Browsing Tag

saintala news

ପିଇବା ପାଣି ପାଇଁ ମହିଳା ମାନେ ବିଡ଼ିଓଙ୍କ ଠାରେ ଅଭିଯୋଗ କଲେ

ସଇଁନ୍ତଲା, (ଅଜିତ କୁମାର ସାହୁ) : ପିଇବା ପାଣି ପାଇଁ ଲୋକେ ହନ୍ତସନ୍ତ । ଅନେକ ଜାଗାରେ ନଳକୂପ ଅଚଳ ଥିବା ବେଳେ ତାହାକୁ ମଧ୍ୟ ମରାମତି କରିଛନ୍ତି ବ୍ଳକ ପ୍ରଶାସନ । କିନ୍ତୁ ଦୁଇ ବର୍ଷ ହେଲାଣି ପିଇବା ପାଣି ପାଇବାରୁ ବଞ୍ଚିତ ହେଉଥିବା ଅଭିଯୋଗ କରିଛନ୍ତି ସଇଁନ୍ତଲା ବ୍ଳକ କୁଇକେଡା ୟୁପି
Read More...

ସଇଁନ୍ତଲା କଂଗ୍ରେସ ପକ୍ଷରୁ ବର୍ଦ୍ଧିତ ବିଦ୍ୟୁତ ଶୁଳ୍କ ପ୍ରତ୍ୟାହାର ଦାବୀରେ ଗଣ ବିକ୍ଷୋଭ

ସଇଁନ୍ତଲା, (ଅଜିତ କୁମାର ସାହୁ) : ସାରା ରାଜ୍ୟରେ ଲୋକ‌ଙ୍କ ଉପରେ ଦର ବୃଦ୍ଧିର ଚାପ ପଡ଼ିଛି । ପେଟ୍ରୋଲ, ଡିଜେଲ, ଖାଇବା ସାମଗ୍ରୀ ସବୁଥିରେ ଦରବୃଦ୍ଧି ସମସ୍ୟା ହୋଇ ଠିଆ ହେଲାଣି । ସରକାରଙ୍କ ମନମୁଖୀ କାର୍ୟ୍ୟକଳାପ ଯୋଗୁଁ ସାଧାରଣ ଜନତା ଉପରେ ଏହାର ପ୍ରଭାବ ପଡୁଛି । ଏଭଳି ସମୟରେ
Read More...

ଗାଡ଼ି ସୁବିଧା ନ ମିଳିବାରୁ କରୋନାରେ ମୃତ ମହିଳାଙ୍କ ମୃତଦେହ ପଡ଼ି ରହିଛି ଡା‌କ୍ତରଖାନାରେ : ପରିବାର ଲୋକଙ୍କ ଅଭିଯୋଗ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ବାବୁଉଲବା ଗ୍ରାମର ଜଣେ ୨୫ ବର୍ଷ ବୟସ୍କା ମହିଳାଙ୍କ କରୋନା ସଂକ୍ରମଣରେ ମୃତ୍ୟୁ ହୋଇଥିବା ମୃତ ମହିଳାଙ୍କ ପରିବାର ପକ୍ଷରୁ କୁହାଯାଇଛି । ତେବେ ଏହି ମହିଳା‌ଙ୍କ ଗତକାଲି ଅପରାହ୍ନରେ ମୃତ୍ୟୁ ଘଟିଥିବା ବେଳେ ଗାଡ଼ି
Read More...

କେବେ ସୁଧୁରିବ ପରିମଳ ବ୍ୟବସ୍ଥା : ଡ୍ରେନରେ କୁଢ କୁଢ ଆବର୍ଜନା

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ସହର ଜନଗହଳି ପୂର୍ଣ୍ଣ ସହର ଭାବରେ ପରିଚିତ ଥିବା ବେଳେ ପ୍ରତ୍ୟେକ ଦିନ ହଜାର ହଜାର ଲୋକଙ୍କ ପାଇଁ ଏହି ସହର ଭରସା ପାଲଟିଛି । ତେବେ ଏଠାରେ ଜନସଂଖ୍ୟା ୭୦ ହଜାରରୁ ଅଧିକ । କିନ୍ତୁ ଦୁଃଖର ବିଷୟ, ପ୍ରତ୍ୟେକ ଦିନ ଲୋକେ ବ୍ଲକକୁ
Read More...

ଘୁନସର ବୈଷ୍ଣବୀ ପୀଠରେ ଦଶ ମହାବିଦ୍ୟା ଯଜ୍ଞ ଓ ପୂଜାର୍ଚ୍ଚନା

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ଘୁନସର ଗ୍ରାମର ବୈଷ୍ଣବୀ ପୀଠରେ ଆଜି ଦଶ ମହାବିଦ୍ୟା ଯଜ୍ଞ ଓ ପୂଜାର୍ଚ୍ଚନା ଅନୁଷ୍‌ଷ୍ଠିତ ହୋଇଯାଇଛି । ତେବେ ଏଥିରେ ପୀଠର ମୁଖ୍ୟ ସେବକ ହୀରା ବାବାଙ୍କ ଦ୍ବାରା ଦଶ ମହାବିଦ୍ୟା ଯଥା କାଳୀ, ତାରା, ଷୋଡ଼ଶୀ,
Read More...

