Browsing Tag

rourkela news

ସେଲ୍ ଇସ୍ପାତ ହିଁ ଆତ୍ମନିର୍ଭର ଭାରତ ଗଠନର ମେରୁଦଣ୍ଡ-ଯୁବ ହଷ୍ଟେଲସ

ରାଉରକେଲା, (ସସ୍ମିତା ପ୍ରଧାନ) : ଭାରତୀୟ ଯୁବ ହଷ୍ଟେଲସ ରାଉରକେଲା ଶାଖା ଦ୍ୱରା ଆୟୋଜିତ ତଥା ଆରଏସସିଟି ସହଯୋଗରେ ସ୍ଥାନୀୟ ସେକ୍ଟର-୨ ସ୍ଥିତ ମ୍ୟାକ୍ସମୁଲାର ଭବନ ପରିସରରେ ସେଲ୍ ଗୈାରବ(ପ୍ରତିଷ୍ଠା) ଦିବସ କୋଭିଡ ଗାଇଡ ଲାଇନ ମୁତାବକ ପାଳିତ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ
Read More...

ଦୀନକୃଷ୍ଣ ୱେଲଫେୟାର ଟ୍ରଷ୍ଟ ପକ୍ଷରୁ ରକ୍ତଦାନ ଶିବିର ଆୟୋଜିତ

ରାଉରକେଲା, (ସସ୍ମିତା ପ୍ରଧାନ) : ସାମାଜିକ ଅନୁଷ୍ଠାନ ଦୀନକୃଷ୍ଣ ୱେଲଫେୟାର ଟ୍ରଷ୍ଟ ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଟ୍ରଷ୍ଟର ସଭାପତି ଆରତୀ ସାହୁଙ୍କ ସଭାପତିତ୍ୱ ଓ ବରିଷ୍ଠ ସଦସ୍ୟ ଡ.ବିନୋଦ କୁମାର ସାହୁଙ୍କ ଆବାହକତ୍ୱରେ ଆୟୋଜିତ ଏହି ଶିବିରରେ ମୁଖ୍ୟ ଉପଦେଷ୍ଟା ଡାକ୍ତର
Read More...

ଇସ୍ପାତ ମାର୍କେଟରେ ନେତାଜୀଙ୍କ ଜୟନ୍ତୀ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ଇସ୍ପାତ ସେଣ୍ଟ୍ରାଲ ମାର୍କେଟ ଠାରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ କରୋନା ନିୟମ ଅନୁଯାୟୀ ପାଳନ କରାଯାଇଛି । କବି ଆର୍ତ୍ତତ୍ରାଣ ମହାପାତ୍ରଙ୍କ ସଭାପତିତ୍ୱ ଓ ବଣିକ ସଂଘର ସାଧାରଣ ସଂପାଦକ ମୁରଲିଧର ମିଶ୍ରଙ୍କ ଆବାହକତ୍ୱରେ ଆୟୋଜିତ ଏହି
Read More...

ଗୋପବନ୍ଧୁ ପାଠାଗାରର ଆଲୋଚନାଚକ୍ର ଅନୁଷ୍ଠିତ

ମଣିଷର ସୁଖ ଶାନ୍ତି ପାଇଁ ବହୁ ଜୈବ ବିବିଧତା ସମନ୍ୱୟର ଆବଶ୍ୟକ : ପ୍ରଫେସର ଡଃ ଗିରି ରାଉରକେଲା, (ସସ୍ମିତା ପ୍ରଧାନ) : ମଣିଷର ସୁଖ ଶାନ୍ତି ପାଇଁ ବହୁ ଜୈବ ବିବିଧତା ସମନ୍ୱୟର ଆବଶ୍ୟକତା ରହିଛି ବୋଲି ଛେଣ୍ଡ ସ୍ଥିତ ଗୋପବନ୍ଧୁ ପାଠାଗାର ଆୟୋଜିତ 'ବହୁଧାର ବର୍ଣ୍ଣବିଭା' ସଂପର୍କରେ
Read More...

ସ୍ୱରବ୍ରହ୍ମର ଭଜନ ସଂଧ୍ୟା କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ସ୍ୱରବ୍ରହ୍ମ ମ୍ୟୁଜିକ ଏକାଡେମୀ ତରଫରୁ ଭଜନ ସଂଧ୍ୟା କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଗୁରୁ ନରସିଂହ ପାଣିଗ୍ରାହୀଙ୍କ ପ୍ରତ୍ୟକ୍ଷ ତତ୍ବାବଧାନ ଏହି ଭଜନ ସଂଧ୍ୟା ଆୟୋଜନ କରାଯାଇଥିଲା । ଏହି କାର୍ୟ୍ୟକ୍ରମରେ ଅତିଥି ଭାବେ ଗୁରୁ ବିଭୂତି ପତି ଓ ଆଇନଜୀବୀ
Read More...

