Browsing Tag

rourkela news

ବିଶ୍ଵ ରେକର୍ଡର ନିକଟବର୍ତ୍ତୀ ସୁମିତ ସିଂ ରାଉରକେଲା ପାଇଁ ଗର୍ବ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲାର ଗର୍ବ ଓ ଗୌରବ କ୍ରୀଡାବିତ୍ ସୁମିତ ସିଂ(୩୨) ଏବେ ବିଶ୍ଵ ରେକର୍ଡର ଅଧିକାରୀ ହେବାକୁ ଯାଉଛନ୍ତି । ଯାହା ରାଉରକେଲା ପାଇଁ ଖୁସି ଓ ଗର୍ବର ବିଷୟ କୁହାଯାଉଛି । ଏନେଇ ବ୍ରାହ୍ମଣୀ କ୍ଲବଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ
Read More...

ଭାରତୀୟ ଯୁବ ହଷ୍ଟେଲସର ମୁକ୍ତ ସନ୍ତରଣ ପ୍ରତିଯୋଗିତା

ରାଉରକେଲା, (ସସ୍ମିତା ପ୍ରଧାନ) : ଭାରତୀୟ ଯୁବ ହଷ୍ଟେଲସ ରାଉରକେଲା ଶାଖା ଓ ରାଉରକେଲା କ୍ଲବର ମିଳିତ ଆନୁକୂଲ୍ୟରେ ମୁକ୍ତ ସନ୍ତରଣ ପ୍ରତିଯୋଗିତା ରାଉରକେଲା କ୍ଲବ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଦୁଇ ଭାଗରେ ମହିଳା ଓ ପୁରୁଷମାନଙ୍କ ମଧ୍ୟରେ ବିଭିନ୍ନ ସନ୍ତରଣ ପ୍ରତିଯୋଗିତା ଅନୁଷ୍ଠିତ
Read More...

ରାଷ୍ଟ୍ରୀୟ ମହିଳା ନେତୃତ୍ୱ ସମ୍ମିଳନୀ ଉଦ୍‌ଯାପିତ

ରାଉରକେଲାରୁ ଯୋଗଦେଲେ କବି ସସ୍ମିତା ପ୍ରଧାନ ରାଉରକେଲା, (ସସ୍ମିତା ପ୍ରଧାନ) : ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନ, ଉତ୍କଳ ଗାନ୍ଧୀ ସ୍ମାରକନିଧି, ଉତ୍କଳ ସର୍ବୋଦୟ ମଣ୍ଡଳ, ରାଷ୍ଟ୍ରୀୟ ଯୁବା ସଂଗଠନ ଓ ପରୀ ମୂଷା ମଲ୍ଲିକ ଜାତୀୟ ସ୍ମାରକୀ ନ୍ୟାସ ପକ୍ଷରୁ ଭୁବନେଶ୍ଵର ସ୍ଥିତ ଇଡକଲ
Read More...

ଜଳିଗଲା ମୋ’ ବସ୍ : ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ରାଉରକେଲା, (ସସ୍ମିତା ପ୍ରଧାନ) : ସକାଳ ପ୍ରାୟ ୧୦ଟା ସମୟରେ ବେଦବ୍ୟାସ ନିକଟସ୍ଥ ଟିସିଆଇ ବ୍ରିଜ୍ ନିକଟରେ ମୋ' ବସ୍‌ରେ ହଠାତ୍ ନିଆଁ ଲାଗିଯାଇଥିବା ବେଳେ ବସ୍‌ରେ ଥିବା ସମସ୍ତ ଯାତ୍ରୀ ଅଳ୍ପକେ ରକ୍ଷା ପାଇଥିଲେ । ସୂଚନା ଅନୁସାରେ ମୋ' ବସ୍ ଗାଡ଼ି ନମ୍ୱର ଓଡି୧୪ଏବି ୬୬୭୬ ରୁଟ୍ ନମ୍ୱର ୧୦୬
Read More...

ଜନନୀ ସମ୍ପର୍କ ଅଭିଯାନରେ ସମ୍ପର୍କ ସୁଦୃଢ ପାଇଁ ପ୍ରଶାନ୍ତଙ୍କ ଅଭିନବ ପ୍ରୟାସ

ରାଉରକେଲା, (ସସ୍ମିତା ପ୍ରଧାନ) : ରଘୁନାଥପଲ୍ଲୀର ବରିଷ୍ଠ କଂଗ୍ରେସ ନେତା ପ୍ରଶାନ୍ତ ସେଠୀ ଜନନୀ ସମ୍ପର୍କ ଅଭିଯାନରେ ଗତକାଲି ପବିତ୍ର ସାବିତ୍ରୀ ଅମାବାସ୍ୟାରେ ଯାଇ ପହଞ୍ଚିଥିଲେ ସେକ୍ଟର ୭ ବିନ ବସ୍ତି ଅଂଚଳରେ । ବସ୍ତି ଅଞ୍ଚଳ ପରିଦର୍ଶନ କରି ଅଞ୍ଚଳର ଥିବା ବିଭିନ୍ନ ସମସ୍ୟା ଉପରେ ଅବଗତ
Read More...

