Browsing Tag

rourakela news

ବିପିୟୁଟିରେ ଜାତୀୟ ମହାକାଶ ସପ୍ତାହ ୨୦୨୫ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଜାତୀୟ ମହାକାଶ ସପ୍ତାହ ୨୦୨୫ ପାଳନ ଅବସରରେ, ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ୱବିଦ୍ୟାଳୟ (ବିପିୟୁଟି), ରାଉରକେଲା ୨ ସେପ୍ଟେମ୍ବର ୨୦୨୫ରେ "ଭାରତର ଗୌରବମୟ ମହାକାଶ କାହାଣୀ : ପ୍ରାଚୀନ ଆକାଶରୁ ଆଧୁନିକ ଦିଗନ୍ତ" ଶୀର୍ଷକ ଏକ ଲୋକପ୍ରିୟ ଆଲୋଚନା
Read More...

ଭାଗବତ ଶାଖାରେ ଜଗନ୍ନାଥ ଦାସ ଜୟନ୍ତୀ ଓ ଭାଗବତ କଥାମୃତ ଆଲୋଚନାଚକ୍ର ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଅଖିଳ ଭାରତୀୟ ସାହିତ୍ୟ ପରିଷଦ ରାଉରକେଲାର କେଶବ ନଗର ସ୍ଥିତ ସେକ୍ଟର ୬ ଭକ୍ତି ଜ୍ଞାନ ବୈରାଗ୍ୟ ଶାଖା ଆନୁକୂଲ୍ୟରେ ଅତିବଡ଼ି ଜଗନ୍ନାଥ ଦାସଙ୍କ ଜୟନ୍ତୀ ଓ ଭାଗବତ କଥାମୃତ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ପୁଷ୍ପଲତା ସାହୁଙ୍କ ଆବାହକତ୍ୱ ଓ
Read More...

ବାସନ୍ତୀ ପାଠାଗାରର ମାସିକ ସାହିତ୍ୟ ଆସର

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ଅଗ୍ରଣୀ ସାହିତ୍ୟାନୁଷ୍ଠାନ ବାସନ୍ତୀ ପାଠାଗାରର ମାସିକ ସାହିତ୍ୟ ଆସର ଓ କବିତା ପାଠୋତ୍ସବ କାର୍ୟ୍ୟକ୍ରମ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ପାଠାଗାରର ସଭାପତି ପ୍ରସନ୍ନ କୁମାର ସାବତଙ୍କ ସଭାପତିତ୍ୱ, ସାଧାରଣ ସମ୍ପାଦକ ବିକ୍ରମ ଚନ୍ଦ୍ର
Read More...

ନୀଳାଚଳ ଯୁବ ପରିଷଦର ଶ୍ରୀ ଗଣେଶ ପୂଜା

ରାଉରକେଲା, (ସସ୍ମିତା ପ୍ରଧାନ) : କୋଏଲ ନଗର ସି ବ୍ଲକ୍ ସ୍ଥିତ ନୀଳାଚଳ ଯୁବ ପରିଷଦ ତରଫରୁ ଶ୍ରୀ ଗଣେଶଙ୍କ ପୂଜା ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ରାଜେଶ ମହାରଣା ଓ ସନ୍ତୋଷିନୀ ମହାରଣା କର୍ତ୍ତା ଭାବେ ଦାୟିତ୍ଵ ତୁଲାଇଥିଲା ବେଳେ କୈବଲ୍ୟ ମିଶ୍ର ପୂଜକ ଦାୟିତ୍ଵ
Read More...

ସଂସ୍କୃତି ସମାଜକୁ ଶୃଙ୍ଖଳିତ କରେ : ଜୟ ନାରାୟଣ ମିଶ୍ର

ରାଉରକେଲା, (ସସ୍ମିତା ପ୍ରଧାନ) : କୈବଲ୍ୟ ସାହିତ୍ୟ ସଂସଦ ଆନୁକୁଲ୍ୟରେ ୭୯ତମ ରାଜ୍ୟସ୍ତରୀୟ ନୂଆଁଖାଇ ଲୋକ ସଂସ୍କୃତି ମହୋତ୍ସବ ଓଡ଼ିଶା ସାଂସ୍କୃତିକ ସମାଜ ପରିସରରେ ପାଳିତ ହୋଇଯାଇଛି । ସାରସ୍ଵତ ଅଧିବେଶନର ଉଦଘାଟକ ଭାବେ ବିଧାୟକ ସମ୍ବଲପୁର ଜୟନାରାୟଣ ମିଶ୍ର ସାହିତ୍ୟ ଏବଂ ସଂସ୍କୃତି
Read More...

