Browsing Tag

rourkela news

‘ସମ୍ବାଦ ସାହିତ୍ୟ ଘର’ ତରଫରୁ ଜାନକୀବଲ୍ଲଭ ପଟ୍ଟନାୟକଙ୍କ ଜନ୍ମ ଜୟନ୍ତୀ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ସମ୍ବାଦ ସାହିତ୍ୟ ଘର ତରଫରୁ ପୂର୍ବତନ ମୁଖ୍ୟମନ୍ତ୍ରୀ, ସଂସ୍କୃତ ବିଶାରଦ, ପୌରୁଷର ପ୍ରତିଷ୍ଠାତା, ପ୍ରାବନ୍ଧିକ ଓ ସୁସାହିତ୍ୟିକ ଜାନକୀବଲ୍ଲଭ ପଟ୍ଟନାୟକଙ୍କ ୯୬ତମ ଜନ୍ମ ଜୟନ୍ତୀ କୋଏଲନଗର ସ୍ଥିତ ଜଗନ୍ନାଥ ମନ୍ଦିରରେ ପାଳିତ ହୋଇଯାଇଛି । ସର୍ବ
Read More...

ତାଏକୋଣ୍ଡୋରେ ବ୍ରୋଞ୍ଜ ପଦକ ଜିତିବା ପରେ ପ୍ରଶଂସା ସାଉଁଟୁଛନ୍ତି ପ୍ରିୟାଂଶୁ

ରାଉରକେଲା, (ସସ୍ମିତା ପ୍ରଧାନ) : ଋଷିକେଶ ଠାରେ ଆୟୋଜିତ ୧୮ତମ ଜାତୀୟସ୍ତରୀୟ ତାଇକୋଣ୍ଡୋ ପ୍ରତିଯୋଗିତାରେ ରାଉରକେଲାର ସେକ୍ଟର ୧ ସ୍ଥିତ ରହୁଥିବା ପ୍ରିୟାଂଶୁ କୁମାର ସାହୁ ଜିତିଛନ୍ତି ବ୍ରୋଞ୍ଚ ପଦକ । ତାହା ସହିତ ଷ୍ଟିଲ ସିଟି ପାଇଁ ଓ ଓଡ଼ିଶା ପାଇଁ ୭ ବର୍ଷର ବାଳକ ଗୌରବ ଅର୍ଜନ କରିଛନ୍ତି
Read More...

ବାସନ୍ତୀ ପାଠାଗାରର ସାହିତ୍ୟ ଆସର ଓ ‘ସହରରୁ ପଲ୍ଲୀ’ ପୁସ୍ତକ ଉନ୍ମୋଚନ

ରାଉରକେଲା, (ସସ୍ମିତା ପ୍ରଧାନ) : ବାସନ୍ତୀ ପାଠାଗାର ତରଫରୁ ମାସିକ ସାହିତ୍ୟ ଆସର ଓ ବିକ୍ରମଚନ୍ଦ୍ର ଆଚାର୍ଯ୍ୟଙ୍କ ଗଳ୍ପ ସଂକଳନ 'ସହରରୁ ପଲ୍ଲୀ' ପୁସ୍ତକ ଉନ୍ମୋଚନ ପାଠାଗାର ପରିସରରେ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକାରୀ ସଭାପତି ବିଭୁଦତ୍ତ ବେହେରାଙ୍କ ସଭାପତିତ୍ୱ ଓ ସଂପାଦକ ବିକ୍ରମ
Read More...

ଶ୍ରୁତି ଭବନରେ ବାଳ ସଂସ୍କାର କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ପ୍ରତିବର୍ଷ ପରି ଏହି ବର୍ଷ ମଧ୍ୟ ସେକ୍ଟର ୧୯ ଆଖଣ୍ଡଳମଣି ମନ୍ଦିର ସ୍ଥିତ ଶ୍ରୁତି ଭବନ ତରଫରୁ ଏକ ଦିବସୀୟ ବାଳ ସଂସ୍କାର କାର୍ଯ୍ୟକ୍ରମ ଆଜି ଅନୁଷ୍ଠିତ ହୋଇଯାଇଛି । ଗୁରୁଜୀ ଆଚାର୍ଯ୍ୟ ପ୍ରଣବ ଚୈତନ୍ୟ ଓ ଗୁରୁମା ବ୍ରହ୍ମଚାରିଣୀ ଗୀତାଞ୍ଜଳିଙ୍କ ପ୍ରତ୍ୟକ୍ଷ
Read More...

ଓଡିଶା ଭାଷା ବିକାଶ ମଞ୍ଚର ଭକ୍ତକବିଙ୍କ ତିରୋଧାନ ଦିବସ, ପୁସ୍ତକ ଉନ୍ମୋଚନ ଓ ମଧ୍ୟ ରାତ୍ର କବିତା ଆସର ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଓଡ଼ିଆ ଭାଷା ବିକାଶ ମଞ୍ଚ ଆନୁକୂଲ୍ୟରେ କଲ୍‌ଚରାଲ୍ ଏକାଡେମୀ ପରିସରରେ ସାଧାରଣ ସମ୍ପାଦକ ଆର୍ତ୍ତତ୍ରାଣ ମହାପାତ୍ରଙ୍କ ଆବାହକତ୍ୱରେ ଏବଂ ସଭାପତି ପ୍ରଶାନ୍ତ କୁମାର ପତିଙ୍କ ପୌରାହିତ୍ୟରେ ଭକ୍ତକବିଙ୍କ ପୁଣ୍ୟ ସ୍ମୃତିଚାରଣ, କବି ପ୍ରତାପ କୁମାର ପଣ୍ଡାଙ୍କ
Read More...

