Browsing Tag

sainatala news

ଘର ନିର୍ମାଣ ପାଇଁ ସରକାରୀ ନଳ କୂପ ପୋତି ଦେଲେ

ସଇଁତଳା : ବଲାଙ୍ଗିର ଜିଲ୍ଲା ସଇଁତଳା ବାଳିକା ହାଇସ୍କୁଲ ସାମ୍ନାରେ ଥିବା ସରକାରୀ ନଳକୂପକୁ ପୋତି ଦିଆଯାଇଛି । ଦୀର୍ଘ ବର୍ଷ ହେଲା ସରକାରୀ ଜମିରେ ସରକାରଙ୍କ ପକ୍ଷରୁ ନଳକୂପ ଖନନ କରାଯାଇଥିଲା । ଏହି ନଳକୂପରୁ କଲେଜ ଛାତ୍ରଛାତ୍ରୀଙ୍କ ଠାରୁ ଆରମ୍ଭ କରି ଅନେକ ବାଟୋଇ ଏହି ନଳକୂପ ଉପରେ
Read More...

ବାଇକକୁ ପିଟିଲା ଆର୍ଟିଗା : ୧ ଗୁରୁତର

ସଇଁତଲା, (ଖୁସିରାଣୀ ସାହୁ) : ସଇଁତଲା ଥାନା ଜାତୀୟ ରାଜପଥ ୨୬ ବରଗାଁ ଲାଂଥ ନଦୀ ବ୍ରିଜରେ ବାଇକ ଓ ଆର୍ଟିକା ଗାଡ଼ି ମୁହାଁମୁହିଁ ଧକ୍କା । ମୁହାଁମୁହିଁ ଧକ୍କା ହେବା ଫଳରେ ବାଇକ ଆରୋହୀଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ଗୁରୁତର ବ୍ୟକ୍ତିଙ୍କ ପରିଚୟ
Read More...

ବ୍ଲକସ୍ତରୀୟ ପୋଷଣ ଦିବସ ପାଳନ ୮ ଜଣ ମହିଳାଙ୍କୁ ପୁରସ୍କୃତ

ସଇଁତଲା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ସଇଁତଲା ସ୍ଥିତ ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ କାର୍ଯ୍ୟଳୟ ପରିସରରେ ବ୍ଲକସ୍ତରୀୟ ପୋଷଣ ଦିବସ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ସଇଁତଲା ସିଡିପିଓ ଗୋଲାପୀ ନାୟକଙ୍କ ତତ୍ତ୍ୱବଧାନରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟଅତିଥି ଭାବରେ
Read More...

ବିପଦ ସଂକୁଳ ଅବସ୍ଥାରେ ପୋଲ : ନୂତନ ପୋଲ ନିର୍ମାଣ କରିବା ପାଇଁ ବିଧାୟକଙ୍କ ନିର୍ଦ୍ଦେଶ

ସଇଁତଲା, (ଖୁସିରାଣୀ ସାହୁ) : ଟିଟିଲାଗଡ଼ରେ ପ୍ରଥମ ଥର ପାଇଁ ବିଜେପି ଦଳରୁ ନବୀନ ଜୈନ ବିଧାୟକ ହେବା ପରେ ଲୋକଙ୍କ ଦୁଃଖ ଓ ସୁଖ ସାରଥୀ ପାଲଟିଛନ୍ତି । ଗାଁ ପାନୀୟ ଜଳ ହେଉ କିମ୍ବା ରାସ୍ତା ସମସ୍ୟା ସେ ସବୂ ସମସ୍ୟାର ତୁରନ୍ତ ସମାଧାନ କରିବା ପାଇଁ ଚେଷ୍ଟା କରୁଥିବା ବେଳେ ଲୋକେ ବିଧାୟକ ହେବ
Read More...

ସଇଁତଲାରେ ସାଂସଦ ପ୍ରତିନିଧିଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

ସଇଁତଲା, (ଖୁସି ରାନି ସାହୁ) : ବଲାଙ୍ଗିର ସାଂସଦ ସଂଗୀତା କୁମାରୀ ସିଂହଦେଓଙ୍କ ସଇଁତଲା ବ୍ଲକ ପ୍ରତିନିଧି ଭାବେ ଗଦାଧର ବଗର୍ତ୍ତିଙ୍କୁ ଦାୟିତ୍ୱ ତୁଲାଇବା ପାଇଁ ମନୋନୀତ କରାଯାଇ ଥିବାବେଳେ ଆଜି ବ୍ଲକ କାର୍ଯ୍ୟାଳୟରେ ଶ୍ରୀ ବଗର୍ତ୍ତିଙ୍କୁ ବିଜେପିର କର୍ମକର୍ତ୍ତାମାନେ ଉପଢୌକନ ଓ ଫୁଲତୋଡ଼ା
Read More...

