Browsing Tag

saintala news

ଓକିଲଙ୍କ ବିରୁଦ୍ଧରେ ମିଥ୍ୟା ମାମଲା ରୁଜୁ ପ୍ରତିବାଦରେ କୋର୍ଟ ଓ ତହସିଲ କାର୍ଯ୍ୟାଳୟ ବନ୍ଦ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ଓକିଲ ସଂଘର ବରିଷ୍ଠ ଆଇନଜୀବୀ ରାଧେଶ୍ୟାମ ସାହୁଙ୍କ ବିରୁଦ୍ଧରେ ଏକ ମିଥ୍ୟା ତଥା କପୋଳକଳ୍ପିତ ରିପୋର୍ଟ ଉପରେ ସଇଁନ୍ତଳା ଥାନାରେ ଏଟ୍ରେ।ସିଟି ମାମଲା ରୁଜୁ ହୋଇ ଥିବାରୁ ତାର ପ୍ରତିବାଦରେ ଆଜି ସଇଁନ୍ତଲା ଓକିଲ ସଂଘ କୋର୍ଟ ଓ
Read More...

‘କୋଶଳ ପ୍ରବାହ’ର ପ୍ରଭାବ : ବେସାହାରା ଅନାଥ ପିଲାଙ୍କ ଘରେ ପହଂଚିଲା ସିଡବ୍ଲୁସି : ବ୍ଳକ ପ୍ରଶାସନର…

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ଆମ୍ବପାଲି ପଞ୍ଚାୟତ ଭେରୁଆଁଭଟା ଗ୍ରାମର ମା'ବାପାଙ୍କ ମୃତ୍ୟୁ ପରେ ସାହାରା ଖୋଜୁଛନ୍ତି ୪ଭାଇ ଭଉଣୀ ଘଟଣା ସଂପର୍କରେ ଗତ ୨୪ ତାରିଖ ଦିନ କୋଶଳ ପ୍ରବାହ ଲାଇଭ୍‌ରେ ଖବର ପ୍ରକାଶିତ ହେବା ପରେ ଆଜି ଜିଲ୍ଲା ଶିଶୁ ସୁରକ୍ଷା
Read More...

ସଇଁନ୍ତଲା ଅଞ୍ଚଳରେ କରୋନା ଆକ୍ରାନ୍ତ ବ୍ୟକ୍ତି ହୋମ୍‌ କ୍ୱାରେନ୍‌ଟାଇନ୍‌ରେ ର‌ହିବାକୁ ଦାବୀ : ପ୍ରତିକାର ପାଇଁ ଆଗେଇ…

ସଇଁନ୍ତଲା, (ପ୍ରଶାନ୍ତ କୁମାର ମେହେର) : ଦିନକୁ ଦିନ କରୋନା ମହାମାରୀ ରୂପ ନେଉଥିବା ବେଳେ ଜନସାଧାରଣ ସଚେତନତାକୁ ବେଖାତିର କରୁଥିବା ଯୋଗୁଁ ସଂକ୍ରମଣ ଆହୁରି ଭୟଙ୍କର ରୂପ ଧାରଣ କରିସାରିଲାଣି । ତେବେ ଏହାର ସମାଧାନ କେଉଁଠି ? ସୂଚନା ଏହି କି ଯେ, କିଛିଦିନ ହେବ ବଲାଙ୍ଗିର ଜିଲ୍ଲା
Read More...

ବୃକ୍ଷ ରୋପଣ କରିଥିବା ଶ୍ରମିକଙ୍କୁ ୬ ମାସ ହେଲା ମିଳିନି ପାଉଣା : ବନ କାର୍ୟ୍ୟଳୟ ଘେରାଉ କଲେ ଶ୍ରମିକ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ବେଲଗାଁ ବନ ବିଭାଗ ଅଧୀନରେ କାର୍ୟ୍ୟ କରିଥିବା ଶ୍ରମିକମାନେ ଦୀର୍ଘ ୬ ମାସ ହେଲାଣି ଟଙ୍କା ପାଇଁ ନ ଥିବା ବେଳେ ଏହାର ପ୍ରତିବାଦରେ ବେଲଗାଁ ଫରେଷ୍ଟରଙ୍କ କାର୍ୟ୍ୟଳୟକୁ ଶ୍ରମିକମାନେ ଘେରାଉ କରିଥିଲେ । ବର୍ତ୍ତମାନ
Read More...

ଫସଲ ବୀମା ରାଶି ପ୍ରଦାନରେ ଅନିୟମିତତା ପ୍ରତିବାଦରେ ତହସିଲ ଅଫିସ ଘେରାଉ : ଧାରଣାରେ ଚାଷୀଙ୍କ ସହ ବସିଲେ ପୂର୍ବତନ…

ସଇଁନ୍ତଲା, (ଅଜିତ କୁମାର ସାହୁ) : କଥାରେ ଅଛି 'ଚାଷ କାମ ଯାହାର, କେତେ ସୁଖ ତାହାର' । ହେଲେ ଏହା ଆଜି ବିପରୀତ ହୋଇଛି- 'ଚାଷ କାମ ଯାହାର, କେତେ ଦୁଃଖ ତାହାର' । ତେବେ ଆଜି ଗତ ବର୍ଷ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ଚାଷୀ ମାନଙ୍କୁ ବୀମା ରାଶି ପ୍ରଦାନରେ ବ୍ୟାପକ ଅନିୟମିତତା
Read More...

