Browsing Tag

saintala news

ବଡ଼ମାଳରେ କେନ୍ଦ୍ରୀୟ ବିଦ୍ୟାଳୟ ହୀରକ ଜୟନ୍ତୀ : ଛାତ୍ରଛାତ୍ରୀ ଭବିଷ୍ୟତ ଗଢିବାରେ କେଭି ବିଦ୍ୟାଳୟ ସଫଳ

ସଇଁତଲା (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲାସ୍ଥିତ ବଡ଼ମାଳ (୧) କେନ୍ଦ୍ରୀୟ ବିଦ୍ୟାଳୟର ହୀରକ ଜୟନ୍ତୀ ସମାରୋହ ଓ ବାର୍ଷିକ କ୍ରୀଡା ମହାସମାରୋହ ଉଦ୍‌ଯାପିତ ହୋଇଯାଇଛି । ଉକ୍ତ ଉତ୍ସବକୁ ଗୋଳାବାରୁଦ କାରଖାନା ଅତିରିକ୍ତ ମହାପ୍ରବନ୍ଧକ ପି.ଏଲ. ବିଶେଖର ମୁଖ୍ୟଅତିଥି ଭାବରେ ଯୋଗଦାନ
Read More...

ନିଜ ଗୋଡ଼ରେ ନିଜେ ଠିଆ ହେବାର ଆବଶ୍ୟକତା ରହିଛି : ମନ୍ତ୍ରୀ ଟୁକୁନୀ

ସଇଁତଲା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ ଘୁନସର ପଂଚାୟତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରର ଆଜି ଯୁବ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ଉଦ୍‌ଯାପିତ ହୋଇଯାଇଛି । କଲେଜର ଅଧ୍ୟକ୍ଷ ଶୁଭେନ୍ଦୁ ବିକାଶ କୁମ୍ଭାରଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମ ଉଦ୍‌ଯାପନୀ
Read More...

ରେଙ୍ଗାଲିରେ ରାବଣ ଦରବାର ଚତୁର୍ଥ ଦିନରେ ସୀତା ଠାବ ଓ ଲଙ୍କା ପୋଡି ନାଟକ ମଞ୍ଚସ୍ଥ

ରମ୍ଭା, ମେନକା ଓ ଉର୍ବଶୀଙ୍କ ନୃତ୍ୟ ଦର୍ଶକଙ୍କ ମନମୋହିଲା ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ କୁଇକେଡ଼ା ପଞ୍ଚାୟତ ରେଙ୍ଗାଲିଠାରେ ଜୟଲକ୍ଷ୍ମୀ କ୍ଳବ ଆନୁକୂଲ୍ୟରେ ୨ ବର୍ଷ ଉପଲକ୍ଷେ ରାବଣ ଦରବାର ଆୟୋଜିତ ହୋଇଯାଇଛି । ଏହାର ଚତୁର୍ଥ ଦିନରେ ଦରବାରରେ ନାଟକ
Read More...

ସଇଁତଲା କଲେଜରେ ‘ଯୁବ ଓଡିଶା ନବୀନ ଓଡିଶା’ କ୍ରୀଡା କାର୍ଯ୍ୟକ୍ରମ ଉଦ୍‌ଘାଟିତ

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ ସ୍ଥିତ ବେଲଗାଁ ଉତ୍କଳମଣି ଗୋପବନ୍ଧୁ ଦାସ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଯୁବ ଓଡିଶା ଓ ନବୀନ ଓଡିଶା କ୍ରୀଡା କାର୍ଯ୍ୟକ୍ରମ ଉଦ୍‌ଘାଟିତ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟଅତିଥି ଭାବରେ ବେଲଗାଁ କଲେଜ ଅଧ୍ୟକ୍ଷା
Read More...

ଭାରତୀୟ କିଷାନ ସଂଘ ତରଫରୁ ତହସିଲଦାର ଜରିଆରେ ଜିଲ୍ଲାପାଳଙ୍କୁ ଦାବିପତ୍ର

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକରେ ବାତ୍ୟା ମିଗଜୋମ ପ୍ରଭାବରେ ୫/୬ ଦିନ ଧରି ଲଗାଣ ବର୍ଷା ହୋଇଥିବା ବେଳେ ଅମଳ ଧାନ ଫସଲ ଓ ପନିପରିବା ଗୁଡିକ ବ୍ୟାପକ କ୍ଷୟକ୍ଷତି ହୋଇଥିବା ଦେଖାଯାଇଛି । ଏହି ପରିପେକ୍ଷୀ ଭାରତୀୟ କିଷାନ ସଂଘ ସଇଁତଲା ଶାଖା ତରଫରୁ ଜିଲ୍ଲା
Read More...