ଆଦର୍ଶ ପାଠାଗାରର ମାସିକ ସାହିତ୍ୟ ଆସର

ଓଡିଆ ସାହିତ୍ୟରେ ଅତ୍ୟାଧୁନିକତାର ପ୍ରବର୍ତ୍ତକ ଥିଲେ ସଚ୍ଚି ରାଉତରାୟ ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ସର୍ବପୁରାତନ ସାହିତ୍ୟ ଅନୁଷ୍ଠାନ ଆଦର୍ଶ ପାଠାଗାର ପକ୍ଷରୁ ମାସିକ ସାହିତ୍ୟ ଆସର ଆଦର୍ଶ ସାହିତ୍ୟ ଘରଠାରେ ଅନୁଷ୍ଠିତ ହୋଇଯାଇଛି । ପୂରାତନ ସାହିତ୍ୟିକ, କବିଙ୍କ କାଳଜୟୀ
Read More...

ଲାଠିକଟା ପାଇଁ ଗୌରବ ଆଣିଲେ ଯଶୋଧାରା

ରାଉରକେଲା, (ସସ୍ମିତା ପ୍ରଧାନ) : ଇଣ୍ଡିଆନ ସାର୍ଟିଫିକେଟ ଅଫ ସେକେଣ୍ଡାରୀ ଏଜୁକେସନ ଦ୍ଵାରା ପରିଚାଳିତ ଦ୍ଵାଦଶ ଶ୍ରେଣୀ ପରୀକ୍ଷା ଫଳ ଗତକାଲି ପ୍ରକାଶ ପାଇଥିବା ବେଳେ ଲାଠିକଟା ଏସବିଆଇ କଲୋନୀ ନିବାସୀ ଝସକେତନ ନାୟକ ଏବଂ ଶ୍ରଦ୍ଧାଞ୍ଜଳି ନାୟକଙ୍କ ଝିଅ ଯଶୋଧାରା ନାୟକ ୯୫% ମାର୍କ ରଖି
Read More...

‘ଲଭଜିହାଦ’ ବିରୁଦ୍ଧରେ କଠୋର ଆଇନ ହେଉ : ଶାନ୍ତନୁ କୁସୁମ

ରାଉରକେଲା, (ସସ୍ମିତା ପ୍ରଧାନ) : କେରଳ ସମେତ ଦେଶର ବିଭିନ୍ନ ଭାଗରେ ଦିନକୁ ଦିନ 'ଲଭଜିହାଦ' ଘଟଣା ବୃଦ୍ଧି ପାଉଥିବା ବେଳେ ଏହାକୁ ରୋକିବା ନିମନ୍ତେ କଠୋର ଆଇନ ପ୍ରଣୟନ କରିବାକୁ ଦାବୀ କରିଛନ୍ତି ବିଶ୍ୱହିନ୍ଦୁ ପରିଷଦର ବରିଷ୍ଠ ନେତା ଶାନ୍ତନୁ କୁସୁମ । ଏହି ପରିପ୍ରେକ୍ଷୀରେ ଭିଏଚପି ନେତା
Read More...

ଚକ୍ରଧରପୁର ରେଳବାଇ ଡିଆରଏମଙ୍କ ବକ୍ତବ୍ୟକୁ ରାଉରକେଲା ବିକାଶ ମଞ୍ଚର ବିରୋଧ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ଚେମ୍ବର ଅଫ କମର୍ସ ତରଫରୁ ଗତ ୧୦ ତାରିଖ ଦିନ ରେଳବାଇ ଅଧିକାରୀମାନଙ୍କ ସହ ଏକ ଆଲୋଚନାର ବନ୍ଦୋବସ୍ତ ଚେମ୍ବରର ନିଜସ୍ୱ ସଭାଗୃହରେ ଆୟୋଜିତ ହୋଇଥିଲା । ନିମନ୍ତ୍ରଣ ପାଇ ଗତ ୧୦ ତାରିଖ ଦିନ ଚକ୍ରଧରପୁର ରେଳବାଇ ଡିଭିଜନର ଡିଆରଏମ ଅରୁଣ ରାଠୋରଙ୍କ
Read More...

ସ୍କାଉଟ୍ ଏବଂ ଗାଇଡ୍‌ର ଜଳ ସେବା ଶିବିର

ରାଉରକେଲା, (ସସ୍ମିତା ପ୍ରଧାନ) : ଭାରତ ସ୍କାଉଟ୍ ଏବଂ ଗାଇଡ୍, ରାଉରକେଲା ସ୍କାଉଟ୍ ଜିଲ୍ଲା ତରଫରୁ ଜଳ ସେବା ଶିବିର କୋଏଲନଗର ଏ ବ୍ଲକ ସ୍ଥିତ ବସ୍‌ଷ୍ଟାଣ୍ଡ ନିକଟରେ ଅନୁଷ୍ଠିତ ହୋଇଯାଇଛି । ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସ୍କାଉଟ୍‌ର କମିଶନର ବ୍ରଜେନ୍ଦ୍ର ଦାଶଙ୍କ ଅଧ୍ୟକ୍ଷତାରେ
Read More...