Browsing Tag

saintala news

ଘୁନସର ବୈଷ୍ଣବୀ ପୀଠରେ ଦଶ ମହାବିଦ୍ୟା ଯଜ୍ଞ ଓ ପୂଜାର୍ଚ୍ଚନା

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ଘୁନସର ଗ୍ରାମର ବୈଷ୍ଣବୀ ପୀଠରେ ଆଜି ଦଶ ମହାବିଦ୍ୟା ଯଜ୍ଞ ଓ ପୂଜାର୍ଚ୍ଚନା ଅନୁଷ୍‌ଷ୍ଠିତ ହୋଇଯାଇଛି । ତେବେ ଏଥିରେ ପୀଠର ମୁଖ୍ୟ ସେବକ ହୀରା ବାବାଙ୍କ ଦ୍ବାରା ଦଶ ମହାବିଦ୍ୟା ଯଥା କାଳୀ, ତାରା, ଷୋଡ଼ଶୀ,
Read More...

ମନ୍ତ୍ରୀଙ୍କ ପୋଷ୍ୟ ସ୍କୁଲ ଅବହେଳିତ ଅବସ୍ଥାରେ : ସ୍କୁଲର ବିକାଶ ପାଇଁ ମନ୍ତ୍ରୀଙ୍କ ପ୍ରତିଶ୍ରୁତି

ସଇଁନ୍ତଲା, (ଅଜିତ କୁମାର ସାହୁ) : ରାଜ୍ୟ ସରକାର ଛାତ୍ରଛାତ୍ରୀ ମାନଙ୍କ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚା କରୁଥିବା ବେଳେ ଛାତ୍ରଛାତ୍ରୀ ମାନଙ୍କ ପାଇଁ ବିଭିନ୍ନ ଯୋଜନା କରି ମାଗଣାରେ ବହି, ପୋଷାକ, ସାଇକେଲ ଭଳି ଅନେକ ସାମଗ୍ରୀ ମାଗଣାରେ ଯୋଗାଉଛନ୍ତି । ହେଲେ ୨୮.୦୮.୧୯୬୩ ମସିହାରେ
Read More...

ସାମାଜସେବୀରୁ ନାୟିକା ସଞ୍ଜନା

ସଇଁନ୍ତଲା, (ଅଜିତ କୁମାର ସାହୁ) : ସବୁ ମଣିଷର ମନରେ ଅନେକ ସ୍ଵପ୍ନ ଥାଏ । ଯଦି ସେହି ସ୍ୱପ୍ନ ଧୀରେ ଧୀରେ ସଫଳ ହୁଏ, ତେବେ ଖୁସିର ଜୁଆର ଛୁଟେ । ତେବେ ଆମେ ଏଭଳି ଏକ ଉଦାହରଣ ସୃଷ୍ଟି କରିଥିବା ଜଣେ ସମାଜସେବୀରୁ ଏବେ ବିଭିନ୍ନ କୋଶଲୀ ଫିଲ୍ମରେ ଅଭିନୟ କରୁଥିବା ନାୟିକା ସଞ୍ଜନା ଛତ୍ରିଆଙ୍କ
Read More...

ଛନଛଡା ଗ୍ରାମରେ ବୟସ୍କ ବ୍ୟକ୍ତିଙ୍କୁ କରୋନା ଟୀକା କରଣ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ ଛନଛଡା ଗ୍ରାମରେ ଆଜି ଠାରୁ କରୋନା ଟୀକା ଦାନ କାର୍ୟ୍ୟକ୍ରମ ଆରମ୍ଭ ହୋଇଛି । ପ୍ରଚଣ୍ଡ ଖରା ନେଇ ଲୋକେ ସୁଦୂର ସଇଁନ୍ତଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସ୍ଥିତ ଟୀକାଦାନ କେନ୍ଦ୍ରକୁ ଯିବା ପାଇଁ ଅସମର୍ଥ ହେଉଥିବା ବେଳେ
Read More...

ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଦ୍ୟାଳୟ ବାଳିକା ହାଇସ୍କୁଲକୁ ମନ୍ତ୍ରୀ ଟୁକୁନୀଙ୍କ ପରିଦର୍ଶନ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ସ୍ଥାନୀୟ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଦ୍ୟାଳୟ ବାଳିକା ହାଇସ୍କୁଲକୁ ଆଜି ଉତ୍କଳ ଦିବସ ଅବସରରେ ଓଡ଼ିଶା ମହିଳା ଶିଶୁ ବିକାଶ ମନ୍ତ୍ରୀ ତଥା ଟିଟିଲାଗଡ଼ ବିଧାୟିକା ଟୁକୁନୀ ସାହୁ ଉକ୍ତ ସ୍କୁଲକୁ ପରିଦର୍ଶନ କରିଛନ୍ତି
Read More...

