Browsing Tag

rourkela news

ବିଦ୍ୟାଳୟ ହେଉଛି ସମାଜର ମନ୍ଦିର – ସାରଦା

ରାଉରକେଲା, (ସସ୍ମିତା ପ୍ରଧାନ) : ଫାଇବ ଟି ଅନ୍ତର୍ଗତ ଓଡିଶାର ସମସ୍ତ ସରକାରୀ ବିଦ୍ୟାଳୟର ରୂପାନ୍ତରଣ କାର୍ଯ୍ୟକ୍ରମ ଅବସରରେ ଆଲୋଚ୍ୟ ବିଷୟ "ଆମ ସମସ୍ତଙ୍କର କର୍ତ୍ତବ୍ୟ ଓ ଦାୟିତ୍ୱ" ସଂପର୍କରେ ଆଲୋଚନା କରି କାର୍ଯ୍ୟକ୍ରମର ଆବାହକ ରାଉରକେଲା ବିଧାୟକ ତଥା ସୁନ୍ଦରଗଡ ଜିଲ୍ଲା ଯୋଜନା ବୋର୍ଡର
Read More...

ରେଳଧାରଣାରେ ମାଇନ୍ସ ଲଗାଇ ଉଡ଼ାଇ ଦେଲେ ନକ୍ସଲ : ଟ୍ରେନ ଚଳାଚଳ ବାଧାପ୍ରାପ୍ତ

ରାଉରକେଲା, (ସସ୍ମିତା ପ୍ରଧାନ) : ଦକ୍ଷିଣପୂର୍ବ ରେଳପଥର ଚକ୍ରଧରପୁର ନିକଟ ଲୋଟା ପାହାଡ଼ ଏବଂ ସୋନୁଆ ମଧ୍ୟରେ ନକ୍ସଲମାନେ ରେଳଧାରଣାରେ ମାଇନ୍ସ ଲଗାଇ ଉଡ଼ାଇ ଦେଇଛନ୍ତି । ଫଳରେ ହାୱଡା–ମୁମ୍ବାଇ ମାର୍ଗରେ ଟ୍ରେନ ଚଳାଚଳ ବାଧାପ୍ରାପ୍ତ ହୋଇଛି । ରେଳବାଇ ପକ୍ଷରୁ ଟ୍ରାକ୍ ମରାମତି କାମ
Read More...

କାୟସ୍ତ କାରଣ ମହାସଭା ତରଫରୁ ଶ୍ରୀ ଶ୍ରୀ ଚିତ୍ରଗୁପ୍ତ ମହାପ୍ରଭୁଙ୍କର ବାର୍ଷିକ ପୂଜା ଉତ୍ସବ ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା କାୟସ୍ତ କାରଣ ମହାସଭା ତରଫରୁ ଶ୍ରୀ ଶ୍ରୀ ଚିତ୍ରଗୁପ୍ତ ମହାପ୍ରଭୁଙ୍କର ବାର୍ଷିକ ପୂଜା ଉତ୍ସବ ଅନୁଷ୍ଠିତ ହେବା ସଙ୍ଗେ ସଙ୍ଗେ ଏକ ବୈଠକର ଆୟୋଜନ କରାଯାଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ଦିଲୀପ ରାୟ ଯୋଗଦେବା ସଙ୍ଗେ ସଙ୍ଗେ କରଣ ସମାଜ ଓ
Read More...

ହମିରପୁର ଉନ୍ନୟନ ପରିଷଦର ସାଧାରଣ ବୈଠକ

ରାଉରକେଲା, (ସସ୍ମିତା ପ୍ରଧାନ) : ହମିରପୁର ଅଂଚଳର ବିଭିନ୍ନ ସମସ୍ୟା ଓ ଆଗାମୀ କାର୍ଯ୍ୟପନ୍ଥା ସଂପର୍କରେ ହମିରପୁର ଉନ୍ନୟନ ପରିଷଦର ଏକ ସାଧାରଣ ବୈଠକ ତାରିଣୀ ମନ୍ଦିରଠାରେ ଅନୁଷ୍ଠିତ ହୋଇଯାଇଛି । ପରିଷଦର ସଭାପତି ସୁମନ ଦତ୍ତଙ୍କ ସଭାପତିତ୍ୱ ଓ ନିରଞ୍ଜନ ଦାଶଙ୍କ ଆବାହକତ୍ୱରେ ଆୟୋଜିତ ଏହି
Read More...

ଅବସରକଳୀନ ସମ୍ବର୍ଦ୍ଧନା ସଭା ଓ ବଂଧୁମିଳନ କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ଓଷ୍ଟା ରାଉରକେଲା ସିଟି ଜୋନ ଆନୁକୂଲ୍ୟରେ ଜଗଦା ସ୍ଥିତ ବାଟମଙ୍ଗଳା ଶକ୍ତିପୀଠ ଠାରେ ଡିଭାଇନ ଲାଇଫ ଏକାଡେମୀର ପ୍ରଧାନ ଶିକ୍ଷକ ରମାକାନ୍ତ ମଲ୍ଲିକଙ୍କୁ ଅବସରକଳୀନ ବିଦାୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ସିଟି ଜୋନର ସଭାପତି ଶିଶିର କୁମାର ପାଣିଙ୍କ
Read More...

