ବାଳ ଓ ଯୁବ ସଂସ୍କାର ଶିବିର ଅନୁଷ୍ଠିତ
ରାଉରକେଲା, (ସସ୍ମିତା ପ୍ରଧାନ) : ଭାରତ ବିକାଶ ପରିଷଦ ରାଉରକେଲା ଶାଖା ର ମହିଳା ଶାଖା ତରଫରୁ ପାନପୋଷ ସ୍ଥିତ ରଘୁନାଥପଲୀ ୟୁ ପି ସ୍କୁଲରେ ବାଳ ଓ ଯୁବ ସଂସ୍କାର ଶିବିର ଅନୁଷ୍ଠିତ ହୋଇଯାଇଛି । ପରିଷଦର ସଭାପତି ଅଶୋକ କକ୍କଡଙ୍କ ସଭାପତିତ୍ୱଓ ସାଧାରଣ ସମ୍ପାଦକ ବନ୍ଦିତା ମାହାତୋଙ୍କ!-->…
Read More...
Read More...