Browsing Tag

rourakela news

“ସଙ୍ଗୀତ ତରଙ୍ଗ ମ୍ୟୁଜିକ୍ କ୍ଲବ୍”ର ସ୍ଵତନ୍ତ୍ର କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ଇସ୍ପାତ ସହରର ଅନ୍ୟତମ ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ "ସଙ୍ଗୀତ ତରଙ୍ଗ ମ୍ୟୁଜିକ୍ କ୍ଲବ୍" (ସଙ୍ଗୀତ ତରଙ୍ଗ ସାମାଜିକ ସାଂସ୍କୃତିକ ଟ୍ରଷ୍ଟ୍, ରାଉରକେଲାର ଏକ ଅଙ୍ଗ)ର ସ୍ଵତନ୍ତ୍ର କାର୍ଯ୍ୟକ୍ରମ "ଓଡ଼ିଶା ଦିବସ" ସିଭିକ୍ ସେଣ୍ଟର୍ ଠାରେ ନିକଟରେ
Read More...

ଗ୍ରୀଷ୍ମକାଳୀନ ଫୁଟବଲ ଓ କବାଡି ପ୍ରଶିକ୍ଷଣ ଶିବିର ଆସନ୍ତା ୨୮ରୁ

ରାଉରକେଲା, (ସସ୍ମିତା ପ୍ରଧାନ) : କଳିଙ୍ଗ ସ୍ପୋର୍ଟସ ଫେଡେରେସନ, ରାଉରକେଲା ଗ୍ରୀଷ୍ମକାଳୀନ ଫୁଟବଲ ଓ କବାଡି ପ୍ରଶିକ୍ଷଣ ଶିବିର ଉଭୟ ପୁଅ ଓ ଝିଅଙ୍କ ପାଇଁ ଆରମ୍ଭ କରିବାକୁ ଯାଉଛି । ଏହି ଶିବିର ଏପ୍ରିଲ ମାସ ୨୮ ତାରିଖରେ ଉଦିତ ନଗର ସ୍ଥିତ ମିନି ଷ୍ଟାଡିୟମଠାରେ ଭୋର ୫ଟା ୪୫ ମିନିଟରେ
Read More...

ସାଇନିଂ ରକର୍ସ ଏକାଡେମୀର ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ସାମାଜିକ ତଥା ସାଂସ୍କୃତିକ ଅନୁଷ୍ଠାନ ସାଇନିଂ ରକର୍ସ ଏକାଡେମୀର ପୁରସ୍କାର ବିତରଣ ଉତ୍ସବ ସେକ୍ଟର ୫ ସ୍ଥିତ ଆଦର୍ଶ ସାହିତ୍ୟ ଘରଠାରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଏକାଡେମୀର ମୁଖ୍ୟ ଲୀନା ବିଶ୍ୱାଳଙ୍କ ଆବାହକତ୍ଵ ଓ ବର୍ଣ୍ଣାଳୀ ରାଉତଙ୍କ
Read More...

ବିଜେଡି ଛାଡି ବିଜେପିରେ ଯୋଗଦେଲେ ସନ୍ତୋଷ ତନ୍ତି

ରାଉରକେଲା, (କେପିଏନ୍‌ଏସ୍‌) : ବିଜେଡିର ବରିଷ୍ଠ ନେତା ସନ୍ତୋଷ ତନ୍ତି ବିଜେଡି ଛାଡି ବିଜେପିରେ ଯୋଗଦାନ କରିଛନ୍ତି । ଶ୍ରୀ ତନ୍ତି ତାଙ୍କର ଶତାଧିକ ସମର୍ଥକଙ୍କ ସହିତ ଏକ ପଟୁଆରରେ ଆସି ସଭାସ୍ଥଳରେ ପହଞ୍ଚିଥିଲେ । ବିଜେପିର ଜିଲ୍ଲା ସଭାନେତ୍ରୀ ପୂର୍ଣ୍ଣିମା କେରକେଟା ତାଙ୍କୁ ସ୍ୱାଗତ
Read More...

ଭାରତ ରତ୍ନ ଡ. ଆମ୍ବେଦକରଙ୍କର ସମ୍ବିଧାନ ପ୍ରତି ଅବଦାନ ଉପରେ ଆଲୋଚନାଚକ୍ର ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲାତା ୧୯.୦୪.୨୦୨୫ ଆଜି ଭାରତୀୟ ଜନତା ପାର୍ଟିର ଜିଲ୍ଲା କାର୍ଯ୍ୟାଳୟ ପରିସରରେ ଭାରତରତ୍ନ ଡ. ବାବାସାହେବ ଭୀମରାଓ ଆମ୍ବେଦକରଙ୍କର ସମ୍ବିଧାନ ପ୍ରତି ଅବଦାନ ଉପରେ ଆଲୋଚନାଚକ୍ର ଜିଲ୍ଲା ସଭାନେତ୍ରୀ ପୂର୍ଣ୍ଣିମା କେରକେଟାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ
Read More...

