ଜଙ୍ଗଲୀ ବାରହା ଶିକାର କରିବା ପଡିଲା ମହାଙ୍ଗା : ବନ୍ଧାହେଲେ ୫ ଶିକାରୀ
ରାଉରକେଲା, (ସସ୍ମିତା ପ୍ରଧାନ) : ଏକ ବିଶେଷ ସୂତ୍ରରୁ ଜଙ୍ଗଲୀ ବାରହା ଶୀକାର ବିଷୟରେ ଖବର ପାଇ ଗଜେନ୍ଦ୍ର ପାଲ ସିଂ ମାଥୁର, ଏସିଏଫ, ସହକାରୀ ବନ ସଂରକ୍ଷକ, ରାଉରକେଲା ବନଖଣ୍ଡଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଟିମ ଗଠନ କରାଯାଇ ଉକ୍ତ ବିଷୟରେ ତଦନ୍ତ କରାଗଲା । ଗଜେନ୍ଦ୍ର ପାଲ ସିଂ ମାଥୁର,!-->…
Read More...
Read More...