ସ୍ୱସ୍ତି ସାହିତ୍ୟ ସଂସଦର ନୂତନ କର୍ମକର୍ତ୍ତା ମନୋନୀତ

ରାଉରକେଲା, (ସସ୍ମିତା ପ୍ରଧାନ) : ଇସ୍ପାତ ସହର ରାଉରକେଲାର ଅଗ୍ରଣୀ ସାରସ୍ୱତ ଅନୁଷ୍ଠାନ ସ୍ୱସ୍ତି ସାହିତ୍ୟ ସଂସଦର ସ୍ୱତନ୍ତ୍ର କାର୍ୟ୍ୟନିର୍ବାହୀ ବୈଠକ ସଭାପତି ମହେନ୍ଦ୍ର କୁମାର ପଟ୍ଟନାୟକଙ୍କ ପୈାରୋହିତ୍ୟରେ ଅନୁଷ୍ଠିତ ହୋଇଥିଲା । ପ୍ରାରମ୍ଭରେ ସଂପାଦକ ରାଜୀବ ପାଣି ସମସ୍ତ ସଦସ୍ୟାଙ୍କୁ
Read More...

ରକ୍ତଦାନ ଶିବିର ଆୟୋଜିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଆର୍ନ୍ତଜାତୀୟ ମାନବାଧିକାର ଦିବସ ପାଳନ ଉପଲକ୍ଷେ ମୋ ପରିବାର ଓ ଆର୍ନ୍ତଜାତୀୟ ମାନବାଧିକାର ପରିଷଦ ସୁନ୍ଦରଗଡ ବୋର୍ଡ ଓ ରାଉରକେଲା ୟୁନିଟ ପକ୍ଷରୁ ମିଳିତ ଭାବେ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି । ଏଥିରେ ପ୍ରାୟ ୪୦ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା ।
Read More...

ସିଡିଏସ୍‌ ଓ ଅନ୍ୟମାନଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳି

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ଅନ୍ୟତମ ସାମାଜିକ ଅନୁଷ୍ଠାନ "କ୍ଲିନ ଓ ଗ୍ରିନ୍"ର ତରଫରୁ ଦେଶର ପ୍ରଥମ ସିଡିଏସ ବିପିନ ରାୱତ ଓ ଅନ୍ୟମାନଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ସଂପାଦକ ପ୍ରଦୀପ କୁମାର ଦାସଙ୍କ ନେତୃତ୍ଵରେ ସଦସ୍ୟମାନେ ଏସ୍‌ଟିଆଇ ଛକ
Read More...

୩ ଦିନିଆ ନକଆଉଟ ଫୁଟବଲ ପ୍ରତିଯୋଗିତା ଆରମ୍ଭ

ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର ୧୫ ସ୍ଥିତ ସରନା ସ୍ପୋଟିଂ କ୍ଲବ ତରଫରୁ ୧୬ତମ ୩ ଦିନିଆ ନକଆଉଟ ଫୁଟବଲ ପ୍ରତିଯୋଗିତା ୨୦୨୧ ସେକ୍ଟର ୧୫ ଚିପଟାଇପ ମାର୍କେଟ ପଡ଼ିଆଠାରେ ଆରମ୍ଭ ହୋଇଯାଇଛି । ରାଉରକେଲା ଏସ୍‌ପି ମୁକେଶ ଭାମୁ ମୁଖ୍ୟ ଅତିଥି, ଉପକମିଶନର ସୁଧାଂଶୁ ଭୋଇ ସମ୍ମାନିତ ଅତିଥି
Read More...

ରୋଟାରୀ କ୍ଲବର ପୁରସ୍କାର ବିତରଣ ଓ ପ୍ରତିଷ୍ଠା ଦିବସ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ରୋଟାରୀ କ୍ଲବ, ରାଉରକେଲା ଷ୍ଟିଲ ସିଟିର ପୁରସ୍କାର ବିତରଣ ଓ ୧୦ମ ପ୍ରତିଷ୍ଠା ଦିବସ ଇଣ୍ଡୋ ଜର୍ମାନ କ୍ଲବ ଠାରେ କୋଭିଡ ନିୟମ ଅନୁସାରେ ପାଳନ କରାଯାଇଛି । କ୍ଲବର ସଭାପତି ରୋଟାରୀଆନ ଅର୍ଚ୍ଚନା ମହାନ୍ତିଙ୍କ ସଭପତିତ୍ୱ ଓ ସାଧାରଣ ସଂପାଦକ ପିଉ ଗୁହାଙ୍କ
Read More...