ବିପଦଶଙ୍କୁଳ ଅବସ୍ଥାରେ ଜଲିଆ ସେତୁ ରାସ୍ତା ଓ ରାଜ ରାସ୍ତା

ସଇଁନ୍ତଲା, (ପ୍ରଶାନ୍ତ କୁମାର ମେହେର) : ଜନସାଧାରଣଙ୍କ ସୁବିଧା ଓ ଯାନବାହାନ ଚଳାଚଳକୁ ଦୃଷ୍ଟିରେ ରଖି ସରକାର ବହୁ ଗୁଡାଏ ଟଙ୍କା ଖର୍ଚ୍ଚ କରୁଛନ୍ତି । କିନ୍ତୁ ତାହା ଦ୍ୱାରା କେତେ ଉପଯୁକ୍ତ କାମ ହେଉଛି, ତାହା ତଦନ୍ତ କରିବା ନିହାତି ଜରୁରୀ । କିଛି ଦିନ ହେବ ବଲାଙ୍ଗିରରୁ ଭବାନୀପାଟଣାର
Read More...

ମା’ବାପାଙ୍କ ମୃତ୍ୟୁ ପରେ ସାହାରା ଖୋଜୁଛନ୍ତି ଚାରି ଅନାଥ ଭାଇ ଭଉଣୀ

ସଇଁନ୍ତଲା, (ଅଜିତ କୁମାର ସାହୁ) : ଦିନ ଥିଲା, ବେଶ ଖୁସିରେ ବାପାମା'ଙ୍କ ସହିତ ଚାରି ଭାଇ ଭଉଣୀ ରହୁଥିଲେ । କୁଆଡ଼ୁ କେଜାଣି ମାଡି ଆସିଲା ସୁଖୀ ପରିବାର ଉପରକୁ ବିପଦ । ଏବେ ହଜିଯାଇଛି ପରିବାର ଲୋକଙ୍କ ମୁହଁରୁ ହସ । ଖାଲି ଆଖିରେ ଧାର ଧାର ହୋଇ ଗଡ଼ିପଡୁଛି ଆଖିର ଲୁହ । ବାପାମା'ଙ୍କ
Read More...

ବିଭିନ୍ନ ସମସ୍ୟା ନେଇ ମିଳିତ କେନ୍ଦ୍ରୀୟ ଶ୍ରମିକ ସଂଗଠନ ପକ୍ଷରୁ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ତହସିଲଦାରଙ୍କ ଜରିଆରେ…

ସଇଁନ୍ତଲା, (ଅଜିତ କୁମାର ସାହୁ) : ବିଶ୍ୱରେ ଦିନକୁ ଦିନ କରୋନା ମହାମାରୀ ସଂକ୍ରମଣ ଯୋଗୁଁ ସମଗ୍ର ଦେଶରେ ଆର୍ଥିକ ମାନ୍ଦାବସ୍ଥା ଲାଗି ରହିଥିବା ବେଳେ କେନ୍ଦ୍ର ସରକାର ନିତ୍ୟ ବ୍ୟବହାର୍ଯ୍ୟ ଦରଦାମ ବୃଦ୍ଧି ଓ ବେରୋଜଗାରି ଉପରେ ଲଗାମ ଦେବାରେ ସରକାର ବିଫଳ ହୋଇଥିବା ନେଇ ବଲାଙ୍ଗିର ଜିଲ୍ଲା
Read More...

ଅଜଣା ରୋଗ : ଚାଷୀଙ୍କୁ ଘାରିଲା ଚିନ୍ତା

ସଇଁନ୍ତଲା, (ପ୍ରଶାନ୍ତ କୁମାର ମେହେର) : ଦିନକୁ ଦିନ ଚାଷୀମାନଙ୍କ ଦୁଃଖ ବଢ଼ିବାରେ ଲାଗିଛି । କେତେ ବେଳେ ବର୍ଷା ନାହିଁ ତ କେତେବେଳେ ବର୍ଷା ବହୁତ । କିନ୍ତୁ ଚଳିତ ବର୍ଷ ଠିକ୍ ଭାବରେ ବର୍ଷା ହୋଇଥିଲେ ହେଁ ଧାନକୁ ନୂଆ ନୂଆ ରୋଗର ଶିକାର ହେବାକୁ ପଡୁଛି । ତେବେ କେତେ ଟଙ୍କା ଖର୍ଚ୍ଚ କରିବ
Read More...

ଲାନ୍ଥନଦୀ ସେତୁକୁ ସରକାରଙ୍କ ଅଣଦେଖା : ଜନ ଅସନ୍ତୋଷ ବଢ଼ୁଛି

ସଇଁନ୍ତଲା, (ପ୍ରଶାନ୍ତ କୁମାର ମେହେର) : ଲୋକମାନଙ୍କ ସୁବିଧା ପାଇଁ ସରକାର ଅନେକ ଗୁଡ଼ିଏ ଯୋଜନା କରିଛନ୍ତି, କିନ୍ତୁ ସରକାରଙ୍କ ନଦୀ ସେତୁ ଯୋଜନା ଫେଲ ହୋଇଥିବା ଦେଖିବାକୁ ମିଳିଛି । ସୂଚନା ଅନୁସାରେ ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକର ସଇଁନ୍ତଲା ଓ ବାଦିପଡାକୁ ସଂଯୋଗ କରୁଥିବା
Read More...