ମହିଳାଙ୍କ ସନ୍ଦେହ ଜନକ ମୃତ୍ୟୁ, ହତ୍ୟା ସନ୍ଦେହ
ରାଉରକେଲା : ରାଉରକେଲାର ବନ୍ଧମୁଣ୍ଡା ଶୀତଳନଗର ଅଂଚଳରେ ରବିବାର ସନ୍ଧ୍ୟାରେ ଜଣେ ମହିଳାଙ୍କ ମୃତଦେହ ଘର ଭିତରୁ ମିଳିଛି । ସନ୍ଧ୍ୟା ପ୍ରାୟ ୫ଟା ସମୟରେ ମୃତ ମହିଳାଙ୍କ ପୁଅ ଆସି ଦେଖିଲା ବେଳକୁ ମହିଳା ଖଟିଆରେ ପଡିଥିବା ଦେଖି ସ୍ଥାନୀୟ ଲୋକଙ୍କୁ କହିଥିଲେ । ଏହାପରେ ବନ୍ଧମୁଣ୍ଡା ପୁଲିସକୁ!-->…
Read More...
Read More...