Browsing Tag

rourakela news

ରାଉରକେଲା କଲେଜରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ଜାତୀୟ ସେବା ଯୋଜନା ଓ ଯୁବ ରେଡକ୍ରସର ତତ୍ତ୍ଵାବଧାନ ଏବଂ ଅଧ୍ୟକ୍ଷ ଡ. ରବୀନ୍ଦ୍ର କୁମାର ଜେନାଙ୍କ ମାର୍ଗଦର୍ଶନରେ ସେକ୍ଟର-୪ ସ୍ଥିତ ରାଉରକେଲା କଲେଜ, ରାଉରକେଲାରେ ବୃକ୍ଷରୋପଣ ମହାଭିଯାନ -୨୦୨୫ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନମନ୍ତ୍ରୀ
Read More...

ରାଜ୍ୟରେ ବଢୁଥିବା ମହିଳା ନିର୍ଯ୍ୟାତନା ପ୍ରତିବାଦରେ ରାଉରକେଲା ସାଙ୍ଗଠନିକ ଜିଲ୍ଲା ବିଜୁ ମହିଳା ଜନତା ଦଳ ତରଫରୁ…

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ସାଙ୍ଗଠନିକ ଜିଲ୍ଲା ବିଜୁ ମହିଳା ଜନତା ଦଳ ନେତ୍ରୀ ଏମ୍ମା ଏକ୍କାଙ୍କ ନେତୃତ୍ୱରେ ଆମ ରାଜ୍ୟ ଓଡିଶାରେ ଘଟିଯାଇଥିବା ଦୁଷ୍କର୍ମ ମାନ ତଥା କ୍ରମାଗତ ଭାବେ ବଢୁଥିବା ମହିଳା ନିର୍ଯ୍ୟାତନା ରୋକିବାରେ ରାଜ୍ୟର ଡବଲ ଇଂଜିନ ତଥା ଲୋକଙ୍କ ସରକାର
Read More...

ରକ୍ତଦାନ ଶିବିର ଅନୁଷ୍ଠିତ : ୫୧ ୟୁନିଟ୍ ରକ୍ତ ସଂଗ୍ରହ

ରାଉରକେଲା, (ସସ୍ମିତା ପ୍ରଧାନ) : ଅପରେସନ ସିନ୍ଦୂର ଉପଲକ୍ଷେ ଉତ୍କଳମଣି ହୋମିଓପାଥିକ ମେଡ଼ିକାଲ କଲେଜ ଆଣ୍ଡ ହସପିଟାଲ ତରଫରୁ ଏକ ରକ୍ତଦାନ ଶିବିର କଲେଜ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଛାତ୍ର ସଂସଦର ସଭାପତି ଡା. ମୁକେଶ କୁମାର ମଲ୍ଲିକ ଓ ସାଧାରଣ ସମ୍ପାଦିକା ମନୀଷା ମାହେଶ୍ୱରୀଙ୍କ
Read More...

ଆନ୍ତଃ ବିଦ୍ୟାଳୟ ବୌଦ୍ଧିକତା ପ୍ରତିଯୋଗିତା ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଭାରତ ବିକାଶ ପରିଷଦ, ରାଉରକେଲା ଶାଖା ତରଫରୁ ବାସନ୍ତୀ କଲୋନୀ ସ୍ଥିତ ଡିଏଭି ପବ୍ଲିକ ସ୍କୁଲ ଠାରେ ଭାରତ୍‌ କୋ ଜାନୋ ଆନ୍ତଃ ବିଦ୍ୟାଳୟ ବୌଦ୍ଧିକତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ସହରର ୨୪ଟି ବିଦ୍ୟାଳୟର ଛାତ୍ରଛାତ୍ରୀ ଏଥିରେ ଅଂଶଗ୍ରହଣ କରିଥିଲେ ।
Read More...

ନିଟ୍ରା ତରଫରୁ ବାର୍ଷିକ ସାଧାରଣ ସଭା ଓ ୫୮ତମ ଇଞ୍ଜିନିୟର୍ସ ଦିବସ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ନିଟ୍ରା ଏନ୍‌ଆଇଟି ରାଉରକେଲା ଆଲୁମିନି ଆସୋସିଏସନର ସଭାପତି ଫକିର ଚରଣ ମହାନ୍ତି ଏବଂ ସାଧାରଣ ସମ୍ପାଦକ ପ୍ରଫେସର ହୃଷୀକେଶ ନାଏକଙ୍କ ଆବାହକତ୍ୱରେ ଏ ବର୍ଷର ବାର୍ଷିକ ସାଧାରଣ ସଭା ବ୍ରାହ୍ମଣୀ କ୍ଲବର ପ୍ରେକ୍ଷାଳୟରେ ଅନୁଷ୍ଠିତ ହୋଇଥିଲା । ଏଥିରେ ୮୦ ଜଣ
Read More...