ବାଳିକା ହାଇସ୍କୁଲରେ ଶିକ୍ଷକଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ଉଚ୍ଚ ବିଦ୍ୟାଳୟରେ ଦୀର୍ଘ ଦିନ ଧରି ଜଣେ ଉତ୍ତମ ଶିକ୍ଷକ ଭାବେ ଛାତ୍ରଛାତ୍ରୀ ମାନଙ୍କୁ ଶିକ୍ଷାଦାନ ଦେଉଥିବା ଶିକ୍ଷକ ନଗେନ୍ଦ୍ର ପ୍ରସାଦ ବସ୍ତିଆଙ୍କ ଆଜି ତାଙ୍କ କାର୍ୟ୍ୟରୁ ଅବସର ଗ୍ରହଣ କରିଛନ୍ତି । କୋଭିଟ-୧୯ କଟକଣାକୁ
Read More...

ପ୍ରେମ ବନ୍ଧନରେ ବାନ୍ଧିହେଲେ ପ୍ରେମୀ ଯୁଗଳ : ବିନା ପୁରୋହିତ, ବିନା ଯୌତୁକରେ ବାହାଘର

ସଇଁନ୍ତଲା, (ଅଜିତ କୁମାର ସାହୁ) : ପ୍ରେମ କେତେବେଳେ ହୁଏ ଓ କାହାକୁ ହୁଏ, ତାହା କହି ହୁଏନାହିଁ । ପ୍ରେମ ପାଇଁ କିଏ ନିଜ ଜିବନ ହାରିଦିଏ ତ’ ପ୍ରେମ ପାଇଁ ନିଜ ମା’ବାପାଙ୍କୁ ଭୁଲିଯାଇ ନିଜ ପ୍ରେମିକକୁ ହାତ ଧରି ସଂସାର କରିଥାଏ । ଏଇଥି ପାଇଁ ତ’ ପ୍ରେମ ଅଂଧ ବୋଲି କୁହାଯାଇଥାଏ । ଅନେକ ଥର
Read More...

ଖୁଂଟରେ ବାନ୍ଧି ନିସ୍ତୁକ ମାଡ ମାରିଲେ ଭଣ୍ଡବାବାକୁ ଗ୍ରାମବାସୀ : ମଦ ଓ ମାରଣାସ୍ତ୍ର ଜବତ, ତଦନ୍ତ କରୁଛି ପୁଲିସ

ସଇଁନ୍ତଲା, (ଅଜିତ କୁମାର ସାହୁ) : ଭଣ୍ଡବାବାଙ୍କ ଦବଙ୍ଗଗିରି ଦେଖିବାକୁ ମିଳିଛି । ମଦ ମାଂସ ସହ ଉତ୍‌ପାତ କହିଲେ ନସରେ । ଖୁଂଟରେ ବାନ୍ଧି ନିସ୍ତୁକ ପିଟଛନ୍ତି ଲୋକେ । ପୋଲିସ ଜିମା ପରେ ମାରଣାସ୍ତ୍ର ଜବତ ମଧ୍ୟ ଭଣ୍ଡବାବା ଠାରୁ ଜବତ୍‌ ହୋଇଛି । ଏଭଳିି ଏକ ଘଟଣା ଦେଖିବାକୁ ମିଳିଛି
Read More...

କାନ୍ଦୁଛି ପେଟ, ଠିକଣା ଖୋଜୁଛି ପାଠ

ସଇଁନ୍ତଲା, (ଅଜିତ୍‌ କୁମାର ସାହୁ) : ଶିଶୁ ହସିଲେ ଦେଶ ହସିବ ବୋଲି ସ୍ଲୋଗାନ ଦିଆଯାଉଛି । ଶିଶୁ ମାନଙ୍କ ବିକାଶ ସହିତ ଉପଯୁକ୍ତ ଶିକ୍ଷା ଯୋଗାଇବା ଲକ୍ଷ୍ୟରେ ସରକାର ବିଭିନ୍ନ ଯୋଜନା ପ୍ରଣୟନ କରି ବିପୁଳ ଟଙ୍କା ବ୍ୟୟ କରୁଛନ୍ତି । କିନ୍ତୁ ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକରେ ସରକାରୀ
Read More...

ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ମେଲେରିଆ ସଚେତନତା ଅଭିଯାନ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ ଅନ୍ତର୍ଗତ ଘୁନସର ଗ୍ରାମରେ ଓଡିଶୀ ଅନୁଷ୍ଠାନ କୁମ୍ଭାରୀ ଦ୍ୱାରା ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ମେଲେରିଆ ସଚେତନତା ଅଭିଯାନ ଅନୁଷ୍ଠିତ ହୋଇଥିଲା । ପ୍ରତ୍ୟେକ ଗାଁ ଗାଁକୁ ଯାଇ ଏହି କଳାକାରମାନେ କରୋନା
Read More...