ମନ୍ତ୍ରୀଙ୍କ ପୋଷ୍ୟ ସ୍କୁଲ ଅବହେଳିତ ଅବସ୍ଥାରେ : ସ୍କୁଲର ବିକାଶ ପାଇଁ ମନ୍ତ୍ରୀଙ୍କ ପ୍ରତିଶ୍ରୁତି

ସଇଁନ୍ତଲା, (ଅଜିତ କୁମାର ସାହୁ) : ରାଜ୍ୟ ସରକାର ଛାତ୍ରଛାତ୍ରୀ ମାନଙ୍କ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚା କରୁଥିବା ବେଳେ ଛାତ୍ରଛାତ୍ରୀ ମାନଙ୍କ ପାଇଁ ବିଭିନ୍ନ ଯୋଜନା କରି ମାଗଣାରେ ବହି, ପୋଷାକ, ସାଇକେଲ ଭଳି ଅନେକ ସାମଗ୍ରୀ ମାଗଣାରେ ଯୋଗାଉଛନ୍ତି । ହେଲେ ୨୮.୦୮.୧୯୬୩ ମସିହାରେ
Read More...

ସାମାଜସେବୀରୁ ନାୟିକା ସଞ୍ଜନା

ସଇଁନ୍ତଲା, (ଅଜିତ କୁମାର ସାହୁ) : ସବୁ ମଣିଷର ମନରେ ଅନେକ ସ୍ଵପ୍ନ ଥାଏ । ଯଦି ସେହି ସ୍ୱପ୍ନ ଧୀରେ ଧୀରେ ସଫଳ ହୁଏ, ତେବେ ଖୁସିର ଜୁଆର ଛୁଟେ । ତେବେ ଆମେ ଏଭଳି ଏକ ଉଦାହରଣ ସୃଷ୍ଟି କରିଥିବା ଜଣେ ସମାଜସେବୀରୁ ଏବେ ବିଭିନ୍ନ କୋଶଲୀ ଫିଲ୍ମରେ ଅଭିନୟ କରୁଥିବା ନାୟିକା ସଞ୍ଜନା ଛତ୍ରିଆଙ୍କ
Read More...

ଛନଛଡା ଗ୍ରାମରେ ବୟସ୍କ ବ୍ୟକ୍ତିଙ୍କୁ କରୋନା ଟୀକା କରଣ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ ଛନଛଡା ଗ୍ରାମରେ ଆଜି ଠାରୁ କରୋନା ଟୀକା ଦାନ କାର୍ୟ୍ୟକ୍ରମ ଆରମ୍ଭ ହୋଇଛି । ପ୍ରଚଣ୍ଡ ଖରା ନେଇ ଲୋକେ ସୁଦୂର ସଇଁନ୍ତଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସ୍ଥିତ ଟୀକାଦାନ କେନ୍ଦ୍ରକୁ ଯିବା ପାଇଁ ଅସମର୍ଥ ହେଉଥିବା ବେଳେ
Read More...

ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଦ୍ୟାଳୟ ବାଳିକା ହାଇସ୍କୁଲକୁ ମନ୍ତ୍ରୀ ଟୁକୁନୀଙ୍କ ପରିଦର୍ଶନ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ସ୍ଥାନୀୟ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଦ୍ୟାଳୟ ବାଳିକା ହାଇସ୍କୁଲକୁ ଆଜି ଉତ୍କଳ ଦିବସ ଅବସରରେ ଓଡ଼ିଶା ମହିଳା ଶିଶୁ ବିକାଶ ମନ୍ତ୍ରୀ ତଥା ଟିଟିଲାଗଡ଼ ବିଧାୟିକା ଟୁକୁନୀ ସାହୁ ଉକ୍ତ ସ୍କୁଲକୁ ପରିଦର୍ଶନ କରିଛନ୍ତି
Read More...

ବାଳିକା ହାଇସ୍କୁଲରେ ଶିକ୍ଷକଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ଉଚ୍ଚ ବିଦ୍ୟାଳୟରେ ଦୀର୍ଘ ଦିନ ଧରି ଜଣେ ଉତ୍ତମ ଶିକ୍ଷକ ଭାବେ ଛାତ୍ରଛାତ୍ରୀ ମାନଙ୍କୁ ଶିକ୍ଷାଦାନ ଦେଉଥିବା ଶିକ୍ଷକ ନଗେନ୍ଦ୍ର ପ୍ରସାଦ ବସ୍ତିଆଙ୍କ ଆଜି ତାଙ୍କ କାର୍ୟ୍ୟରୁ ଅବସର ଗ୍ରହଣ କରିଛନ୍ତି । କୋଭିଟ-୧୯ କଟକଣାକୁ
Read More...