ଫୁଲଗଛ ପ୍ରତି ସମର୍ପିତ ପ୍ରାଣ ବିଜୟ ସ୍ୱାଇଁ

ରାଉରକେଲା, (ସସ୍ମିତା ପ୍ରଧାନ) : ଫୁଲ ଓ ଫଳ ଗଛ ପ୍ରେମୀ ହେଲେ ବିଜୟ ସ୍ୱାଇଁ । ଆରଏସପିର ଏସଏମଏସ ୨ର ଇଲେକ୍ଟ୍ରିକାଲ ବିଭାଗର ମାଷ୍ଟର ଟେକ୍ନିସିଆନ ଭାବେ କାର୍ଯ୍ୟରତ ଶ୍ରୀ ସ୍ୱାଇଁ । ତେବେ ୨୦୧୭ରୁ ହଠାତ୍ ଫୁଲଗଛ ଓ ଫଳଗଛ ପ୍ରେମରେ ପଡି ଏବେ ସହରରେ ଏକ ନୂତନ ପରିଚୟ ସୃଷ୍ଟି କରିପାରିଛନ୍ତି
Read More...

ସ୍ୱାତିନକ୍ଷତ୍ରର ଶାମୁକା ଓ ବଣମଲ୍ଲୀର ସ୍ୱର ପୁସ୍ତକ ଲୋକାର୍ପିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଭଜକୃଷ୍ଣ ସାରସ୍ୱତ ସ୍ମୃତି ସଂସଦ ରାଉରକେଲା ଓ ସରଳାଦେବୀ ଭାଗିରଥି ମହାପାତ୍ର ଟ୍ରଷ୍ଟ କଟକର ମିଳିତ ଆନୁକୂଲ୍ୟରେ ଆଲୋଚନାଚକ୍ର, ପୁସ୍ତକ ଉନ୍ମୋଚନ ଓ ସମ୍ବର୍ଦ୍ଧନା ସଭା ଛେଣ୍ଡ ସ୍ଥିତ ଧାମରା ସଂଘଠାରେ ଅନୁଷ୍ଠିତ ହୋଇଯାଇଛି । ଶିକ୍ଷାବିତ ତଥା ସଂସଦର
Read More...

ବିର୍ସାମୁଣ୍ଡା ଷ୍ଟାଡିୟମ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ରାଉରକେଲା, (ସସ୍ମିତା ପ୍ରଧାନ) : ଆସନ୍ତା ଜାନୁଆରୀ ୧୩ ତାରିଖରେ ଷ୍ଟିଲସିଟି ରାଉରକେଲାରେ ପ୍ରଥମ କରି ପୁରୁଷ ହକି ବିଶ୍ୱକପ୍‌ ଖେଳାଯିବ । ଏଥିପାଇଁ ବିର୍ସାମୁଣ୍ଡା ଷ୍ଟାଡିୟମର ନିର୍ମାଣ କାର୍ୟ୍ୟ ଶେଷ ହେବା ସହ ଏଠାରେ ହକିର ଅଭ୍ୟାସ ମ୍ୟାଚ୍‌ ହେଉଛି । ଷ୍ଟାଡିୟମର ଉଦ୍‌ଘାଟନୀ ଉତ୍ସବ ଏବଂ
Read More...

ଅଭିଷେକ ବେହୁରିଆ ହେଲେ ମିଷ୍ଟର ରାଉରକେଲା ୨୦୨୨

ରାଉରକେଲା, (ସସ୍ମିତା ପ୍ରଧାନ) : ସ୍ଥାନୀୟ ଭଂଜଭବନ ଠାରେ ମୁକ୍ତ ରାଉରକେଲା ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗିତାର ବଡି ବିଲଡିଂରେ ଅଭିଷେକ ବେହୁରିଆ ମିଷ୍ଟର ରାଉରକେଲା ୨୦୨୨ ହେବାର ଗୌରବ ହାସଲ କରିଛନ୍ତି । ଗଣେଶ ବି ଜିମ୍ ଆୟୋଜିତ ଓ ରାଉରକେଲା ଫିଜିକ୍ କଲଚର ଆସୋସିଏସନର ସହଯୋଗରେ ଅନୁଷ୍ଠିତ
Read More...

କରୋନା ପାଇଁ ସଚେତନ କଲା ସଚେତନ ନାଗରିକ ମଞ୍ଚ

ରାଉରକେଲା, (ସସ୍ମିତା ପ୍ରଧାନ) : ପୁଣି ଫେରିଛି କରୋନାର ଭୟ । ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଏଥିପାଇଁ ବିଭିନ୍ନ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରୁଥିବା ବେଳେ ଜନସାଧାରଣ ମଧ୍ୟ ଏଥିପ୍ରତି ସଚେତନ ରହିବା ଦରକାର । ଏନେଇ ରାଉରକେଲା ସଚେତନ ନାଗରିକ ମଞ୍ଚ ରାଜ୍ୟ ତଥା ସହରବାସୀଙ୍କୁ ଏହି
Read More...