ଯୁବ ଓଡିଶା ଓ ନବୀନ ଓଡିଶା କାର୍ଯ୍ୟକ୍ରମରେ ଦିନିକିଆ କ୍ରିକେଟ ଟୁର୍ଣ୍ଣାମେଣ୍ଟ +୨ ବିଜ୍ଞାନ ଧନ୍ଦାମୂଳକ ଚାମ୍ପିଆନ

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲାସ୍ଥିତ ପଞ୍ଚାୟତ ସମିତି ମହାବିଦ୍ୟାଳୟଠାରେ ଚାଲିଥିବା ଆମ ଓଡିଶା, ନବୀନ ଓଡିଶା କାର୍ଯ୍ୟକ୍ରମରେ ଦିନିକିଆ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି । ଏଥିରେ କଲେଜ ଅଧ୍ୟାପକ ସୁରେଶ ଚନ୍ଦ୍ର ବାଗଙ୍କ ତତ୍ତ୍ୱବଧାନରେ କଲେଜ ଖେଳ
Read More...

ରେଙ୍ଗାଲିରେ ରାବଣ ଦରବାର ଉଦ୍‌ଘାଟିତ : ଦ୍ୱିତୀୟ ଦିନରେ ସୀତା ସ୍ୱୟଂମ୍ବର ନାଟକ ମଞ୍ଚସ୍ଥ

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା, ବ୍ଲକ ରେଙ୍ଗାଲିଠାରେ ଜୟ ଲକ୍ଷ୍ମୀ କ୍ଳବ ଆନୁକୂଲ୍ୟରେ ୨ ବର୍ଷ ଉପଲକ୍ଷେ ରାବଣ ଦରବାର ଆୟୋଜିତ ହୋଇଯାଇଛି । ଏହି ଦରବାରରେ ନାଟକ ସୀତା ସ୍ୱୟଂମ୍ବର ମଞ୍ଚସ୍ଥ ହୋଇଥିଲା । ଏହି ଉତ୍ସବରେ ସଇଁତଲା, ବ୍ଲକ ସାମ୍ବାଦିକ ପ୍ରମୋଦ କୁମାର
Read More...

ଭଦ୍ରା ପଞ୍ଚାୟତରେ ପିଡ଼ିଏସ୍‌ ଚାଉଳ ହଡପ ଘଟଣା : ତଦନ୍ତ ବେଳେ ଯୋଗାଣ ଅଧିକାରୀଙ୍କୁ ଘେରିଲେ ହିତାଧିକାରୀ, ୪ ମାସର…

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ ଭଦ୍ରା ପଞ୍ଚାୟତରେ ୫ ଖଣ୍ଡ ଗାଁର ପିଡ଼ିଏସ୍‌ ଚାଉଳ ହଡପ ହୋଇଥିବା ଅଭିଯୋଗ ହୋଇଥିଲା । ଏନେଇ ଖବର ପ୍ରକାଶ ପରେ ସୋମବାର ବ୍ଲକ ଯୋଗାଣ ଅଧିକାରୀ ପଦ୍ମଲୋଚନ ମାଝୀ ଚିତାମରା ଗ୍ରାମକୁ ଯାଇଥିବା ବେଳେ କୋଣସି ହିତାଧିକାରୀ
Read More...

ସଇଁତଲାରେ ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଉଦ୍‌ଘାଟିତ : ପ୍ରଚାର ପ୍ରସାର ଅଭାବ ଯୋଗୁଁ ଭିନ୍ନକ୍ଷମ କମ ଆସିଲେ

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗଶର ଜିଲ୍ଲା ସଇଁତଲାସ୍ଥିତ ଆର୍‌ଏସ୍‌ଡି ବିଦ୍ୟାଳୟ ପରିସରରେ ବ୍ଲକସ୍ତରୀୟ ଭୀମ ଭୋଇ ସାମର୍ଥ୍ୟ ଶିବିର ୨୦୨୩ ଉଦ୍‌ଘାଟିତ ହୋଇଯାଇଛି । ଏହି ଉତ୍ସବରେ ସଇଁତଲା ବିଡ଼ିଓ ବିନୟ କୁମାର ଭୋଇ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ
Read More...

ବାତ୍ୟା ମିଗ୍‌ଜୋମ୍‌ ପ୍ରଭାବରେ ଅମଳ ଧାନ ଫସଲ ଓ ପନିପରିବା ନଷ୍ଟ ହେବା ଆଶଙ୍କା : ସରକାରୀ ସହାୟତା ଯୋଗାଇ ଦେବା ପାଇଁ…

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକରେ ବାତ୍ୟା ମିଗ୍‌ଜୋମ୍‌ ପ୍ରଭାବରେ ଅମଳ ଧାନ ଫସଲ ଓ ପନିପରିବା ଗୁଡିକର ବ୍ୟାପକ କ୍ଷୟକ୍ଷତି ହୋଇଥିବା ଦେଖାଯାଇଛି ।ଏହି ଅଦିନିଆ ବର୍ଷା ଆରମ୍ଭ ହେବା ଫଳରେ ବ୍ଲକର ୨୩ ଗୋଟି ପଞ୍ଚାୟତ ଅଞ୍ଚଳରେ ବର୍ଷା ହେବା ସହ ଅମଳ ଧାନ ନଷ୍ଟ
Read More...