Browsing Tag

saintala news

ଦୁଇ ବିପ୍ଲବୀଙ୍କ ଜୟନ୍ତୀ ପାଳିତ

ସଇଁନ୍ତଲା, (ଅଜିତ କୁମାର ସାହୁ) : ଆଜି ସଇଁନ୍ତଲା ବ୍ଲକ ଅନ୍ତର୍ଗତ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ଡେଙ୍ଗ ଠାରେ ଦୁଇ ମହାନ ସ୍ୱତନ୍ତ୍ରତା ସଂଗ୍ରାମୀ ତଥା ଦେଶଭକ୍ତ, ଭାରତ ମୁକ୍ତି ସଂଗ୍ରାମର ଅବିସ୍ମରଣୀୟ ଯୋଦ୍ଧା ବୀର ସୁରେନ୍ଦ୍ର ସାଏ ଓ ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତୀ ପାଳିତ
Read More...

ବୋଲେରୋ ଧକ୍କାରେ ସାଇକେଲ୍ ଆରୋହୀ ମୃତ : କ୍ଷତିପୂରଣ ଦାବୀରେ ମୃତଦେହ ରଖି ରାସ୍ତାରୋକ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗୀର ଜିଲ୍ଲା ସଇଁନ୍ତଲା ବ୍ଳକ ଜାତୀୟ ରାଜପଥ ୨୬ ଜଳିଆ ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ସାଇକେଲ ଆରୋହୀଙ୍କୁ ଧକ୍କା ଦେଲା ବୋଲେରୋ । ଘଟଣାସ୍ଥଳରେ ସାଇକେଲ ଆରୋହୀଙ୍କ ମୃତ୍ୟୁ ହୋଇଛି । ସୂଚନାଯୋଗ୍ୟ ଯେ, ବଲାଙ୍ଗୀର ସଇଁନ୍ତଲା ଥାନା ଜାତୀୟ
Read More...

ମାନବିକତା ଦେଖାଇଲେ ମନ୍ତ୍ରୀ ଟୁକୁନି, ଆହତ ମହିଳାଙ୍କୁ ନିଜ ଗାଡିରେ ଡାକ୍ତରଖାନାରେ ଭର୍ତ୍ତି

ସଇଁନ୍ତଲା, (ଅଜିତ କୁମାର ସାହୁ) : ମାନବିକତା ଦେଖାଇଲେ ମନ୍ତ୍ରୀ ଟୁକୁନି ସାହୁ । ବଲଙ୍ଗୀର ଦୁର୍ଘଟଣାର ଶୀକାର ବାଇକ୍ ଆରୋହୀଂକୁ ଉଦ୍ଧାର କରି ନିଜ ଗାଡ଼ିରେ ଡ଼ାକ୍ତରଖାନା ନେଲେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ବଲାଙ୍ଗୀର ଜିଲ୍ଲାପରିଷଦ ବୌଠକରେ ଯୋଗଦେଇ ଟିଟିଲାଗଡ ଫେରୁଥିଲେ ମନ୍ତ୍ରୀ ।
Read More...

ସଇଁନ୍ତଲା ବ୍ଲକରେ ନିଧି ରଥ ଶୁଭାରମ୍ଭ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ କାର୍ଯ୍ୟାଳୟ ପରିସରରେ ସ୍ଥାନୀୟ ତହସିଲଦାର ସୁମନ କିଶୋର ଡୁଙ୍ଗଡୁଙ୍ଗ ଏହି ରଥକୁ ଉଦଘାଟନ କରିଥିଲେ । ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦେବାଶିଷ ସାମଲ, ସଇଁନ୍ତଲା ଡାକ୍ତରଖାନାର ଅଧିକାରୀ ସମରେନ୍ଦ୍ର ମହାପାତ୍ର, ଜିପିଓ
Read More...

ବଲାଙ୍ଗିର ଜିଲ୍ଲା କୈବର୍ତ ସମାଜ ସଭାପତିଙ୍କ ମାତୃ ବିୟୋଗ

ସଇଁନ୍ତଲା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା କୈବର୍ତ ସମାଜର ସଭାପତି କଂସାରୀ ନାଏକଙ୍କ ମା’ ମଦନା ବତୀ ନାଏକ(୮୬)ଙ୍କ ପରଲୋକ ହୋଇଯାଇଛି । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଚିକିସିôତ ହୋଇ ଘୁନସର ସ୍ଥିତ ତାଙ୍କ ବାସ ଭବନକୁ ଆସିବା ପରେ କିଛି ଦିନ ହେଲା ବାର୍ଦ୍ଧିକ୍ୟ ଜନିତ ଅସୁସ୍ଥତା
Read More...