ରୋଟାରୀ କ୍ଲବ ଷ୍ଟିଲ ସିଟି ତରଫରୁ ଛତୁଚାଷ ତାଲିମ ଶିବିର

ରାଉରକେଲା, (ସସ୍ମିତା ପ୍ରଧାନ) : ମହିଳା ସଶକ୍ତିକରଣକୁ ଦୃଷ୍ଟିରେ ରଖି ମହିଳାମାନଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ରୋଟାରୀ କ୍ଲବ ଷ୍ଟିଲ ସିଟି ତରଫରୁ ଦୁଇ ଦିନିଆ ଛତୁଚାଷ ତାଲିମ କାର୍ଯ୍ୟକ୍ରମ ସେକ୍ଟର ୫ସ୍ଥିତ ଗୋଲଘର ବିଶ୍ୱଭାରତୀ ବିଦ୍ୟାମନ୍ଦିରଠାରେ ଅନୁଷ୍ଠିତ ହୋଇଯାଇଛି । ରୋଟାରୀ କ୍ଲବ
Read More...

ଡଃ. ଏପିଜେ ଅବଦୁଲ କଲାମ ପ୍ରଫେସନାଲ୍ ଆକ୍ଚିଭର ଆୱାର୍ଡ ସମ୍ପନ୍ନ

ରାଉରକେଲା, (ସସ୍ମିତା ପ୍ରଧାନ) : ଇଣ୍ଡିଆନ ବିଉଟିସିଆନ ୱେଲଫେୟାର ଆସୋସିଏସନ୍ ଓ ହାପି ମୋମେନ୍ଟସ୍ ଇଣ୍ଡିଆର ମିଳିତ ଆନୁକୂଲ୍ୟରେ ଡଃ. ଏପିଜେ ଅବଦୁଲ କଲାମ ପ୍ରଫେସନାଲ୍ ଆକ୍ଚିଭର ଆୱାର୍ଡ କାର୍ଯ୍ୟକ୍ରମ ସ୍ଥାନୀୟ ଇଣ୍ଡୋ ଜର୍ମାନ କ୍ଲବ ଠାରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ଅଧ୍ୟକ୍ଷ
Read More...

ଇସ୍ପାତ ସାହିତ୍ୟ ସଂସଦର ପ୍ରବନ୍ଧ ପାଠୋତ୍ସବ

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ଅଗ୍ରଣୀ ସାହିତ୍ୟାନୁଷ୍ଠାନ ଇସ୍ପାତ ସାହିତ୍ୟ ସଂସଦ ଆନୁକୂଲ୍ୟରେ ପ୍ରବନ୍ଧ ପାଠୋତ୍ସବ କାର୍ଯ୍ୟକ୍ରମ ସଂସଦ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ବରିଷ୍ଠ ସଦସ୍ୟ ଚିତ୍ତରଂଜନ ବ୍ରହ୍ମାଙ୍କ ସଭାପତିତ୍ୱରେ ଓ କାର୍ଯ୍ୟକାରୀ ସଭାପତି ବ୍ରଜେନ୍ଦ୍ର
Read More...

ଆଦର୍ଶ ପାଠାଗାରରେ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜୟନ୍ତୀ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ପୁରାତନ ସାହିତ୍ୟାନୁଷ୍ଠାନ ଆଦର୍ଶ ପାଠାଗାର ତରଫରୁ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜୟନ୍ତୀ ମହାସମାରୋହରେ ପାଳିତ ହୋଇଯାଇଛି । କୋଭିଡ ନିୟମ ପାଳନ କରାଯାଇ ପାଠାଗାରର ସଭାପତି ଇଂ ଅଭୟ କୁମାର ଦାସଙ୍କ ସଭାପତିତ୍ୱ ଓ ସାଧାରଣ ସଂପାଦକ ସୁକାନ୍ତ
Read More...

ପରିବେଶ ସୁରକ୍ଷା ନିମନ୍ତେ ଶୈଳବାଳାଙ୍କୁ ବିଜୁ ପଟ୍ଟନାୟକ ପୁରସ୍କାର

ରାଉରକେଲା, (ସସ୍ମିତା ପ୍ରଧାନ) : ପରିବେଶ ଓ ବନ୍ୟଜନ୍ତୁ ସୁରକ୍ଷା ନିମନ୍ତେ ଉଲ୍ଲେଖନୀୟ ଅବଦାନ ପାଇଁ ରାଉରକେଲାର ସମାଜସେବୀ ସୁଶ୍ରୀ ଶୈଳବାଳା ଷଡଙ୍ଗୀଙ୍କୁ ବିଜୁ ପଟ୍ଟନାୟକ ପୁରସ୍କାରରେ ସମ୍ମାନିତ କରାଯାଇଛି । ସୁନ୍ଦରଗଡ ବନଖଣ୍ଡ ସ୍ତରୀୟ ୬୭ତମ ବନ୍ୟା ସପ୍ତାହ ପାଳନ ଅବସରରେ ସୁନ୍ଦରଗଡ
Read More...