମନ୍ତ୍ରୀ ଟୁକୁନୀ

ସଇଁତଲା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ ଘୁନସର ପଂଚାୟତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରର ଆଜି ଯୁବ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ଉଦ୍‌ଯାପିତ ହୋଇଯାଇଛି । କଲେଜର ଅଧ୍ୟକ୍ଷ ଶୁଭେନ୍ଦୁ ବିକାଶ କୁମ୍ଭାରଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମ ଉଦ୍‌ଯାପନୀ
Read More...

ରେଙ୍ଗାଲିରେ ରାବଣ ଦରବାର ଚତୁର୍ଥ ଦିନରେ ସୀତା ଠାବ ଓ ଲଙ୍କା ପୋଡି ନାଟକ ମଞ୍ଚସ୍ଥ

ରମ୍ଭା, ମେନକା ଓ ଉର୍ବଶୀଙ୍କ ନୃତ୍ୟ ଦର୍ଶକଙ୍କ ମନମୋହିଲା ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ କୁଇକେଡ଼ା ପଞ୍ଚାୟତ ରେଙ୍ଗାଲିଠାରେ ଜୟଲକ୍ଷ୍ମୀ କ୍ଳବ ଆନୁକୂଲ୍ୟରେ ୨ ବର୍ଷ ଉପଲକ୍ଷେ ରାବଣ ଦରବାର ଆୟୋଜିତ ହୋଇଯାଇଛି । ଏହାର ଚତୁର୍ଥ ଦିନରେ ଦରବାରରେ ନାଟକ
Read More...

ସଇଁତଲା କଲେଜରେ ‘ଯୁବ ଓଡିଶା ନବୀନ ଓଡିଶା’ କ୍ରୀଡା କାର୍ଯ୍ୟକ୍ରମ ଉଦ୍‌ଘାଟିତ

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ ସ୍ଥିତ ବେଲଗାଁ ଉତ୍କଳମଣି ଗୋପବନ୍ଧୁ ଦାସ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଯୁବ ଓଡିଶା ଓ ନବୀନ ଓଡିଶା କ୍ରୀଡା କାର୍ଯ୍ୟକ୍ରମ ଉଦ୍‌ଘାଟିତ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟଅତିଥି ଭାବରେ ବେଲଗାଁ କଲେଜ ଅଧ୍ୟକ୍ଷା
Read More...

ଭାରତୀୟ କିଷାନ ସଂଘ ତରଫରୁ ତହସିଲଦାର ଜରିଆରେ ଜିଲ୍ଲାପାଳଙ୍କୁ ଦାବିପତ୍ର

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକରେ ବାତ୍ୟା ମିଗଜୋମ ପ୍ରଭାବରେ ୫/୬ ଦିନ ଧରି ଲଗାଣ ବର୍ଷା ହୋଇଥିବା ବେଳେ ଅମଳ ଧାନ ଫସଲ ଓ ପନିପରିବା ଗୁଡିକ ବ୍ୟାପକ କ୍ଷୟକ୍ଷତି ହୋଇଥିବା ଦେଖାଯାଇଛି । ଏହି ପରିପେକ୍ଷୀ ଭାରତୀୟ କିଷାନ ସଂଘ ସଇଁତଲା ଶାଖା ତରଫରୁ ଜିଲ୍ଲା
Read More...