“ଚକ୍ଷୁ ହିଁ ଅମୁଲ୍ୟ ସମ୍ପଦ”

ରାଉରକେଲା, (ସସ୍ମିତା ପ୍ରଧାନ) : ଏକ ସୁସ୍ଥ ଓ ନିରାମୟ ସମାଜର ନିଆରା ପରିକଳ୍ପନା ଭିତରେ ଏକ ଅଭିନଵ ପଦକ୍ଷେପ ନେଇଥିଲା ରାଉରକେଲା ବାସନ୍ତୀ କଲୋନୀ ସ୍ଥିତ ଡି.ଏ.ଭି ପବ୍ଲିକ ସ୍କୁଲ, ରାଉରକେଲା । ବିଦ୍ୟାଳୟର ଅଧକ୍ଷ ଲୋକନାଥ ପ୍ରଧାନ ମହୋଦୟଙ୍କ ଅଧ୍ୟକ୍ଷତାରେ, ସହ ସଂଯୋଜକ ବିଜୟ କୁମାର
Read More...

ସ୍ମୃତି ସାନ୍ତ୍ୱନାର ଚତୁର୍ଦ୍ଦଶତମ ବିଷୁବ ମିଳନ ସମାରୋହ -୨୦୨୫

ରାଉରକେଲା, (ସସ୍ମିତା ପ୍ରଧାନ) : ତୈମାସିକ ଓଡିଆ ସାହିତ୍ୟ ପତ୍ରିକା “ ସ୍ମୃତି ସାନ୍ତ୍ୱନା”ର ଚତୁର୍ଦ୍ଦଶତମ ବିଷୁବ ସାହିତ୍ୟ ସମାରୋହ ଓ ବନ୍ଧୁମିଳନ ପର୍ବ ଭୁବନେଶ୍ୱର ସ୍ଥିତ ବୁଦ୍ଧମନ୍ଦିର ଠାରେ ସମ୍ପାଦିକା ସବିତାରାଣୀ ବେହେରାଙ୍କ ଆବାହକତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଡ. ଦେବାଶିଷ
Read More...

ବାସନ୍ତୀ ପାଠାଗାରର ଏକ ସ୍ୱତନ୍ତ୍ର ଆଲୋଚନାଚକ୍ର

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ଅଗ୍ରଣୀ ସାହିତ୍ୟାନୁଷ୍ଠାନ ବାସନ୍ତୀ ପାଠାଗାର ତରଫରୁ ଏକ ସ୍ୱତନ୍ତ୍ର ଆଲୋଚନା ଚକ୍ର ପାଠାଗାର ପରିସରରେ ଅନୁଷ୍ଠିତ ହୋଇଯାଇଛି । ପାଠାଗାରର ସଭାପତି ଡ଼ଃ ଶକ୍ତିପ୍ରସାଦ ସାମନ୍ତରାୟଙ୍କ ଅଧ୍ୟକ୍ଷତା ଓ କାର୍ଯ୍ୟକାରୀ ସଭାପତି ବିକ୍ରମ ଚନ୍ଦ୍ର
Read More...

୨୫ତମ ରାଜ୍ୟସ୍ତରୀୟ ନାଟକ ମହୋତ୍ସବ ଆସନ୍ତା ୨୦ ରୁ ୨୪ ପର୍ଯ୍ୟନ୍ତ

ରାଉରକେଲା, (ସସ୍ମିତା ପ୍ରଧାନ) : ଚଳିତ ବର୍ଷ ସ୍ୱସ୍ତି ସାହିତ୍ୟ ସଂସଦ ଏବଂ ନାଟ୍ୟାନୁଷ୍ଠାନ ସ୍ୱସ୍ତି ଝଙ୍କାର ତରଫରୁ ୨୫ ତମ ରାଜ୍ୟସ୍ତରୀୟ ନାଟକ ମହୋତ୍ସବ ସ୍ଥାନୀୟ ସିଭିକ ସେଣ୍ଟର ଠାରେ ଆସନ୍ତା ଏପ୍ରିଲ ୨୦ ତାରିଖରୁ ୨୪ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ବୋଲି ଇସ୍ପାତ ସରୋବର ଠାରେ
Read More...

ଉତ୍କଳମଣି ଗୋପବନ୍ଧୁ ୱେଲଫେୟାର ଟ୍ରଷ୍ଟ ପକ୍ଷରୁ ବିଜୁ ପଟ୍ଟନାୟଙ୍କ ଶ୍ରାଦ୍ଧ ଦିବସ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଉତ୍କଳମଣି ଗୋପବନ୍ଧୁ ୱେଲଫେୟାର ଟ୍ରଷ୍ଟ ଆନୁକୂଲ୍ୟରେ ପ୍ରବାଦପୁରୁଷ କଳିଙ୍ଗ ବୀର ବିଜୁ ପଟ୍ଟନାୟକଙ୍କ ୨୮ତମ ଶ୍ରାଦ୍ଧ ଦିବସ ବାଲିଯୋଡି ଛକ ସ୍ଥିତ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତି ପରିସରରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ସମ୍ପାଦକ
Read More...