ବାଦୀପଡା-ସଇଁନ୍ତଲା ବ୍ରିଜ ନିର୍ମାଣ ଦାବୀରେ କୋଶଲ ସମନ୍ୱୟ ପକ୍ଷରୁ ଜଳ ସତ୍ୟାଗହ ଆନ୍ଦୋଳନ : ସାମିଲ ହେଲେ ପୂର୍ବତନ…

ସଇଁନ୍ତଲା, (ଅଜିତ କୁମାର ସାହୁ) : ରାଜ୍ୟ ସରକାର, ଜିଲ୍ଲା ପ୍ରଶାସନ ଓ ସ୍ଥାନୀୟ ରାଜନେତା ମାନଙ୍କ ଅବହେଳା ଯୋଗୁଁ ୫ଟି ପଞ୍ଚାୟତର ଲୋକେ ନିର୍ଭର କରୁଥିବା ସଇଁନ୍ତଲା - ବାଦୀପଡା ବ୍ରିଜ ଅଧାପନ୍ତରିଆ ଅବସ୍ଥାରେ ପଡ଼ି ରହିଥିବା ବେଳେ ଏହାକୁ ନେଇ ଅନେକ ଥର ବାଦ ବିବାଦ ସୃଷ୍ଟି ହୋଇସାରିଛି ।
Read More...

କରୋନା ସଚେତନତା ସହ ହାଇଜିନ କିଟ୍‌ ବଣ୍ଟନ

ସଇଁନ୍ତଲା, (ଅଜିତ କୁମାର ସାହୁ) : ଜିଲ୍ଲା ଜୁନିୟର ରେଡ଼କ୍ରସ ତରଫରୁ ସଇଁନ୍ତଲା ବ୍ଳକ ଭନ୍ଦ୍ରା ପଞ୍ଚାୟତ ଚିତାମରା ଗ୍ରାମରେ କରୋନା ସଚେତନତା ସହ ହାଇଜିନ କିଟ୍‌, ସାବୁନ, ମାସ୍କ ବଣ୍ଟନ କରାଯାଇଥିବା ବେଳେ ଜିଲ୍ଲା ଶିକ୍ଷା ଅଧିକାରୀ ଧ୍ରୁବ ଚରଣ ବେହେରା ଓ ଜିଲ୍ଲା ଜୁନିୟର ରେଡ଼କ୍ରସ
Read More...

କଅସରରେ ଡ଼ଃ ଭୀମରାଓ ଆମ୍ବେଦକରଙ୍କ ୧୩୦ ତମ ଜୟନ୍ତୀ ପାଳିତ

ସଇଁନ୍ତଲା, (ଅଜିତ କୁମାର ସାହୁ) : ଭାରତର ବିଶିଷ୍ଟ ଜନନାୟକ ତଥା ଭାରତର ସମ୍ବିଧାନ ପ୍ରଣେତା ଭାରତ ରତ୍ନ ଡ଼ ଭୀମରାଓ ଆମ୍ବେଦକରଙ୍କ ୧୩୦ ତମଜନ୍ମ ଜୟନ୍ତୀ ସଇଁନ୍ତଲା ବ୍ଳକ କଅସର ଡ଼.ବି.ଆର ଆମ୍ବେକର ପାଠାଗାର ପରିସରରେ ଆଜି ବଲାଙ୍ଗିର ସାଂସଦଙ୍କ ସଇଁନ୍ତଲା ବ୍ଳକ ପ୍ରତିନିଧି ଅକ୍ଷୟ ରଣାଙ୍କ
Read More...

ସଇଁନ୍ତଲା ଡାକ୍ତରଖାନା ବାହାରେ ଝୁଲୁଛି ସଟଡାଉନ ବୋର୍ଡ : ବାବୁଉଲବା ଗାଁରେ ୨୪ ଘଣ୍ଟା ପାଇଁ ସଟଡାଉନ, କରୋନା ମୃତ୍ୟୁକୁ…

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ଡାକ୍ତରଖାନା ସମ୍ମୁଖରେ ଝୁଲୁଛି ସଟଡାଉନ ବୋର୍ଡ । ଯେଉଁଥିରେ ଡାକ୍ତରଖାନାରେ କରୋନା ରୋଗ ବାହାରିଥିବାରୁ ଆସନ୍ତା ୫ ତାରିଖରୁ ୧୧ ତାରିଖ ପର୍ଯ୍ୟ‌ନ୍ତ ଡାକ୍ତରଖାନା ସଟଡାଉନ ବୋଲି ଲେଖାଯାଇଛି । ଏପରିକି ଜରୁରୀକାଳୀନ ସେବା
Read More...

କଅସର ଗ୍ରାମକୁ ମଦ ମୁକ୍ତ କରିବା ପାଇଁ ଅଣ୍ଟା ଭିଡିଲେ ମହିଳା ଗୋଷ୍ଠୀ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବର୍ତ୍ତମାନ ଦିନକୁ ଦିନ ମଦ୍ୟପାନ ବ୍ୟକ୍ତିଙ୍କ ସଂଖ୍ୟା ବଢିବାରେ ଲାଗିଛି । ଛୋଟ ପିଲାରୁ ଆରମ୍ଭ କରି ବୟ‌ସ୍କ ବ୍ୟକ୍ତି ପର୍ୟ୍ୟ‌ନ୍ତ ମଦ୍ୟପାନ କରିବାରେ ପଛେଇ ନାହାନ୍ତି ଯ ଦ୍ଵାରା ଘରକୁ ଆସି ମଦ୍ୟପାନ କରୁଥିବା ବ୍ୟକ୍ତିମାନେ କଲହ ସୃଷ୍ଟି କରୁଥିବା ପରେ
Read More...