ମୂଲ୍ୟବାନ ଗଛ କାଟିଲା କିଏ, ବନ ବିଭାଗ ଜାଣି ଚୁପ କାହିକିଁ ?
ସଇଁନ୍ତଲା, (ଅଜିତ କୁମାର ସାହୁ) : ଗଛ ଲଗାଅ ଦେଶ ବଂଚାଅ ବୋଲି ଅନେକ ସମୟରେ ବିଭିନ୍ନ ସ୍ଥାନରେ ସଚେତନତା ନାରା ଦିଆଯାଉଛି । କିନ୍ତୁ ଏବେ ସେହି ନାରା ବିଫଳ ହେଉଥିବା ମଧ୍ୟ ଦେଖିବାକୁ ମିଳିିଛି । ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ ବନ ବିଭାଗ କାର୍ଯ୍ୟାଳୟ ସାମ୍ନାରେ ଥିବା ଚେଟୁଆପଡା!-->…
Read More...
Read More...