ରାଷ୍ଟ୍ରଭାଷା ପ୍ରଚାର ଏବଂ ବିକାଶ ସସ୍ଥାନ ରାଉରକେଲା ଆନୁକୂଲ୍ୟରେ ଦୀପିକା ଇସ୍ପାତ ଶିକ୍ଷା ସଦନରେ ହିନ୍ଦୀ ଦିବସ…

ରାଉରକେଲା, (ସସ୍ମିତା ପ୍ରଧାନ) : ଆଜି ରାଷ୍ଟ୍ରଭାଷା ପ୍ରଚାର ଏବଂ ବିକାଶ ସସ୍ଥାନ ରାଉରକେଲା ଆନୁକୂଲ୍ୟରେ ସେକ୍ଟର ୧୮ ସ୍ଥିତ ଦୀପିକା ଇସ୍ପାତ ଶିକ୍ଷା ସଦନ ଠାରେ ହିନ୍ଦୀ ଦିବସ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ରୂପେ ହୋଟେଲ ଶୁଭମର ବ୍ୟବସ୍ଥାପକ ତଥା ବିଶିଷ୍ଟ ସମାଜସେବୀ
Read More...

ଆସନ୍ତା ଅକ୍ଟୋବର ମାସ ୩ ତାରିଖରେ ଖଡ୍ଗ ଶୋଭାଯାତ୍ରା

ରାଉରକେଲା, (ସସ୍ମିତା ପ୍ରଧାନ) : ନିଖିଳ ଉତ୍କଳ ଖଣ୍ଡାୟତ କ୍ଷତ୍ରିୟ ମହାସଭା ତରଫରୁ ଆସନ୍ତା ଅକ୍ଟୋବର ମାସ ୩ ତାରିଖ ଦିନ ଦିବା ୯ ଘଟିକା ସମୟରେ ବାରହାତ ଖଡ୍ଗ ଶୋଭାଯାତ୍ରା ବାହାରିବ ବୋଲି ଜଣାପଡିଛି । କାର୍ଯ୍ୟକାରୀ ସଭାପତି ଉପେନ୍ଦ୍ର କୁମାର ନାୟକଙ୍କ ଅଧ୍ୟକ୍ଷତା ସାଧାରଣ ସମ୍ପାଦକ ଶଶଧର
Read More...

ପତଞ୍ଜଳି ଯୋଗ ଶିବିରରେ ଭାଗବତ କଥାମୃତ ଓ ଅତିବଡ଼ିଙ୍କ ଜୟନ୍ତୀ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର ୨୦ ପତଞ୍ଜଳି ଯୋଗ ଶିବିର ତରଫରୁ ଡି ବ୍ଲକ ସ୍ଥିତ ଶିବ ମନ୍ଦିର ଠାରେ ଭାଗବତ କଥାମୃତ ଓ ଅତିବଡ଼ି ଜଗନ୍ନାଥ ଦାସଙ୍କ ଜୟନ୍ତୀ ପାଳିତ ହୋଇଯାଇଛି । ଶିବିରର ମୁଖ୍ୟ ମନୋରମା ରାଉତଙ୍କ ଆବାହକତ୍ୱ ଓ ଯୋଗଗୁରୁ ଗଙ୍ଗାଧର ପଣ୍ଡାଙ୍କ ସଂଯୋଜନାରେ ଆୟୋଜିତ ଏହି
Read More...

ହିନ୍ଦୀ ଦିବସ ଉପଲକ୍ଷେ ପୁସ୍ତକ ଲୋକାର୍ପଣ ଉତ୍ସବ

ରାଉରକେଲା, (ସସ୍ମିତା ପ୍ରଧାନ) : ହିନ୍ଦୀ ଦିବସ ପାଳନ ଅବସରରେ ସୁନିତା ଅଗ୍ରୱାଲଙ୍କ ରଚିତ ପୁସ୍ତକ 'ମେରି ନଜରିଆ ସେ' ଲୋକାର୍ପିତ ହୋଇଯାଇଛି । ହୋଟେଲ ମେଫେୟାର ଠାରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ରାଷ୍ଟ୍ରଭାଷା ପ୍ରଚାର ଏବଂ ବିକାଶ ସଂସ୍ଥାନର ମୁଖ୍ୟ ଡ଼ଃ ଜଗନ୍ନାଥ ମିଶ୍ରଙ୍କ
Read More...

ପରିବେଶ ସମ୍ବନ୍ଧୀୟ ନୈତିକ ମୂଲ୍ୟବୋଧ ଆଲୋଚନା ଚକ୍ର

ରାଉରକେଲା, (ସସ୍ମିତା ପ୍ରଧାନ) : ସାରନଗରୀ ସ୍ଥିତ ପ୍ରଗତି ପବ୍ଲିକ ସ୍କୁଲରେ ରାଉରକେଲା ଆସୋସିଏସନ୍ ଫର୍ ବାୟୋଜେନେସିସ ଅଫ ସାଇନ୍ସ ଆଣ୍ଡ ସ୍ପିରିଚୁଆଲିଟି (ରାବ୍ସ) ଏବଂ ବିଦ୍ୟାଳୟର ମିଳିତ ସହଯୋଗରେ "ପରିବେଶ ସମ୍ବନ୍ଧୀୟ ନୈତିକ ମୂଲ୍ୟବୋଧ" ଶୀର୍ଷକ ଉପରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ
Read More...