ହିତାଧିକାରୀଙ୍କୁ ମିଳୁନି ବୋନସ ଟଙ୍କା

ସଇଁନ୍ତଲା, (ଅଜିତ କୁମାର ସାହୁ‌) : କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ଆସବ ଯୋଜନାରେ ଗରିବ ହିତାଧିକାରୀ ମାନଙ୍କୁ ୧ଲକ୍ଷ ୩୦ ହଜାର ଟଙ୍କା ଦେଉଛନ୍ତି । କିନ୍ତୁ ୩ ମାସ ମଧ୍ୟରେ ଘର ସପୂର୍ଣ୍ଣ କରି ଥିବା ହିତାଧିକାରୀ ମାନଙ୍କୁ ୨୦ ହଜାର ଟଙ୍କା ବୋନସ ଦେଉଥିବା ଡିମଡିମ ପିଟୁଛନ୍ତି । ହେଲେ
Read More...

ପୁର୍ବତନ ଉପ-ବାଚସ୍ପତିଙ୍କ ଗାଁକୁ ଭଲ ରାସ୍ତାଟିଏ ନାହିଁ, ବିକାଶ ଯୋଜନାରୁ ଦୂରରେ ଡଙ୍ଗରମୁଣ୍ଡା ଗାଁ : ରାଜସ୍ୱ…

ସଇଁନ୍ତଲା, (ଅଜିତ କୁମାର ସାହୁ) : ସ୍ୱାଧୀନତାର ଦୀର୍ଘ ବର୍ଷ ପରେ ମଧ୍ୟ ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ ଡୁଙ୍ଗୁରିପାଲି ପଂଚାୟତ ଡଙ୍ଗରମୁଣ୍ଡା ଗ୍ରାମର ଅବହେଳିତ ଅବସ୍ଥା ସରକାରୀ ଯୋଜନାର ସଫଲତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଗାଁରେ ଦୀର୍ଘ ବର୍ଷ ହେଲା ଲାଗି ରହିଥିବା ସମସ୍ୟାର
Read More...

ଡକାୟତି ଅଭିଯୋଗରେ ଦୁଇ ଜଣ ଯୁବକ ଗିରଫ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ତୁଷୁରାୁ ଏନଏସି ଅଧୀନସ୍ଥ କପସିଲା ଗ୍ରାମର ଶରତ ସାହୁଙ୍କୁ ଡକାୟତି କରୁଥିବା ଅଭିଯୋଗରେ ଦୁଇ ଜଣ ଯୁବକଙ୍କୁ ପୋଲିସ ଗିରଫ କରିଛି । ପ୍ରାପ୍ତ ସୂଚନା ଅନୁଯାୟୀ ଗୁଡଭେଲା ବ୍ଳକ ଅନ୍ତର୍ଗତ ମାଧିଆପାଲି ଗ୍ରାମକୁ ସୋମବାର ସଂଧ୍ୟା ପ୍ରାୟ ୫ଟା
Read More...

ସଇଁନ୍ତଲା ଡାକ୍ତରଖାନାରେ ୬୭ ଜଣଙ୍କୁ କରୋନା ଟୀକା ପ୍ରଦାନ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ଡାକ୍ତରଖାନା ପରିସରରେ ପ୍ରଥମ ପର୍ୟ୍ୟାୟରେ ୬୭ ଜଣ କରୋନା ଯୋନ୍ଧାଙ୍କୁ କରୋନା ଟୀକା ପ୍ରଦାନ କରାଯାଇଥିଲା । ଏହି ଅବସରରେ ସ୍ଥାନୀୟ ଡାକ୍ତରଖାନାକୁ ସ୍ଥାନୀୟ ବିଡ଼ିଓ ଦେବାଶିଷ ସାମଲ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଟୀକା
Read More...

ଡ୍ରେନ ଅଛି, ପକ୍କା ଢାଙ୍କୁଣୀ ଗାଏବ : ପ୍ରଶାସନ କାହା ଚାପରେ ନିରବ

ତୁଷୁରା, (ଅଜିତ କୁମାର ସାହୁ‌) : ବଲାଙ୍ଗିର ଜିଲା ତୁଷୁରା ଏନଏସିର ଦୁଇ ନମ୍ବର ୱାର୍ଡ ବିରମିତ୍ରପୁର ପଡାରେ ନିର୍ମିତ ହୋଇଥିବା ନୂତନ ଡ୍ରେନ ରହିଛି, କିନ୍ତୁ ପକ୍କା ଢାଙ୍କୁଣୀ ଲଗା ନଯାଇ ବିଲ୍‌ କରାଯାଇଥିବା ପଡାବାସୀ ଅଭିଯୋଗ କରନ୍ତି । ଏପରିକି ଉକ୍ତ ଡ୍ରେନ ନିର୍ମାଣ ସମୟରେ ଲାଗିଥିବା
Read More...