ସଂହତି ସଂଘର ସାମାଜିକ କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ଇସ୍ପାତ ଅଞ୍ଚଳ ମହିଳା ସଂଘର ସଂହତି ସଂଘ ପକ୍ଷରୁ ଛେଣ୍ଡ ସ୍ଥିତ ଆଶାଦୀପ ଦିବ୍ୟାଙ୍ଗ ସ୍କୁଲଠାରେ ପିଲାମାନଙ୍କୁ ମଧ୍ୟାହ୍ନ ଭୋଜନ ସହ ନାଚ ଗୀତର ମଧ୍ୟ ଆୟୋଜନ କରିଥିଲେ । ପିଲାମାନେ ଖୁବ ଆନନ୍ଦର ସହ ଏହି କାର୍ଯ୍ୟକ୍ରମକୁ ଉପଭୋଗ କରିଥିଲେ । ଏହି ଅବସରରେ
Read More...

କଳିଙ୍ଗ ବୈଶ୍ୟ ମହିଳା ସଂଘ ଦ୍ଵାରା ବୃକ୍ଷରୋପଣ କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : "ବୃକ୍ଷ ହିଁ ଜୀବନ, ବୃକ୍ଷ ହିଁ ମିତ୍ର ଏବଂ ବୃକ୍ଷ ହିଁ ଦେବତା "ଏହି ଚେତନା ମଣିଷ ଭିତରେ ଅପସରି ଯାଉଛି । ହୁଏତ ତାରି ପରିଣତି ମଣିଷଙ୍କୁ ଭୋଗିବାକୁ ପଡୁଛି, ଯେଉଁଭଳି ଭାବରେ ତାପମାତ୍ରା ବଢ଼ିବାରେ ଲାଗିଛି । ଏହି ଚେତନାକୁ ପୁନଃ ଜାଗ୍ରତ କରିବା ପାଇଁ ଏକ
Read More...

ରାଉରକେଲାରେ ଶେୟାର ପକ୍ଷରୁ ଜାତୀୟ କ୍ରୀଡା ସପ୍ତାହ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ସାମାଜିକ ସଂଗଠନ ଶେୟାର୍ ପକ୍ଷରୁ ବସ୍ତିଆଭବନ ଠାରେ ଜାତୀୟ କ୍ରୀଡା ସପ୍ତାହ ପାଳନ ହୋଇଯାଇଛି । କାର୍ଯ୍ୟକ୍ରମର ଆରମ୍ଭରେ ହକି ଯାଦୁଗର ମେଜର ଧ୍ୟାନଚାନ୍ଦଙ୍କୁ ଶ୍ରଦ୍ଧାଞ୍ଜଳି ଓ ଜାତୀୟ ସଙ୍ଗୀତ ଗାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାେ
Read More...

ସତସଙ୍ଗର ଭାଦ୍ର ପରିକ୍ରମା

ରାଉରକେଲା, (ସସ୍ମିତା ପ୍ରଧାନ) : ଅନୁକୂଳଚନ୍ଦ୍ରଙ୍କ ଜନ୍ମ ମାସ ଭାଦ୍ରବ ହୋଇଥିବାରୁ ତାଙ୍କ ଅନୁଗାମୀମାନଙ୍କ ଦ୍ଵାରା ଭାଦ୍ର ପରିକ୍ରମା ସତସଙ୍ଗ ରାଜେନ୍ଦ୍ର କୁମାର ନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ପ୍ରାତଃ ବିନତୀ ପ୍ରାର୍ଥନା ପରେ ଧର୍ମଗ୍ରନ୍ଥ
Read More...

ସ୍କୁଲ ଅଫ୍ ମାର୍ଶାଲ ଆର୍ଟର ଗ୍ରେଡେସନ ଟେଷ୍ଟ ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ସ୍କୁଲ ଅଫ ମାର୍ଶାଲ ଆର୍ଟ ତରଫରୁ ଆନ୍ତର୍ଜାତିକ ଫୁଲ କଣ୍ଟାକ୍ଟ ବ୍ଲାକ ବେଲ୍ଟ ଗ୍ରେଡେସନ ଟେଷ୍ଟ ଦେଓଗାଁ ସ୍ଥିତ ଅରିନ୍ଦମ ପାଲେସ ଠାରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ମୁଖ୍ୟ ତଥା ଅଲଇଣ୍ଡିଆ ସମ୍ପାଦକ ସେନସାଇ ସନ୍ତୋଷ ତନ୍ତୀଙ୍କ ଆବାହକତ୍ୱ ତଥା
Read More...